Daily Archives

ଗଁରେଇ ଗ୍ରାମରେ ସାପ କାମୁଡ଼ାରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ଗ୍ରାମରେ ବିଷାକ୍ତ କଲେର ସାପ କାମୁଡି ଦେବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଅଭଯୋଗ ହୋଇଛି । ଗ୍ରାମର ସୁଖା କେତକୀ(୬୦)ନାମକ ଜଣେ ବୃଦ୍ଧଙ୍କୁ ଶୋଇଥିବା ବେଳେ ଏକ ବିଷାକ୍ତ କଲେର ସାପ କାମୁଡି ଦେବାରୁ
Read More...

ଦେଶର ୩୦ତମ ସ୍ଥଳସେନା ମୁଖ୍ୟ ହେଲେ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଲୀ : ଦେଶର ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଉପେନ୍ଦ୍ର ସ୍ଥଳସେନାର ଉପମୁଖ୍ୟ ସହ ନର୍ଦ୍ଦନ ଆର୍ମି ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ
Read More...

ମୁରିବାହାଲ ବ୍ଲକର ୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଅବସର ଦିନ ହିଁ ପ୍ରଥମ କରି ପେନ୍‌ସନ୍ ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚାକିରୀର ଶେଷ ଅବସର ଦିନ ହିଁ ପ୍ରଥମ କରି ପେନ୍‌ସନ୍‌ ପ୍ରଦାନର ବ୍ୟବସ୍ଥା କରାଯାଇଛି । ମୁରିବାହାଲ ବ୍ଲକ ଗୋଷ୍ଠୀ
Read More...

ଚାନ୍ଦ ମନ୍ଦିର ରଥ କମିଟିର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ରଥଯାତ୍ରା ପାଳନର ପ୍ରସ୍ତୁତି ପାଇଁ ବଲାଙ୍ଗିର ଟିକ୍ରାପଡା ସ୍ଥିତ ଚାନ୍ଦ ମନ୍ଦିର ରଥ କମିଟିର ଏକ ପ୍ରସ୍ତୁତି ବୈଠକ ଗତ ୩୦.୦୬.୨୦୨୪ ରେ ଚାନ୍ଦ ମନ୍ଦିର ପରିସରରେ କମିଟିର ସଭାପତି ପ୍ରଦୀପ ଚନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

କ୍ରେନ ଚଢ଼ି ଜଣେ ମୃତ

ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ ଚେକ ଗେଟ ନିକଟରେ ଜଣେ ବ୍ୟକ୍ତିଙ୍କ ଉପରେ କ୍ରେନ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ବ୍ୟକ୍ତିଙ୍କ ନାମ ରାମ ସିଂ(୪୫)ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ସ୍ଥାନୀୟ ଚେକ ଗେଟ
Read More...

ତ୍ରିଦିବସୀୟ ଜିଜ୍ଞାସା ପ୍ରଶିକ୍ଷଣ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ଆକାଂକ୍ଷୀ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଜିଜ୍ଞାସା ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ଭୁବନେଶ୍ୱର, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସେହି ଦିନ ଉପନୀତ, ଯାହା ପାଇଁ ଆମେ ଫେବୃଆରୀ ମାସ ଠାରୁ ପ୍ରତୀକ୍ଷାରତ ଥିଲୁ । ମୁଁ ‘ମନ୍ କି ବାତ୍’ ଜରିଆରେ ପୁଣିଥରେ ଆପଣମାନଙ୍କ ଗହଣକୁ, ନିଜ ପରିବାରବର୍ଗଙ୍କ ଗହଣକୁ ଆସିଛି । ଗୋଟିଏ ସୁନ୍ଦର ଉକ୍ତି ରହିଛି - “ଇତି
Read More...

ୱାଇ.ଏମ୍‌.ଏଫ୍‌. ଆଇ ଓ ୟୁନିଟେକ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍‌ ମୁଭ୍‌ମେଣ୍ଟ ଫେଡେରେସନ୍‌ ଅଫ ଇଣ୍ଡିଆ ଓ 'ୟୁନିଟେକ'ର ମିଳିତ ସହଯୋଗରେ ଚଳିତ ବର୍ଷ ବିଭିନ୍ନ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ର ଛାତ୍ରୀଙ୍କୁ ଛେଣ୍ଡ ସ୍ଥିତ ରିମ୍ସ ଅଡ଼ିଟୋରିୟମ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ
Read More...

ଜେନିଥ୍ ଲାୟନ୍ସ ଗୁରୁକୂଳରେ ରକ୍ତଦାନ ଶିବିର : ୩୫ ୟୁନିଟ ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜେନିଥ୍ ଲାୟନ୍ସ ଗୁରୁକୂଳ ଶିକ୍ଷାନୁଷ୍ଠାନର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ କର୍ମଚାରୀ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରକୁ ମୁଖ୍ୟ ଅତିଥି ଭାବରେ ପଦ୍ମପୁରର ବରିଷ୍ଠ ଡାକ୍ତର
Read More...

ବନମାଲ ଗଣ୍ତାପଡାରେ ଆଣ୍ଠୁଏ ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଞ୍ଚାୟତ ସମିତି ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ବନମାଲ ଗଣ୍ତାପଡା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି । ଏହି ରାସ୍ତାରେ ପ୍ରାୟ ୧୫୦ ପରିବାର ବସବାସ କରିବା ସହିତ ଯାତାୟାତ କରନ୍ତି । ପଡାକୁ ଯିବାପାଇଁ ଅନ୍ୟ କୌଣସି ରାସ୍ତା ନାହିଁ । ଯାହା
Read More...