Monthly Archives

June 2024

ସମ୍ବଲପୁର ଆଇଆଇଏମ୍‌ରେ ପାଠ ପଢିବା ପାଇଁ ସ୍ଥାନ ପାଇଲେ ବଲାଙ୍ଗିରର ସିଏନ୍‌ସିର ଛାତ୍ରୀ ନିକି ଶର୍ମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ଆଇଆଇଏମ୍‌ରେ ପାଠ ପଢିବା ପାଇଁ ସ୍ଥାନ ପାଇଛନ୍ତି ବଲାଙ୍ଗିରର ସିଏନ୍‌ସିର ଛାତ୍ରୀ ନିକି ଶର୍ମା । ଏଥିପାଇଁ ସାରା ବଲାଙ୍ଗିର ଜିଲ୍ଲାରେ ଖୁସିର ଲହର ଖେଳି ଯିବା ସହ ଚାରି ଆଡ଼ୁ ତାଙ୍କୁ ଶୁଭେଚ୍ଛା ଜଣାଯାଉଥିବା ବେଳେ ନିକି ବଲାଙ୍ଗିରର ବାଣିଜ୍ୟ
Read More...

ମହାରାଷ୍ଟ୍ରର ବୃଦ୍ଧାଙ୍କୁ ସମାଜସେବୀଙ୍କ ସହାୟତା

ବରଗଡ, (ନିରୋଜ କୁମାର ପାଣୀ) : ଗତ ରବିବାର ଦିନ ଦୁଇ ଜଣ କଲେଜ ଛାତ୍ର ସୁରତ୍ନ ପାତ୍ର ଓ ବିକାଶ ସାହୁ କୌଣସି କାମରେ ବରଗଡ ରେଳ ଷ୍ଟେସନ୍‌ରେ ଥିବା ସମୟରେ ଜଣେ ବୃଦ୍ଧା ରେଳରୁ ଓହ୍ଲାଇବା ବେଳେ ପଡ଼ି ଯାଇଥିବା ଦେଖିଥିଲେ । ସେମାନେ ତୁରନ୍ତ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ବରଗଡ ରେଳ
Read More...

ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ମହିଳା ମଣ୍ଡଳ ଆନୁକୂଲ୍ୟରେ ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ଆୟୋଜିତ ହୋଇଯାଇଛି । ପ୍ରଥମେ ଗୋଣ୍ଡ ସମାଜର ଆରାଧ୍ୟ ଇଷ୍ଟ ଦେବ ପ୍ରଭୁ ବଡ଼ଦେଓଙ୍କ ପୂଜାର୍ଚ୍ଚନା ପରେ ରାଣୀ
Read More...

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ୍‌ ଉଚ୍ଚ ବାଳିକା ବିଦ୍ୟାଳୟରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ସଭା ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଂଘର ସଭ୍ୟ ସ୍ୱର୍ଗତ ମାଲିଆ ଗଡୁଆଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ
Read More...

ଗଛରେ ପିଟି ହୋଇ ୫୦ ଫୁଟ୍‌ ଉପରକୁ ଉଡିଲା କାର୍‌ : ଜଣେ ମୃତ

ମାଲକାନଗିରି : ମାଥିଲି ଥାନା ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କାର୍‌ ଚାଳକଙ୍କ ମୃତ୍ୟୁ ହୋଇଛି । ଘଟଣା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମ୍‌ଭ-୧୧ର ତାପଶ କୁମାର ମିତ୍ର ନାମକ ବ୍ୟକ୍ତି ମାଥିଲି ବ୍ଲକର ପାଙ୍ଗାମ ଗ୍ରାମର । କୌଣସି କାମରେ ସେ ନିଜର ଜ୍ୱାଇଁର କାର୍‌
Read More...

ମା’ ରାମାୟଣାମ୍ମାଙ୍କ ଘଟଯାତ୍ରା ଉତ୍ସବମୁଖର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମ୍ମାଙ୍କ ପାରମ୍ପରୀକ ଠାକୁରାଣୀ ଯାତ୍ରା ଗତ ମେ' ମାସ ୨୭ ତାରିଖରେ ଆରମ୍ଭ ହୋଇଛି । ଏହି ଯାତ୍ରା ଆସନ୍ତା ୩୦ ତାରିଖରେ ଉଦ୍‌ଯାପିତ ହେବ ବୋଲି ଯାତ୍ରା କମିଟି ପକ୍ଷୁରୁ କୁହାଯାଇଛି । ମଙ୍ଗଳବାର
Read More...

ଜରୁରୀକାଳୀନ ସ୍ଥିତି କରି ଗଣତନ୍ତ୍ର ହନନର ସ୍ମୃତିରେ କଳା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ୱାଧୀନତା ପରେ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଭାରତରେ ଉଦ୍ୟମ କରାଯାଇଥିଲା । ନିଜର ମନମୁଖୀ ଶାସନ ପାଇଁ ତଦ୍‌କାଳୀନ ସରକାର ୧୯୭୫ ଜୁନ ୨୫ରେ ଗଣତନ୍ତ୍ରର ହତ୍ୟା କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଜନସାଧାରଣ ନିଜର
Read More...

ଆନ୍ତର୍ଜାତୀୟ ସମୁଦ୍ର ଯାତ୍ରୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାହାଜରେ ଯାତ୍ରା କରିବାକୁ ପ୍ରସ୍ତୁତ ହୁଅ, କାରଣ ଜୁନ୍ ୨୫ ହେଉଛି 'ଆନ୍ତର୍ଜାତୀୟ ସମୁଦ୍ର ଯାତ୍ରୀ ଦିବସ' । କୋଷ୍ଟ ଗାର୍ଡ ଠାରୁ ଆରମ୍ଭ କରି ନୌସେନା ପର୍ଯ୍ୟନ୍ତ, ପ୍ରତ୍ୟେକ ମତ୍ସ୍ୟଜୀବୀ ତଥା ସାମୁଦ୍ରିକ ଜୀବବିଜ୍ଞାନୀ ଏବଂ କ୍ରୁଜ୍ ଜାହାଜ
Read More...

କୁଲିଆରି ଠାରେ ନାର୍ବାଡ ସହାୟତାରେ ୱାଡି ପ୍ରକଳ୍ପର ଶୁଭ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରି ଗ୍ରାମରେ ୱାଡି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଛି । ନାର୍ବାଡର ଆଦିବାସୀ ଉନ୍ନୟନ ପାଣ୍ଠି ସହାୟତାରେ ଦେବଦତ୍ତ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ
Read More...

ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ତଦନ୍ତ ପାଇଁ ବିଭଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ
Read More...