Daily Archives

କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍‌ପିଟାଲ୍‌ର ମାନ୍ୟତା ଦାବୀରେ ବିଧାୟକଙ୍କୁ ଦାବୀପତ୍ର…

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପକଣ୍ଠ ସ୍ତରୀୟ ହସ୍‌ପିଟାଲ୍‌ର ମାନ୍ୟତା ଦାବୀରେ ଏକ ଦାବୀପତ୍ର ମଙ୍ଗଲବାର ଦିନ ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ପ୍ରଦାନ କରାଯାଇଛି । ଏହା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର
Read More...

କଣ୍ଟାବାଞ୍ଜି ଏନ୍‌.ଏ.ସି. କର୍ମଚାରୀଙ୍କ ଦ୍ୱାରା ନବନିର୍ବାଚିତ ବିଧାୟକ ଶ୍ରୀ ବାଗଙ୍କୁ ସମ୍ବର୍ଦ୍ଧନା

ଏନ୍‌. ଏ. ସି.ରେ ବସବାସ କରୁଥିବା ଜନସାଧାରଣଙ୍କୁ ମୌଲିକ ସୁବିଧା ସୁଯୋଗ ଦେବା ପାଇଁ ଜଣାଇଲେ ଅନୁରୋଧ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍‌. ଏ. ସି. କର୍ମଚାରୀ ଦ୍ୱାରା ବୁଧବାର ଦିନ ଏନ୍‌. ଏ. ସି. ସଭାଗୃହରେ ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ
Read More...

ବ୍ଲକ ସାମ୍ବାଦିକ ସଂଘ ଭବନ ପାଇଁ ଜମି ଯୋଗାଇବା ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ଭବନ ନିର୍ମାଣ ପାଇଁ ଜମି ଯୋଗାଇ ଦେବା ପାଇଁ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ
Read More...

ପୋଡ଼ାପଦର ଗ୍ରାମରେ ଗ୍ରାମୀଣ ପାଠାଗାର ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡ଼ାପଦର ଗ୍ରାମପଞ୍ଚାୟତ ଅଧିନସ୍ଥିତର ପୋଡ଼ାପଦର ଗ୍ରାମରେ ବହୁ ଉତ୍ସାହୀ ଯୁବକଙ୍କ ଉଦ୍ୟମରେ ଗତ ଶନିବାର ଏକ ପାଠାଗାର ସ୍ଥାନୀୟ ସରପଞ୍ଚ ସୁଜାତା ଦାସଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଯୁବ ସମାଜ ଆଜିକାଲି ବହି
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ ନିଶା ନିବାରଣ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ବିଶ୍ୱ ନିଶା ନିବାରଣ ଦିବସ ବୁଧବାର ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରି ଛତ୍ରପୁର ସହର
Read More...

ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା ଅଭିନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁର ଷ୍ଟାଡିୟମ୍ ପରିସରରେ ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା ଅଭିନୀତ କାର୍ଯ୍ୟକ୍ରମର ଆନୁଷ୍ଠାନିକ
Read More...

ପନ୍ଦର ଦିନ ହେଲା ଏଟିଏମ୍ ଅଚଳ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବସ୍ ଷ୍ଟାଣ୍ଡରେ ଥିବା ଏଟିଏମ୍ ପ୍ରାୟ ପନ୍ଦର ଦିନ ଉପରେ ହେଲାଣି ଅଚଳ ହୋଇପଡ଼ିଛି । ମ.ରାମପୁର ଏକ ବ୍ୟସ୍ତ ବହୁଳ ସହର ତଥା ଏହି ସହର ଉପରେ ପଡୋଶୀ ବଲାଙ୍ଗୀର, କନ୍ଧମାଳ ଅଞ୍ଚଳବାସୀ ନିର୍ଭର କରନ୍ତି । ଦୈନନ୍ଦିନ ହଜାର ହଜାର
Read More...

ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକରେ ଯୋଗଦେଲେ ଏସ୍‌ପି ରିଷିକେଶ ଖିଲାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବଲାଙ୍ଗିର ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ଯୋଗ
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଉପରେ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ରସାୟନ
Read More...

ବହୁ ଚର୍ଚ୍ଚିତ କୋଏଲ ବାରେଜ ପରିଦର୍ଶନ କଲେ ବିଧାୟକ ଦୂର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ୨୦୧୪ରେ ନିର୍ବାଚନକୁ ଆଖିଆଗରେ ରଖି ୨୦୧୩ ମସିହାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ବର୍ଷରୁ ଦାବୀ ହୋଉଥିବା କୋଏଲ ବାରେଜ ନିର୍ମାଣ ପାଇଁ ଫଳକ ଲଗାଇ ଥିଲେ । କାମହେବାତ ଦୂରର କଥା ଏହାର ଫଳକ କୁଆଡେ଼ ଉଭେଇ ଗଲା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
Read More...