Daily Archives

ଦେଶୀଲରେ ଭାଇବୋହୁଙ୍କୁ ଦେଢ଼ଶୁରଙ୍କ ଛୁରାମାଡ ଘଟଣା : ଅଭିଯୁକ୍ତ ଦେଢ଼ଶୁର ଗିରଫ, କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଦେଶୀଲ ଗ୍ରାମରେ ଭାଇବୋହୂଙ୍କୁ ଦେଢ଼ଶୁର ଛୁରାମାଡ କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଦେଢ଼ଶୁର ଶଶିକାନ୍ତ ଟାକ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ
Read More...

ସାଂସଦ ଭାବେ ଶପଥ ଗ୍ରହଣ କଲେ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଅଷ୍ଟାଦଶ ଲୋକସଭାର ସ୍ଵତନ୍ତ୍ର ଅଧିବେଶନର ଆଜି ଦ୍ଵିତୀୟ ଦିନ । ଆଜି ଦ୍ଵିତୀୟ ଦିନରେ ଲୋକସଭାର ନବନିର୍ବାଚିତ ସାଂସଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପ୍ରୋଟେମ ସ୍ପିକର ଭର୍ତ୍ତୃହରି ମହତାବ ବାଚସ୍ପତି ଭାବେ ଶପଥ ଗ୍ରହଣ
Read More...

ବଜ୍ରପାତରେ ୬ ମେଣ୍ଢା ମୃତ : ପଶୁପାଳକ ଗୁରୁତର ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘଣିପୁର ପଂଚାୟତ ଗଡ଼ ବେଗୁନିଆପଡା ଗ୍ରାମର ସନାତନ ଦାସ ଆଜି ଅପରାହ୍ନରେ ମେଣ୍ଢା ଚରାଉଥିବା ସମୟରେ ବଜ୍ରପାତ ଘଟି ୬ଟି ମେଣ୍ଢାଙ୍କ ମୃତ୍ୟୁ ହେବା ସହ ନିଜେ ସନାତନ ଦାସ ଗୁରୁତର ଆହତ ହୋଇଛନ୍ତି । ପରିବାର ଲୋକେ ତାଙ୍କୁ
Read More...

ଚଳକୀରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ : ଦୁଇ ନାବାଳକଙ୍କ ସହ ୩ ଗିରଫ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଳକୀ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଘଟଣାରେ ପୁଲିସ ତଦନ୍ତ କରି ଚଳକୀ ଗ୍ରାମର ଯୁବକ ପଦ୍ମନ ଭୋଇ(୨୧) ଓ ଦୁଇ ଜଣ ନାବାଳକ(୧୭) ଓ (୧୫)ଙ୍କ
Read More...

ସମ୍ବଲପୁର ଆଇଆଇଏମ୍‌ରେ ପାଠ ପଢିବା ପାଇଁ ସ୍ଥାନ ପାଇଲେ ବଲାଙ୍ଗିରର ସିଏନ୍‌ସିର ଛାତ୍ରୀ ନିକି ଶର୍ମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ଆଇଆଇଏମ୍‌ରେ ପାଠ ପଢିବା ପାଇଁ ସ୍ଥାନ ପାଇଛନ୍ତି ବଲାଙ୍ଗିରର ସିଏନ୍‌ସିର ଛାତ୍ରୀ ନିକି ଶର୍ମା । ଏଥିପାଇଁ ସାରା ବଲାଙ୍ଗିର ଜିଲ୍ଲାରେ ଖୁସିର ଲହର ଖେଳି ଯିବା ସହ ଚାରି ଆଡ଼ୁ ତାଙ୍କୁ ଶୁଭେଚ୍ଛା ଜଣାଯାଉଥିବା ବେଳେ ନିକି ବଲାଙ୍ଗିରର ବାଣିଜ୍ୟ
Read More...

ମହାରାଷ୍ଟ୍ରର ବୃଦ୍ଧାଙ୍କୁ ସମାଜସେବୀଙ୍କ ସହାୟତା

ବରଗଡ, (ନିରୋଜ କୁମାର ପାଣୀ) : ଗତ ରବିବାର ଦିନ ଦୁଇ ଜଣ କଲେଜ ଛାତ୍ର ସୁରତ୍ନ ପାତ୍ର ଓ ବିକାଶ ସାହୁ କୌଣସି କାମରେ ବରଗଡ ରେଳ ଷ୍ଟେସନ୍‌ରେ ଥିବା ସମୟରେ ଜଣେ ବୃଦ୍ଧା ରେଳରୁ ଓହ୍ଲାଇବା ବେଳେ ପଡ଼ି ଯାଇଥିବା ଦେଖିଥିଲେ । ସେମାନେ ତୁରନ୍ତ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ବରଗଡ ରେଳ
Read More...

ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ମହିଳା ମଣ୍ଡଳ ଆନୁକୂଲ୍ୟରେ ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ଆୟୋଜିତ ହୋଇଯାଇଛି । ପ୍ରଥମେ ଗୋଣ୍ଡ ସମାଜର ଆରାଧ୍ୟ ଇଷ୍ଟ ଦେବ ପ୍ରଭୁ ବଡ଼ଦେଓଙ୍କ ପୂଜାର୍ଚ୍ଚନା ପରେ ରାଣୀ
Read More...

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ୍‌ ଉଚ୍ଚ ବାଳିକା ବିଦ୍ୟାଳୟରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ସଭା ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଂଘର ସଭ୍ୟ ସ୍ୱର୍ଗତ ମାଲିଆ ଗଡୁଆଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ
Read More...

ଗଛରେ ପିଟି ହୋଇ ୫୦ ଫୁଟ୍‌ ଉପରକୁ ଉଡିଲା କାର୍‌ : ଜଣେ ମୃତ

ମାଲକାନଗିରି : ମାଥିଲି ଥାନା ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କାର୍‌ ଚାଳକଙ୍କ ମୃତ୍ୟୁ ହୋଇଛି । ଘଟଣା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମ୍‌ଭ-୧୧ର ତାପଶ କୁମାର ମିତ୍ର ନାମକ ବ୍ୟକ୍ତି ମାଥିଲି ବ୍ଲକର ପାଙ୍ଗାମ ଗ୍ରାମର । କୌଣସି କାମରେ ସେ ନିଜର ଜ୍ୱାଇଁର କାର୍‌
Read More...

ମା’ ରାମାୟଣାମ୍ମାଙ୍କ ଘଟଯାତ୍ରା ଉତ୍ସବମୁଖର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମ୍ମାଙ୍କ ପାରମ୍ପରୀକ ଠାକୁରାଣୀ ଯାତ୍ରା ଗତ ମେ' ମାସ ୨୭ ତାରିଖରେ ଆରମ୍ଭ ହୋଇଛି । ଏହି ଯାତ୍ରା ଆସନ୍ତା ୩୦ ତାରିଖରେ ଉଦ୍‌ଯାପିତ ହେବ ବୋଲି ଯାତ୍ରା କମିଟି ପକ୍ଷୁରୁ କୁହାଯାଇଛି । ମଙ୍ଗଳବାର
Read More...