Daily Archives

ବଲାଙ୍ଗିର ବ୍ଲକରେ ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଆଜି ବଲାଙ୍ଗିର ସଦର ବ୍ଲକ ମୁଖ୍ୟାଳୟ ଠାରେ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି । ଦେଓଗାଁ ବ୍ଲକ ଓ ବଲାଙ୍ଗିର ସଦର ବ୍ଲକକୁ ନେଇ ଏହି ସମୀକ୍ଷା ବୈଠକ କରାଯାଇଥିଲା । ମୂଳତଃ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ
Read More...

ବଜ୍ରପାତରେ ତିନି ମୃତ : ଦୁଇ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଜ୍ରପାତରେ ତିନି ମୃତ, ଦୁଇ ଗୁରୁତର । ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେୱାନଡ଼ିହି ଗ୍ରାମର ଘଟଣା । ମିଳିଥିବା ସୂଚନା ଅନୁସାରେ ଦେୱାନଡ଼ିହି ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି କରୁଥିଲେ । ହେଲେ ହଠାତ୍‌ ବର୍ଷା ଆସିଥିବା
Read More...

ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମନ୍ଵୟ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଫାଇଲେରିଆ ବା ବାତ ଜ୍ଵର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ୨୦୨୪ର ସଫଳ ରୂପାଯନ ନିମନ୍ତେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମନ୍ଵୟ
Read More...

ଗଣତନ୍ତ୍ରର ହତ୍ୟା, ମାନବାଧିକାର କ୍ଷୁର୍ଣ୍ଣ, ଗଣମାଧ୍ୟମର କଣ୍ଠରୋଧ, ଅକଥନୀୟ ଅତ୍ୟାଚାର ଥିଲା ଜରୁରୀକାଳୀନ ପରିସ୍ଥିତି

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ଜିଲ୍ଲା କାର୍ଯ୍ୟାଳୟ ବି/୩୩, ସେକ୍ଟର -୩, ରାଉରକେଲା ପରିସରରେ କଳା ଦିବସ ପାଳନ କରିବାପାଇଁ ଏକ ଚର୍ଚ୍ଚା ବୈଠକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲେ । ପୂର୍ବତନ ପ୍ରାଧନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ
Read More...

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାରର ତୁରନ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମୁଖମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ
Read More...

ଦ୍ୱିତୀୟ ଥର ଲୋକସଭାର ବାଚସ୍ପତି ଭାବେ ଓମ୍‌ ବିର୍ଲା

ନୂଆଦିଲ୍ଲୀ : ଲୋକସଭାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଶାସକ ମେଣ୍ଟ ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି । ଇଣ୍ଡିଆ ମେଣ୍ଟ୍‌ର ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇଛନ୍ତି ଓମ୍‌ ବିର୍ଲା ।
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍‌ : ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ସୁନ୍ଦରଗଡ଼ : ରାଉରକେଲାରୁ ସୁନ୍ଦରଗଡ଼ ଆସିବା ସମୟରେ ବିଜୁ ଏକ୍ସପ୍ରେସ ୱେର ରସରାଜପୁର ଠାରେ ଘରୋଇ ବସ୍‌ର ଟାୟାର ଫାଟିବା ଫଳରେ ଏକ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଓହ୍ଲାଇ ଗଛରେ ପିଟିହେଲା ବସ୍‌ । ଅଳ୍ପକେ ବଞ୍ଚିଲା ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ । କୌଣସି ଯାତ୍ରୀ କି
Read More...

ଶ୍ରୀ ଜଗନ୍ନାଥ ପୀଠ ବାଙ୍ଗାଲୋରରେ ଦେବସ୍ନାନ ପୂର୍ଣିମା ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ଜ୍ୟେଷ୍ଠ ପୂର୍ଣିମା ଦିନ ଶ୍ରୀ ଜଗନ୍ନାଥ ପୀଠ ସୋମପୁରା ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ଦେବାଭିଶେକ ପର୍ବ ଯଥାବିଧୀରେ ଅନୁଷ୍ଠିତ ହୋଇଯାଇଛି । ଚାରି ବିଗ୍ରହଙ୍କର ମଙ୍ଗଳ ଆଳତି, ସକାଳ ପୂଜା ପରେ ପ୍ରଭୁଙ୍କୁ ନବନିର୍ମିତ
Read More...

ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି : ପୋଲିସର ତନାଘନା ଜାରି

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଗୌଡ଼ପାଲି ସ୍ଥିତ ମିଶ୍ର ପେଟ୍ରୋଲ ପମ୍ପରେ ବିଳମ୍ବିତ ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗୌଡ଼ପାଲି ଗ୍ରାମରେ ଥିବା ମିଶ୍ର ପେଟ୍ରୋଲ ପମ୍ପ ବନ୍ଦ କରିବା ପରେ ରାତି
Read More...

ଓଡ଼ିଶା ଏସ୍‌ବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ : ଦାବି ପୂରଣ ନହେଲେ ଆନ୍ଦୋଳନ ହେବ

ଭୁବନେଶ୍ୱର : ହିନ୍ଦ ମଜଦୁର ସଭାର ଅନୁବନ୍ଧିତ ଏସ୍‌ବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ମାଷ୍ଟର କ୍ୟାଣ୍ଟିନ ଛକସ୍ଥିତ ବୁଲନ ଭାଇ ସେବା ସଦନ ପରିସରରେ ରାଜ୍ୟ ହିନ୍ଦ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌)ର ଉପଦେଷ୍ଟା ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...