Monthly Archives

June 2024

ପୂର୍ବତନ ମୁରିବାହାଲ ବ୍ଲକ ଉପାଧ୍ୟକ୍ଷାଙ୍କ ମାତୃ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ସୁନ୍ଦରମତି ବାଗଙ୍କ ମା' ଲାଲ ତାଣ୍ଡି(୭୦)ଙ୍କ ବୁଧବାର ତାଙ୍କ ସାଲେପଡା ଗ୍ରାମରେ ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ରାୟପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ
Read More...

ମୁରିବାହାଲ ବ୍ଲକ ସଦର ମହକୁମା ବଜାରପଡ଼ା ଓ ଷ୍ଟେସନପଡ଼ାରେ ସୁଧୁରୁନି ରାସ୍ତା, ଡ୍ରେନ ଓ ପାନୀୟ ଜଳ ସମସ୍ୟା

ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାର ବଜାରପଡ଼ା ଓ ଷ୍ଟେସନପଡ଼ାରେ ସବୁଦିନିଆ ରାସ୍ତା, ଡ୍ରେନେଜ୍ ଓ ପାନୀୟ ଜଳଯୋଗାଣ ସମସ୍ୟା ଲାଗି ରହିଥିବା ଓ ଏହା କେବେ
Read More...

ବୌଦ୍ଧରେ ପାଳିତ ହେଲା ବିଶ୍ୱ ସିକିଲ୍‌ ସେଲ୍‌ ଦିବସ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ବୌଦ୍ଧ ସହର ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବୌଦ୍ଧ ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସିକିଲ୍ ସେଲ୍‌ ଏନିମିଆ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଅତିଥି ବୃନ୍ଦ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପରେ ଅତିଥିମାନେ
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ବିଶ୍ୱ ରକ୍ତ ଶିକୁଳି ବା ସିକିଲ୍‌ ସେଲ୍‌ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ଜୁନ୍ ୧୯ରେ ବିଶ୍ୱ ସିକିଲ୍ ସେଲ୍ ରୋଗ ବା ରକ୍ତ ଶିକୁଳି ରୋଗ ବିଷୟରେ ଜନସଚେତନତା ବୃଦ୍ଧି ପାଇଁ ‘ବିଶ୍ୱ ସିକିଲ୍ ସେଲ୍ ସଚେତନତା ଦିବସ’ ପାଳନ କରାଯାଇଥାଏ । ଏହି ଅବସରରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଭିନ୍ନ
Read More...

ପଦ୍ମପୁର ଓକିଲ ସଂଘ ତରଫରୁ ନବନିର୍ବାଚିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଂଘର ସଭାପତି ଆନନ୍ଦ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଓକିଲ ସଂଘର ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବନିର୍ବାଚିତ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର
Read More...

ବିଶ୍ୱ ରକ୍ତ ଶିକୁଳି ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ବିଶ୍ୱ ରକ୍ତ ଶିକୁଳି ଦିବସ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରକ୍ତ ଶିକୁଳି ଏକ ମାରାତ୍ମକ ବଂଶଗତ ରୋଗ, ରକ୍ତ ତିଆରି କରୁଥିବା ଜିନର ଦୋଷ ତ୍ରୁଟି
Read More...

ବିଜୁ ପକ୍କା ଘର ନାଁରେ ଦୋକାନ ନିର୍ମାଣ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନସାଧାରଣଙ୍କୁ ସୁବିଧା ଏବଂ ଗରିବ ହିତାଧିକାରୀଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ମିଳିବା ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଥିବା ବେଳେ ବିଗତ ବର୍ଷ ମାନଙ୍କରେ ଓଡ଼ିଶାରେ ଏହି ଯୋଜନାର ନାମ ପରିବର୍ତ୍ତନ କରିଦେଇ ନିଜ ସରକାରର ପ୍ରଚାର
Read More...

ତ୍ରିଦିବସୀୟ ଅଭିମୁଖୀକରଣ ପ୍ରଶିକ୍ଷଣ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟର ସହଯୋଗରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ଯୋଗଦାନ କରିଥିବା ଜୁନିଅର ଆସିଷ୍ଟାଣ୍ଟ ମାନଙ୍କର ତ୍ରିଦିବସୀୟ
Read More...

ଶଙ୍ଖ ନଦୀରେ ବୁଡ଼ି ଦୁଇ ଟ୍ରକ୍ ଚାଳକ ମୃତ

ରାଉରକେଲା : ଶଙ୍ଖ ନଦୀରେ ବୁଡ଼ି ଦୁଇ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଦୁଇ ଜଣ ଟ୍ରକ ଡ୍ରାଇଭର ବୋଲି ଖବର ମିଳିଛି । ଜଣେ ହେଲେ ଜାଭେଦ ଅଲ୍ଲୀ (୨୧) । ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନଥିବା କୁହାଯାଉଛି । ବ୍ରାହ୍ମଣୀ ତରଙ୍ଗ ପୁଲିସ ଦୁଇ ଶବକୁ ଜବତ କରି ରାଉରକେଲା
Read More...

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ପାଳିତ ହେଲା ରକ୍ତ ଶିକୁଳି ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ରକ୍ତ ଶିକୁଳି ଦିବସ । ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ସୁପରିନ୍‌ଟେଣ୍ଡେଣ୍ଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା
Read More...
error: Content is protected !!