Daily Archives

ବଜ୍ରାଘାତରେ ୨ ଜଣ ମୃତ

ଖୋର୍ଦ୍ଧା : ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ପୁବୁସାହି ଜୟମଙ୍ଗଳ ଗ୍ରାମରେ । ସେଇ ଗ୍ରାମର ନାରଣ ପ୍ରଧାନ ଏବଂ ସରୋଜ ଜେନା ନାମକ ୨ ଜଣ ବ୍ୟକ୍ତି ଚାଷ କାମ ସାରି ବିଲରୁ ଫେରୁଥିବା ବେଳେ ବଜ୍ରପାତ ଘଟି ମୃତ୍ୟୁ ଘଟିଥିବା
Read More...

ଜଲଦାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ଜଲଦା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେ ମହାବିଦ୍ୟାଳୟର ଅଧ୍ୟକ୍ଷା ଅରୁନ୍ଧତୀ ଦାସ, ଅଧ୍ୟାପକ ଓ ଅଧ୍ୟାପିକା, ବିଦ୍ୟାର୍ଥୀ ମାନଙ୍କ ସହ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ
Read More...

ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି କେନ୍ଦ୍ରାପଡାର ରାଜକନିକା ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଗଲା । ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହ ସହ ବର୍ଷାର ଆଗମନ ହେବାରୁ ଏହି ବୃକ୍ଷରୋପଣ
Read More...

ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ରଥଙ୍କ ଅବସର ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦର୍ବେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ରଥ ଅବସର ଗ୍ରହଣ କରିଛନ୍ତି । ସେ ୧୯୯୦ ମସିହାରେ ଫଲସାପାଲି ଉନ୍ନୀତ ବିଦ୍ୟାଳୟରୁ ଶିକ୍ଷକ ଭାବେ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ବନୁପାଲି,
Read More...

ଗୁଳି ମାଡ଼ରେ ମା’ ମୃତ, ଝିଅ ଗୁରୁତର

କଳାହାଣ୍ଡି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଚିକିତ୍ସାଧୀନ ଅବସ୍ଥାରେ ମା' ମୃତ ଝିଅ ଗୁରୁତର । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ରଣପୁର ଗାଁରେ ଅଭାବନୀୟ ଘଟଣା । ଗତକାଲି ସନ୍ଧ୍ୟାରେ ଜେମାଦେଇ(୩୯) ଓ ତାଙ୍କ ଝିଅ ଦିବ୍ୟା ମାଝୀ(୯) ନିଜ ଚାଷଜମିକୁ ଯାଉଥିବା ବେଳେ ସେଠାରେ ସେମାନେ
Read More...

ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ୱର : ଓଡ଼ିଶାର ନବନିଯୁକ୍ତ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଆଜି ଓଡ଼ିଶା ‌ଫେରିଛନ୍ତି । କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା
Read More...

ଆଜି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ବିଶେଷ କରି ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ତିନି ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ତେବେ ଆସନ୍ତାକାଲିଠୁ
Read More...

ଚୋରମରା ପେପର ମିଲ୍‌ରେ ଅଗ୍ନିକାଣ୍ଡ : ନିଆଁକୁ ଆୟତ୍ତ କଲେ ଟିଟିଲାଗଡ଼ ଅଗ୍ନିଶମ ବିଭାଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ବେଲଗାଁ ଯିବା ରାସ୍ତା ଚୋରମରା ଗ୍ରାମରେ ଥିବା ପେପର ମିଲ୍‌ରେ ରବିବାର ସକାଳୁ ନିଆଁ ଲାଗି ଯାଇଥିଲା । ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ତେବେ କେଉଁ କାରଣରୁ କିପରି ନିଆଁ
Read More...

ବିଶ୍ୱ ସୋସିଆଲ୍ ମିଡିଆ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୩୦ ଜୁନରେ 'ବିଶ୍ୱ ସୋସିଆଲ୍ ମିଡିଆ ଦିବସ' ବା 'ବିଶ୍ଵ ସାମାଜିକ ଗଣମାଧ୍ୟମ ଦିବସ' ପାଳନ କରାଯାଏ । ଏହି ଦିନ ବିଶ୍ୱସ୍ତରରେ ସୋସିଆଲ୍‌ ମିଡିଆର ପ୍ରଭାବକୁ ସ୍ୱୀକୃତି ଦେବା ପାଇଁ ଉତ୍ସର୍ଗୀକୃତ ଅଟେ । ସୋସିଆଲ୍‌ ମିଡିଆ କିପରି ବିଶ୍ଵର
Read More...

ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ନୂଆଦିଲ୍ଲୀର ଓଡ଼ିଶା ଭବନରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଅନେକ ଗୁଡିଏ ଦାବି ଉପସ୍ଥାପନ କରିଛନ୍ତି । ଝାରସୁଗୁଡ଼ା ଏବଂ ଏହାର ଆଖପାଖରେ ଅନେକ ଗୁଡିଏ ଶିଳ୍ପ କାରଖାନା ଗଢି ଉଠିଥିବା ବେଳେ ସ୍ଥାନୀୟ
Read More...