Monthly Archives

June 2024

ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦିଆଗଲା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷ ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁଁ ନିଗମ ଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉ ନଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ଦାୟିତ୍ଵରୁ
Read More...

ବନ୍ୟା ନିୟନ୍ତ୍ରଣ ପାଇଁ ନଦୀ ବନ୍ଧର ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଚାରିଟି ବୈଷୟିକ କମିଟି ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶବନ୍ୟା ପରିଚାଳନା ନୀତି, ମହାନଦୀ ରିଯୁଭେନେସନ ଓ ରୁଲ କର୍ଭ ସମୀକ୍ଷା, ଜଳ ସଂରକ୍ଷଣ ନୀତି ଏବଂ ଅନ୍ତଃ ନଦୀ ଜଳ ପଥର ଉନ୍ନତି ପାଇଁ ଗଠନ ହେବ କମିଟି୧୦୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଭୁବନେଶ୍ୱର :
Read More...

ସୁନ୍ଦରପଦାରେ ଅବସ୍ଥାପିତ ପତିତପାବନ ଦେବଙ୍କ ହାତୀବେଶ ଦର୍ଶନ ଏକ ନିଆରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁରୁଣା ଭୁବନେଶ୍ୱର ସ୍ଥିତ ସୁନ୍ଦରପଦାରେ ଅବସ୍ଥାପିତ ପତିତପାବନ ଦେବଙ୍କ ହାତୀବେଶ ଦର୍ଶନ ଏକ ନିଆରା ପରମ୍ପରା ଅଟେ । ପ୍ରତିବର୍ଷ ଆୟୋଜିତ ହେଉଥିବା ଏଠାରେ ଦେବସ୍ନାନ ପୂର୍ଣ୍ଣମୀ ଓ ହାତୀବେଶ ଦର୍ଶନ ପରମ୍ପରା ଏକ ପ୍ରାଚୀନ ଶାସ୍ତ୍ର ମତରେ
Read More...

ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ କଲେ ବୌଦ୍ଧ ବିଧାୟକ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ବୌଦ୍ଧ ଜିଲ୍ଲାର ଏକମାତ୍ର ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ୨୦ ବର୍ଷରୁ ଅଧିକ ହେଲା ଷ୍ଟାଡିୟମ ନିର୍ମାଣ ଚାଲିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କ୍ରୀଡାପଯୋଗୀ କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ
Read More...

ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବନିର୍ବାଚିତ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ଛତ୍ରପୁର ପ୍ରେସ କ୍ଲବକୁ ସ୍ୱାଗତ କରାଯିବା ସହ ଶୁକ୍ରବାର ସନ୍ଧ୍ୟା ଏକ ଅନ୍ତରଙ୍ଗ ମୂହର୍ତ୍ତରେ କ୍ଲବ ପରିସରରେ ଭବ୍ୟ-ସମ୍ବର୍ଦ୍ଧନା କରାଯାଇଛି । ଛତ୍ରପୁର ପ୍ରେସ କ୍ଲବ ଗୃହରେ
Read More...

ବୌଦ୍ଧ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଜନ୍ମ ଦିବସ । ଏହି ଦିବସରେ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ହୋଇଉଠିଥିଲା ଜଗନ୍ନାଥ ମୟ । ଭକ୍ତମାନେ ପ୍ରାତଃକାଳରୁ ସ୍ନାନାଦି କର୍ମ ସମାପନ କରି ମନ୍ଦିରକୁ ଧାଇଁ ଆସିଥିଲେ ପ୍ରଭୂ
Read More...

ଓଡ଼ିଆ ଅସ୍ମିତାର ପ୍ରତୀକ ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଅସ୍ମିତାର ପ୍ରତୀକ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ୧୦୨ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଶିକ୍ଷା ନିକେତନର ପ୍ରଧାନ
Read More...

ଡେଲାଙ୍ଗ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଯୋଗ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ବେରବୋଇ ଉଚ୍ଚ ବିଦ୍ୟାଳୟ, ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବିଶ୍ଵନାଥ ଦେବ
Read More...

ଧର୍ମପରାୟଣା ମହିଳାଙ୍କ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହାତୀଶାଳପଡା ବାସୀନ୍ଦା ଧର୍ମପରାୟଣା ମହିଳା ମଞ୍ଜୁଳା ବହିଦାରଙ୍କ ଦେହାନ୍ତ ଘଟିଛି । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନୀତ ଅସୁସ୍ଥତା ଦେଇ ଗତି କରୁଥିଲେ । ଶନିବାର ଭୋର୍‌ ସକାଳୁ ନିଜସ୍ୱ ବାସଭବନରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଶେଷ ସମୟରେ ପୁତ୍ର
Read More...

ଗୋପିନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀକ ଯୋଗ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋପୀନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦଶମ ଆନ୍ତର୍ଜାତୀକ ଯୋଗ ଦିବସ ଆନୁକୁଲ୍ୟରେ ଅଧ୍ୟକ୍ଷ ପ୍ରେମଧର ମହାକୁରଙ୍କ ସଭାପତିତ୍ୱରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ଅନେକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଜଗନ୍ନାଥ ଡିଗ୍ରୀ କଲେଜର
Read More...