Monthly Archives

June 2024

ଡୁଙ୍ଗୁରିପାଲି ବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଆଜି ଜୁନ ୨୧ ତାରିଖ । ବିଶ୍ୱ ଯୋଗ ଦିବସ । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଧୀରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ବଲାଙ୍ଗିରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଭାରତର କୋଣେ ଅନୁକୋଣେ ଆଜି ପାଳନ କରାଯାଉଛି ଯୋଗ ଦିବସ । ଏହି କ୍ରମରେ ବଲାଙ୍ଗିରରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଥିବା ବେଳେ ବଲାଙ୍ଗିର ସରକାରୀ ଆଇଟିଆଇ ପଡ଼ିଆରେ ବଲାଙ୍ଗିର ଶାଖା ପତଞ୍ଜଳି ଯୋଗ ସମିତି ତରଫରୁ ଆଜି ପ୍ରାତଃ
Read More...

ବର୍ଷାରେ ଭିଜିଲା ପାରମ୍ପରିକ ମଣ୍ଡେଇ ଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳର ଇଷ୍ଟଦେବୀ ମା' ଡୋକରିଙ୍କ ପାରମ୍ପରିକ ମଣ୍ଡେଇ ଯାତ୍ରା ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଯାଇଛି । କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ କୃଷି ଓ କୃଷକର ମଙ୍ଗଳ କାମନା ସହିତ ମୌସୁମୀ ଉତ୍ତମ ବର୍ଷାର ଲକ୍ଷ୍ୟ ରଖି ଅଞ୍ଚଳର ଆରାଧ୍ୟାଙ୍କୁ ଏକ ବ୍ୟାପକ
Read More...

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଯୋଗଦାନ କରି ଯୋଗର
Read More...

ପଦ୍ମପୁରରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୁନ ୨୧ ତାରିଖ ଶୁକ୍ରବାର ଦିନ ପଦ୍ମପୁର ସ୍ଥିତ ରାଜାଜୀ ଟାଉନ୍‌ ହଲ୍‌ ଠାରେ ରାଜବୋରାସମ୍ବର ବ୍ଲକ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ, ପଦ୍ମପୁରର ମିଳିତ ଆନୁକୂଲ୍ୟରେ ଏବଂ ଯୋଗ ମହୋତ୍ସବ ସମିତି, ପଦ୍ମପୁରର ସହଯୋଗରେ ଆନ୍ତର୍ଜାତିକ ଯୋଗ ଦିବସ ମହା ସମାରୋହରେ
Read More...

ପାଣିରେ ଭାସୁଛି ଧାନ ମଣ୍ଡି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରୀଷ୍ମ ଋତୁରେ ଚାଷୀ ଭୀଷଣ ଖରା ଗୁଳୁଗୁଳିରେ ମୁଣ୍ଡଝାଲ ତୁଣ୍ଡରେ ମାରି ଚାଷ କରିଥାଏ । ଧାର କରଜ ଋଣ କରି‌‌ ବିହନ, ସାର୍, ଔଷଧ ପାଇଁ ଖର୍ଚ୍ଚ କରିଥାଏ । ସବୁ ଖର୍ଚ୍ଚ ପରିବାର ପ୍ରତିପୋଷଣ କରିବାପାଇଁ ନିଜ ଧାନକୁ ସରକାରୀ ଧାନ ମଣ୍ଡିରେ‌ ବିକ୍ରୀ କରିବା
Read More...

ଆନ୍ତର୍ଜାତୀୟ ଯୋଗ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଯୋଗ ବିଦ୍ୟା, ଯାହାର ସୃଷ୍ଟି ଭାରତରେ ହୋଇଥିବା କୁହାଯାଏ । ଏକ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିକାଶ କଳା କୈଶଳ ଅଟେ । ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ଦଶମ ବାର୍ଷିକୀ ପାଳନ କରାଯାଉଥିବାରୁ ଏହା ଏକ ବିଶେଷ ଗୁରୁତ୍ୱ ବହନ କରୁଛି ।
Read More...

ଗୋଇମୁଣ୍ଡ ଛକ ପିଚୁ ପ୍ଲାଣ୍ଟ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ଘଟଣା

ଦୁର୍ଘଟଣା ଘଟାଇଥିବା ହାଇୱା ଜବତ, ଡ୍ରାଇଭର କୋର୍ଟ ଚାଲାଣ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ନମ୍ବର ଜାତୀୟ ରାଜପଥ ବଙ୍ଗୋମୁଣ୍ଡାରୁ ହଳଦୀ ରାସ୍ତାର ଗୋଇମୁଣ୍ଡ ଛକ ନିକଟସ୍ଥ ପିଚୁ ପ୍ଲାଣ୍ଟ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା
Read More...

କ୍ଷୁଦ୍ର ଚଳଚ୍ଚିତ୍ର ଏକ କବିତା ପରି, ପ୍ରତିଥର ଦେଖିଲେ ଆପଣ ଏଥିରେ କିଛି ନୂଆ ଦେଖିବାକୁ ପାଆନ୍ତି : ଆନ୍ନା ହେନକେଲ…

ଆପଣଙ୍କ ସ୍ୱପ୍ନକୁ ଆଉ କେହି କେବେ ବି ପୂରଣ କରିପାରିବେ ନାହିଁ : ସମୀର ମୋଦୀଏକ ଶକ୍ତିଶାଳୀ, ଅନନ୍ୟ ଏବଂ ରୋମାଞ୍ଚକର କାହାଣୀ ଦର୍ଶକଙ୍କ ପାଖରେ ପହଞ୍ଚିବ : ଟିସ୍କା ଚୋପ୍ରାଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ "ସର୍ଟସର ପ୍ରସାର : ପ୍ରବେଶ, ପହଞ୍ଚ ଏବଂ ପ୍ରଦର୍ଶନ"
Read More...

୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ସମୁଦ୍ରରେ ବୁଡ଼ି ନିଖୋଜ ଯୁବକର ପତ୍ତା ମିଳୁନାହିଁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ଛତ୍ରପୁର ନିକଟସ୍ଥ ବୁଧବାର ସନ୍ଧ୍ୟାରେ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକ ବୁଡି ଯାଇଛି । ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ସମୁଦ୍ରରେ ବୁଡ଼ି ନିଖୋଜ ଯୁବକଙ୍କ ପତ୍ତା ମିଳୁନାହିଁ । ସମୁଦ୍ର କୂଳବର୍ତ୍ତୀ
Read More...