Daily Archives

୪ ଦିନ ଯାଏ ପ୍ରବଳ ବର୍ଷା : ସତର୍କ କଲା ପାଣିପାଗ ବିଭାଗ

ବଙ୍ଗୋପସାଗର : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ୪ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି । ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ସେହିପରି
Read More...

ତ୍ରିଦିବସୀୟ ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁସୁନାପାଲି ଠାରେ ସଂକୁଳ ସ୍ତରୀୟ ତ୍ରିଦିବସୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ସନ୍ଧ୍ୟା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ଶିକ୍ଷା ବିକାଶ ସମିତିର ବିଦ୍ୟୁତ ପରଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି
Read More...

କୁଶଙ୍ଗ ପିଏନ୍ଏଚ୍‌ଏସ୍‌, ମୋ ସ୍କୁଲ ଅଭିଯାନର ସଫଳତା, ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୪ ଶ୍ରେଣୀ କୋଠରୀର ଉଦ୍‌ଘାଟନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅସହାୟ ଭତ୍ତା ଗ୍ରହୀତା ଠାରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କା ବେତନଧାରୀ ଡାକ୍ତର / ଇଞ୍ଜିନିୟର, ସାଧାରଣ ଚାଷୀ ମୂଲିଆ ଠାରୁ ବ୍ୟବସାୟୀ ପରି ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ରାଶି ସହ ସଂଗୃହିତ ସରକାରୀ ଅନୁଦାନ ମୋ ସ୍କୁଲ ଅଭିଯାନ ପାଣ୍ଠିର
Read More...

୩୪ କେଜି ଗଞ୍ଜେଇ ସହ କାର୍‌ ଜବତ : ଜଣେ ଗିରଫ

ବ୍ୟାସନଗର : ଡୋଲିପୁର ଅବକାରୀ ବିଭାଗ ପକ୍ଷରୁ ଆଜି ଗୋପବନ୍ଧୁ ଛକ ପେଟ୍ରୋଲ ପମ୍ପ ନିକଟରେ ଚଢ଼ଉ କରାଯାଇ ୩୪ କେଜି ଗଞ୍ଜେଇ ସହ ଏକ କାର୍‌ ଜବତ କରାଯାଇଛି । ଜବତ କାର୍‌ ନମ୍ବର ଓଡି୩୩ଏଲ୍‌୯୦୩୦ । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା
Read More...

ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ନୂତନ ବିଧାୟକ କଳିକେଶଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ନବନିର୍ବାଚିତ ବିଧାୟକ କଳିକେଶ ନାରାୟଣ ସିଂଦେଓହଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବଲାଙ୍ଗିରର ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଯୋଗଦେଇ ନୂତନ
Read More...

ଏଏନ୍ଏମଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ଆକ୍ଷେପ ଅଭିଯୋଗ : ବିପିଏମ୍‌ଙ୍କ ବିରୋଧରେ ଥାନାରେ ଏତଲା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଏଏନ୍ଏମ୍‌ଙ୍କୁ ବିପିଏମ୍‌ଙ୍କ ଦୁର୍ବ୍ୟବହାର ଅଭିଯୋଗ । ଏନେଇ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଏଏନ୍ଏମ୍ । ଅଭିଯୋଗ ପ୍ରକାରେ କୋଟଗଡ଼ ଥାନା କେସ୍ ନଂ ୮୬/୨୦୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ
Read More...

ବିଶ୍ୱ ଶିଳ୍ପ କର୍ମୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜୁନ୍ ୨୭ରେ ପାଳନ କରାଯାଉଥିବା 'ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସ ଅଫ୍ ଦି ୱାର୍ଲ୍ଡ ଡେ' ବା 'ବିଶ୍ୱ ଶିଳ୍ପ କର୍ମୀ ଦିବସ' ହେଉଛି ଏକ ବିଶେଷ ଦିନ ଯାହାକି ଶିଳ୍ପ ଶ୍ରମିକମାନଙ୍କ କଠିନ ପରିଶ୍ରମ ଏବଂ ଅବଦାନକୁ ବିଶ୍ୱବ୍ୟାପୀ ସମ୍ମାନ ଏବଂ ପ୍ରଶଂସା କରିବା
Read More...

ସଦ୍ ଗୁରୁ ହିଁ ସତ୍ ଛାତ୍ରର ଶ୍ରେଷ୍ଠ ନିର୍ଣ୍ଣାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଦ୍ ଗୁରୁ ହିଁ ସତ୍ ଛାତ୍ରର ଓ ସତ୍ ସମାଜର ଶ୍ରେଷ୍ଠ ନିର୍ଣ୍ଣାୟକ ବୋଲି ଅରିଶଲ ଗ୍ରାମ ପଞ୍ଚାୟତ ଅଧୀନ ଖଣ୍ଡିଗାଁ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶତୃଘ୍ନ ପ୍ରଧାନଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭାରେ ମାନ୍ୟଗଣ୍ୟ ଅତିଥିମାନେ ମତବ୍ୟକ୍ତ
Read More...