Daily Archives

ନବନିର୍ବାଚିତ ମନ୍ତ୍ରୀ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧିତ କଲା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିବା । ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଓ ଜଳସେଚନ କ୍ଷେତ୍ରରେ ବଲାଙ୍ଗିରକୁ ଏକନମ୍ଵର ଜିଲ୍ଲା ଭାବରେ ପରିଣତ କରିବା । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା
Read More...

ବିଧାୟକ ଲକ୍ଷ୍ମଣଙ୍କ ହସ୍ତକ୍ଷେପ ପରେ ଅଧାରେ ଅଟକିଲା ଜବର୍‌ ଦଖଲ୍‌ ଉଚ୍ଛେଦ କାମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାର କଣ୍ଟାବାଞ୍ଜି ରେଲୱେ ଷ୍ଟେସନକୁ ଅମୃତ ଭାରତ ରେଲୱେ ଷ୍ଟେସନ ଯୋଜନାରେ ସାମିଲ କଲା ପରେ, କଣ୍ଟାବାଞ୍ଜି ରେଲୱେ ଷ୍ଟେସନର ଉନ୍ନତି ପାଇଁ ରେଲୱେ ଜମି ଉପରେ ବସବାସ କରୁଥିବା ଲୋକମାନଙ୍କୁ ଗତ ବର୍ଷରୁ ନୋଟିସ୍‌ ଜାରି କରିଥିଲେ । ଏହାପରେ କିଛି
Read More...

ସୁକତେଲ ବିସ୍ଥାପିତଙ୍କ କଲୋନୀରେ ପିଇବା ପାଣି ସମସ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଦିନରେ ଲୋୟର ସୁକତେଲ ବନ୍ଧରୁ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ହେକ୍ଟର ଜମି ଜଳସେଚିତ ହେବ । ବଲାଙ୍ଗିର ସହରକୁ ପିଇବା ପାଣି ଯୋଗାଇ ଦିଆଯିବ । ଏଥିପାଇଁ ବିସ୍ଥାପିତ ହୋଇଛନ୍ତି ହଜାର ହଜାର ପରିବାର । ଖୁଣ୍ଟପାଲି ଗ୍ରାମବାସୀଙ୍କୁ
Read More...

ଧାରୁଆ ଅସ୍ତ୍ରରେ ନିଜ ଯୌନାଙ୍ଗ କାଟିଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚୁଡାପାଲି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମାନସିକ ଭାରସାମ୍ୟ ହରାଇ ନିଜ ଯୌନାଙ୍ଗକୁ ଧାରୁଆ ଅସ୍ତ୍ରରେ କାଟିଲେ ଯୁବକ । ଯୁବକଙ୍କ ନାଁ ପୁରୁଷୋତ୍ତମ କୁମୁରା । ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରିବାର
Read More...

ଦିଲ୍ଲୀ ବିମାନବନ୍ଦରରେ ବଡ଼ ଦୁର୍ଘଟଣା : ଛାତ ଭୁଶୁଡ଼ି ୬ ଆହତ

ନୂଆଦିଲ୍ଲୀ : ସକାଳେ ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବିମାନବନ୍ଦରର ଟର୍ମିନାଲ୍ -୧ର ଛାତ ଭୁଶୁଡ଼ି ପଡ଼ିବାରୁ କାର୍‌ ଉପରେ ପଡ଼ିଛି ଯେଉଁଥିରେ ୬ ଜଣ ଆହତ ହୋଇଛନ୍ତି । ଟର୍ମିନାଲ୍ -୧ରେ ସମସ୍ତ ପ୍ରଭାବିତ ଯାତ୍ରୀଙ୍କୁ ସହାୟତା କରିବାକୁ ବିମାନ ସେବା କମ୍ପାନୀମାନଙ୍କୁ
Read More...

ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ଗୁରୁତର

କରଞ୍ଜିଆ : ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର । ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଭଞ୍ଜବସା ରେଞ୍ଜ୍ ଅଞ୍ଚଳରେ ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଟି.ପି.ଏଫ.କର୍ମୀ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଧରି କଚାଡି ଦେବାରୁ କର୍ମୀ ଜଣକ
Read More...

ଜାତୀୟ ବୀମା ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବୀମା ହେଉଛି ସେହି ଜିନିଷ ମଧ୍ୟରୁ ଗୋଟିଏ ଯାହାକୁ ଆମେ ଆବଶ୍ୟକ ନହେବା ପର୍ଯ୍ୟନ୍ତ ଭୁଲିଯାଉ, ଏକ ଅତିରିକ୍ତ ଟାୟାର ପରି । ଏହି କାରଣରୁ 'ଜାତୀୟ ବୀମା ସଚେତନତା ଦିବସ' ବିଦ୍ୟମାନ ଅଛି ଏବଂ ପ୍ରତିବର୍ଷ ଜୁନ୍ ୨୮ରେ ପାଳନ କରାଯାଏ । ଏହି ଦିନ ବୀମାର
Read More...

ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

ଆଠମଲ୍ଲିକ : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ବୌଦ୍ଧ ଅଞ୍ଚଳରୁ ଆଠମଲ୍ଲିକ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୨ ବେପାରୀଙ୍କୁ ଗିରଫ କରିଛି ଆଠମଲ୍ଲିକ ପୋଲିସ । ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ଲୋକନାଥ ମେହେର ଓ ଶମ୍ଭୁ ନାଏକ ।ସୂଚନାନୁଯାୟୀ, ବୌଦ୍ଧ ଅଞ୍ଚଳରୁ ଆଠମଲ୍ଲିକ
Read More...

ମୋ ବସ୍‌ରେ ଅଗ୍ନିକାଣ୍ଡ

କଟକ : ମୋ ବସ୍‌ରେ ଅଗ୍ନିକାଣ୍ଡ । କଟକ ସିଡିଏ ସେକ୍ଟର-୯ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ତେବେ ବସ୍‌ରେ ନିଆଁ ଲାଗିବା ବେଳେ କୌଣସି ଯାତ୍ରୀ ନଥିଲେ । ଯାହାଫଳରେ ଏକ ବଡ଼ ଧରଣର ଅଘଟଣରେ ଅଳ୍ପକେ ବର୍ତ୍ତି ଯାଇଛି । ବସ୍‌ଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିବାର ସୂଚନା ମିଳିଛି । ତେବେ ବସ୍‌ରେ
Read More...

ନକଲି ସାର୍ଟିଫିକେଟ୍‌ ଦେଇ କାମ କରୁଥିବା ନକଲି ଡ଼ାକ୍ତର ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଡାକ୍ତରଖାନା ଏବେ ବିବାଦ ଘେରରେ । ଆଉଟ ସୋର୍ସିଙ୍ଗ ସଂସ୍ଥା ଯୋଗାଉଥିବା ବିଭିନ୍ନ ସେବାରେ ବ୍ୟାପକ ଦୁର୍ନୀତି ଉଜାଗର ପରେ ଏବେ ଆର୍‌ଜିଏଚ୍‌ରେ ଜଣେ ନକଲି ଡାକ୍ତର ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପଦ୍ମନାଭନ ମୁଖୀ କାରୁଆ ନାମକ ଜଣେ
Read More...