Daily Archives

ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖପ୍ରାଖୋଲ ଓୟୁଜେ ସଂଘ ଶାଖା ତରଫରୁ ଥାନାରେ ଲିଖିତ ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଭୁବନେଶ୍ୱର ଠାରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖପ୍ରାଖୋଲ ଓୟୁଜେ ସଙ୍ଘ ଶାଖା ତରଫରୁ ଖପ୍ରାଖୋଲ ଥାନାରେ ଗୁରୁବାର ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଚଳିତ ମାସ ୨୫ ତାରିଖ ଦିନ ଭୁବନେଶ୍ୱର ଠାରେ ଅର୍ଗସ ପ୍ରତିନିଧି ଚିନ୍ମୟୀ ସାହୁ ଏବଂ ଫଟୋ
Read More...

ଭୀମଭୋଇ ମେଡିକାଲ୍‌ କଲେଜ ଷଷ୍ଠ ବାର୍ଷିକ ଉତ୍ସବରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜରେ ଷଷ୍ଠ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପୂଜାର୍ଚ୍ଚନା ପରେ ସଭା
Read More...

ସଙ୍କୁଳ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସଙ୍କୁଳ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ପ୍ରଧାନ ଆଚାର୍ଯ୍ୟ ତଥା ସଙ୍କୁଳ ସଂଯୋଜକ ଶିବ ବାରିକ ଅତିଥି ପରିଚୟ ତଥା ଉଦ୍ଦେଶ୍ୟ କଥନ କରିଥିଲେ । ମୁଖ୍ୟବକ୍ତା
Read More...

ଏକତା ଫାଉଣ୍ଡେସନ୍‌ର ତୃତୀୟ ବାର୍ଷିକ ଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବସୁମତୀ ମହାନ୍ତିଙ୍କର ଆବାହକତ୍ୱରେ ଜଗଦାର ମାନବ ସେବା ପ୍ରତିଷ୍ଠାନ ଠାରେ ଏକତା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନବସେବା ପତିଷ୍ଠାନର ପ୍ରତିଷ୍ଠାତା ଶଶିକାନ୍ତ ଆଚର୍ଯ୍ୟ, ଶିଳ୍ପପତି ଅନାଦି ନାଥ, ବାଲା
Read More...

ନିଶା କବଳରେ ଯୁବ ପିଢ଼ି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ନେସନାଲ୍‌ ଡ୍ରକ୍ସ ଦିବସ ଉପଲକ୍ଷେ ରାଉରକେଲାର ଏସ୍‌ଟିଆଇ ସ୍ଥିତ ସରକାରୀ ବିଦ୍ୟାଳୟ ଠାରୁ ଏକ ଜଣସଚେତନ ରାଲି ଅବକାରୀ ବିଭାଗ ନେତୃତ୍ୱରେ ବାହାରି ସହରର ମେନ୍‌ ରୋଡ଼୍‌ ଦେଇ ଉଦିତ ନଗର ହାଇ ସ୍କୁଲ ପଡିଆରେ ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

ରକ୍ତ ଶିକୁଳି ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ବିଶ୍ୱ ରକ୍ତ ଶିକୁଳି ସଚେତନତା ପରିପ୍ରେକ୍ଷୀରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ କ୍ରମରେ ଆଜି ନବମ ଦିବସରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଦ୍ମପୁର ସରକାରୀ
Read More...

ମୁଣ୍ଡରେ ହାତ ଦେଲେଣି କୁଚିଆ ମଦ ବିକ୍ରେତା

ଭୁବନେଶ୍ୱର : ଏବେ ମୁଣ୍ଡରେ ହାତ ଦେଲେଣି କୁଚିଆ ମଦ ବିକ୍ରେତା । ନୂଆ ସରକାରଙ୍କ ନୂଆ ମଦ ଆଇନ ସେମାନଙ୍କ ନିଦ ହଜାଇ ଦେଲାଣି । ଓଡ଼ିଶାକୁ ମଦମୁକ୍ତ କରିବାକୁ ସରକାର ବିଚାର ବିମର୍ଷ କରୁଛନ୍ତି । ଏ ସଂକ୍ରାନ୍ତରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ସୂଚନା ଦେଇ ସାରିଛନ୍ତି
Read More...

ତୁଷୁରା ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଘାଟିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ୨୬ ଜୁନ ରାତ୍ର ୭ଟା ସମୟରେ ସଂକୁଳ କେନ୍ଦ୍ର ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତୁଷୁରାର ସଭାଗୃହ ଠାରେ ଉଦ୍‌ଘାଟିତ ହୋଇଯାଇଛି । ସଭାପତି ଦୀନଦୟାଲ କେଡିଆଙ୍କ
Read More...

ପୂର୍ବତନ ବିଧାୟକଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁଙ୍କ ମା' ସୁଶୀଲା ଦେବୀ ସାହୁ(୯୦)ଙ୍କ ବୁଧବାର ବିଲମ୍ବିତ ରାତ୍ରୀ ୧୦ଟା ୩୦ ମିନିଟ ସମୟରେ ମାଣ୍ଡୋସିଲ ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ସୁଶୀଲା ଦେବୀ ଜଣେ ଧର୍ମ
Read More...

ବଲାଙ୍ଗିରରେ ସ୍ପେଶିଆଲ୍‌ ପରଠା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ ବାସଭବନ ନିକଟରେ ଥିବା ମିଶନ ଶକ୍ତି ଷ୍ଟଲ୍‌ । ଟେରାକୋଟା ସାମଗ୍ରୀ ଏବଂ ମିଶନ ଶକ୍ତି ମା' ମାନଙ୍କ ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ପାଇଁ ପରିଚୟ ହାସଲ କରିଥିଲା । ଏବେ କିନ୍ତୁ ଏହି ଷ୍ଟଲର ଆଉ ଏକ ପରିଚୟ ହେବାକୁ ଯାଉଛି । କେବଳ
Read More...