Daily Archives

ଇଚ୍ଛାପଡ଼ାରେ ଯୁବକଙ୍କ କାନ କାମୁଡି ସମ୍ପୂର୍ଣ୍ଣ ଛିଣ୍ଡାଇଦେଲା ନିଶାଖୋର ଯୁବକ : ଗିରଫ ହୋଇ ଜେଲ ଗଲେ

ଇଚ୍ଛାପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ଅପମିଶ୍ରିତ ନିଶା କାରବାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନିଶାଖୋର୍ ଯୁବକ ସାମାନ୍ୟ କଥାକୁ ନେଇ ଅନ୍ୟ ଜଣେ ଯୁବକଙ୍କ କାନକୁ
Read More...

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ନିଜ ବାପାକୁ ଜିଅନ୍ତା ଜାଳି ଦେଲା ପୁଅ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ନିଜ ବାପାକୁ ଜିଅନ୍ତା ଜାଳି ଦେଲା ପୁଅ । ଟିଟିଲାଗଡ଼ ଥାନା ଦର୍ଲା ଗାଆଁରେ ଘଟିଛି ଏଭଳି ଏକ ଅମାନବୀୟ ଘଟଣା । ଜମିବାଡ଼ି ବିବାଦରୁ ଜଣେ ଯୁବକ ନିଜର ବାପାକୁ ଜିବନ୍ତ ଜାଳି ଦେବା ଘଟଣା ଏବେ ଜିଲ୍ଲା ସାରା
Read More...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ବୁର୍ଡା ନିକଟସ୍ଥ ଲାଇନଜୁରୀ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କାର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ଆଗଲପୁର ବ୍ଲକ ଡୁମେରପାଲି ଗ୍ରାମର ପ୍ରସନ୍ନ ସେଠ୍ ଓ ପେଶାରେ ସେ ଜଣେ
Read More...

ଜରୁରୀକାଳୀନ ସ୍ଥିତିକୁ ଲୋକସଭା ବାଚସ୍ପତିଙ୍କ ନିନ୍ଦାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, (ପିଆଇବି) : ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ଲୋକସଭା ବାଚସ୍ପତି ନିନ୍ଦା କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ ଏକ୍ସରେ କରିଥିବା ପୋଷ୍ଟରେ ଲେଖିଛନ୍ତି : ମୁଁ ଖୁସି ଯେ, ବାଚସ୍ପତି
Read More...

ଦୁଇ ଜୀବନ ନେଲା ବଜ୍ରଘାତ : ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ଚାଉଳବାଞ୍ଜି ଗ୍ରାମର ଦୁଇ ମାଁପୁଅଙ୍କ ଜୀବନ ନେଇଛି ବଜ୍ରପାତ ଏବଂ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ସମୟରେ
Read More...

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ତିନି ଦିବସୀୟ ଜାତୀୟ କର୍ମଶାଳା ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଯୋଗାଯୋଗର ପରିଧି ସଂପ୍ରତି ଜଣଙ୍କ ଠାରୁ ଗଣଙ୍କ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ତେଣୁ ଏପରି ସମୟରେ ଯୋଗାଯୋଗ ବା କମ୍ୟୁନିକେସନ୍‌ର ଅତ୍ୟାଧୁନିକ ତଥା ବିକଶିତ ରୂପ ସଂପର୍କରେ ବିଶେଷ ଆଲୋଚନା କରିବା ପାଇଁ ସରକାରୀ ବିଜ୍ଞାନ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଖରାଲି ସିଦ୍ଧିକ୍ଷେତ୍ର ବ୍ରାହ୍ମଣୀ ପାହାଡ ପରିଦର୍ଶନ : ଉନ୍ନୟନ କାର୍ଯ୍ୟ ତଦାରଖ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଖରାଲି ଗ୍ରାମସ୍ଥିତ ରହେନଚୁଆଁମୁଣ୍ଡା ସିଦ୍ଧିକ୍ଷେତ୍ର ବ୍ରାହ୍ମଣୀ ପାହାଡ଼କୁ ବୁଧବାର ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ
Read More...

ବରଗଡ ଜିଲ୍ଲାରେ ବଜ୍ରପାତ ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟଣା

ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ,୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା ଭୁବନେଶ୍ୱର : ବରଗଡ ଜିଲ୍ଲା ପଦ୍ମପୁର ଖଲିଆପଲି ଗ୍ରାମପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତିଙ୍କ ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
Read More...

ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶଡ଼ି. ଏମ୍‌. ଏଫ୍. ପାଣ୍ଠି ବିନିଯୋଗରେ ଖଣି ଜିଲ୍ଲା ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶସଂକଳ୍ପ ପତ୍ରର ମୁଖ୍ୟ ପ୍ରତିଶ୍ରୁତିକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ପରାମର୍ଶଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା
Read More...

ବାଚସ୍ପତି ନିର୍ବାଚିତ ହେବା ପରେ ଲୋକସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ସପ୍ତଦଶ ଲୋକସଭାରେ ଅନେକ ପରିବର୍ତ୍ତନଶୀଳ ସଂସଦୀୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲାସଂସଦ କେବଳ ଏକ କକ୍ଷ ନୁହେଁ ବରଂ ୧୪୦ କୋଟି ନାଗରିକଙ୍କ ଆକାଂକ୍ଷାର କେନ୍ଦ୍ର ନୂଆଦିଲ୍ଲୀ, (ପିଆଇବି) : ଗୃହର ବାଚସ୍ପତି ଭାବେ ଓମ୍ ବିର୍ଲା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...