Monthly Archives

June 2024

ପ୍ରତାପପୁର ମୋରମ କାମ ତଦନ୍ତ କଲେ ବରଗଡର ଏପିଡି

ବରଗଡ, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ପ୍ରତାପପୁର ରାସ୍ତାରେ ମୋରମ କାମରେ ମାଟି ପକେଇବା ଏବଂ ଯିବା ଆସିବାରେ ଅସୁବିଧା ହେଉଥିବା ଘଟଣାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ରାସ୍ତା କାମ ତଦନ୍ତ ପାଇଁ ଜିଲ୍ଲାପାଳ ଏପିଡିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପିଡି ବରଗଡଙ୍କ
Read More...

ଯାହାର କେହି ନାହିଁ ତାଙ୍କର ଜଗନ୍ନାଥ ଅଛନ୍ତି : ରାଜ୍ୟପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର କସ୍ତୁରବା ଗାନ୍ଧି ମାତୃ ନିକେତନ, ପରିଦର୍ଶନରେ ଆସି ଅତ୍ୟନ୍ତ ଖୁସି ହୋଇ ଯାହାର କେହି ନାହିଁ ତାଙ୍କର ପ୍ରଭୁ ଜଗନ୍ନାଥ ଅଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଭୁବନେଶ୍ୱରରୁ ହେଲିକେପ୍ଟରରେ ବାହାରି
Read More...

ବଲାଙ୍ଗିର ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ରକ୍ତାକ୍ତ ଶବ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଧାରଣାରୁ ଜଣେ ଅଜଣା ବ୍ୟକ୍ତିଙ୍କ ରକ୍ତାକ୍ତ ଶବ ଉଦ୍ଧାର ହୋଇଥିବା ଖବର ମିଳିଛି । ବଲାଙ୍ଗିର ଦେଓଗାଁ ଥାନା ଅନ୍ତର୍ଗତ ଘୁଚିପାଲି ଗ୍ରାମ ନିକଟ ରେଳ ଧାରଣାରୁ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ଶବ ପଡିଥିବାର ବଲାଙ୍ଗିର ଜିଆରପି
Read More...

କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସଂଘ ଗଠିତ

ମାସିକ ୬ ହଜାର ଟଙ୍କା ପାରିତୋଷକ ପାଇଁ ଦାବୀପତ୍ର ପ୍ରଦାନ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଶିବ ମନ୍ଦିର ପରିସରରେ ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସଂଘର ସମାବେଶ ଅନୁଷ୍ଠିତ ହେବା ସହ କର୍ମକର୍ତ୍ତା ଚୟନ କରାଯାଇଛି । ୱାର୍ଡ ମେମ୍ବର
Read More...

ଅନ୍ଵେଷା ପକ୍ଷରୁ ୧୦୨ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ପକ୍ଷରୁ ୧୦୨ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମଦିନ ପାଳନ କରାଯାଇଛି । ଏହି ସମାଜସେବୀ କାର୍ଯ୍ୟକ୍ରମଟି ଅନୁଷ୍ଠାନର ସଭାପତି ଶ୍ରୀମତୀ କଳ୍ପନା ଶତପଥିଙ୍କ ଅଧ୍ୟକ୍ଷତା ଏବଂ ଟ୍ରଷ୍ଟି ଚୟାରମେନ
Read More...

ବଙ୍ଗୋମୁଣ୍ଡା ବ୍ଲକର ୩ ଗୋଟି ପଞ୍ଚାୟତର ଚାଷୀ ମାନଙ୍କୁ ଦେଶୀୟ ଧାନ ବିହନ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକର ୩ଟି ପଂଚାୟତର ୯ଟି ଗ୍ରାମର ୨୦୦ ଜଣ ଚାଷୀଙ୍କୁ ଅଜିମ ପ୍ରେମଜୀ ଫାଉଣ୍ଡେସନ୍‌ ସହାୟତାରେ ଶ୍ରମିକ ଶକ୍ତି ସଂଘ ତରଫରୁ ଦେଶୀ ଧାନ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବୃକ୍ଷରୋପଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଦୁଇ ଦିନ ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖି କ୍ଲିନ୍ ଆଣ୍ଡ ଗ୍ରୀନ୍‌ର କିଛି ପ୍ରକୃତି ପ୍ରେମୀ ସଦସ୍ୟମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି କ୍ରମରେ ପ୍ରଥମେ ରାଉରକେଲା ଇସ୍ପାତ ନଗରୀ,
Read More...

ଆଜିଠୁ ୨୮ ତାରିଖ ଯାଏ ବର୍ଷାର ଆଶଙ୍କା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଞ୍ଜାମ, ଝାରସୁଗୁଡା ଓ
Read More...

ସାପ ଧରାରେ ସାପ ଧରାଳୀ ମୃତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାପ ସହ ଖେଳୁଥିଲେ । ଆଉ ଏବେ ସେହି ସାପ ହିିଁ ତାଙ୍କ ଜୀବନ ନେବାର କାରଣ ସାଜିଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ । ସୁଚନା ଅନୁସାରେ ମେଣ୍ଡାମାଲ ଗାଁର ଗୌର କୁମ୍ଭାର ଜଣେ ସାପ ଧରାଳୀ ଅଟନ୍ତି
Read More...

ଜଣ୍ଡିସ ବଳୟରେ ସମ୍ବଲପୁର : ଏବେ ସୁଦ୍ଧା ୮୨ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ମହାନଗରରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏବେ ସୁଦ୍ଧା ୮୨ ଆକାନ୍ତ ହେଲେଣି ଚିହ୍ନଟ । ୧୦ ବର୍ଷ ପୂର୍ବେ ମଧ୍ୟ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ସମୟରେ ପିଏଚ୍‌ଡି ପାଣି ସନ୍ଦେହ ଘେରକୁ ଆସିଥିଲା । ଏବେ ମଧ୍ୟ ପିଏଚ୍‌ଡି ପାଣିକୁ ନେଇ ଆଶଙ୍କା
Read More...