Daily Archives

ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କଲେ ମୋଦୀ

ନୂଆଦିଲ୍ଲୀ : ୧୮ତମ ଲୋକସଭାର ଉଦ୍‌ଘାଟନୀ ଅଧିବେଶନ ଆରମ୍ଭ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ତୃତୀୟ ପାଳିର ପ୍ରଥମ ଅଧିବେଶନ ଆରମ୍ଭ ପୂର୍ବରୁ ସାଂସଦ ତଥା ଦେଶବାସୀଙ୍କ ପ୍ରତି ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ଆଜିଠୁ ଅଷ୍ଟାଦଶ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେଉଛି ଅଷ୍ଟାଦଶ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ । ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ । ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇବେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ । ପ୍ରଥମେ
Read More...

ସ୍ୱରାଜ ହସ୍‌ପିଟାଲ୍‌କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱରାଜ ହସ୍‌ପିଟାଲ୍‌ରେ ପ୍ରସୂତି ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାର ତଦନ୍ତ ହେବ ଏବଂ ଦୋଷୀ ଦଣ୍ଡ ପାଇବ ।
Read More...

ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍ : ଜଣେ ମହିଳା ମୃତ

କେନ୍ଦୁଝର : ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍ । ମହିଳା ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଜବାହାଲ ଗ୍ରାମରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ତେଲକୋଇ ଥାନା ବିଞ୍ଜବାହାଲ ଗ୍ରାମର ବାସନ୍ତୀ ସାହୁ (୫୫)
Read More...

ବାସନ୍ତୀ ପାଠାଗାରର ଶିଶୁ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରରେ ଶିଶୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ. ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କଲେ ସାଂସଦ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି । ଶପଥ ପାଠ‌ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଆଜି ନବନିର୍ବାଚିତ
Read More...

ଡଙ୍ଗାରେ ସେଲ୍‌ଫି ନେବାବେଳେ ଗଙ୍ଗା ନଦୀରେ ବୁଡ଼ି ଦୁଇ ଯୁବକ ମୃତ

ରାବେରେଲି : ଉତ୍ତରପ୍ରଦେଶର ରାବେରେଲି ଜିଲ୍ଲାର ଏକ ଡଙ୍ଗାରେ ସେଲ୍‌ଫି କ୍ଲିକ୍ କରିବା ସମୟରେ ଗଙ୍ଗା ନଦୀରେ ବୁଡ଼ିଯିବା ପରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ତିନିଜଣ ବନ୍ଧୁ ତାହିଦ୍ (୧୭), ଫାହାଦ୍ (୧୯), ଏବଂ ଶାନ୍ (୧୮) ମିଶି କରି ପାୟାଗପୁର ଗଙ୍ଗା ଘାଟକୁ ଯାଇ ସେଲଫି କ୍ଲିକ୍
Read More...

ଅପ୍ ସାଇକ୍ଲିଂ ବା ପୁନଃ ବ୍ୟବହାର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅପ୍ ସାଇକ୍ଲିଂ ହେଉଛି କେବଳ ପୁରୁଣା ବସ୍ତୁ ଏବଂ ଆସବାବପତ୍ରରୁ ଏକ ନୂତନ, ଅନନ୍ୟ ବସ୍ତୁ ତିଆରି କରି ପୁନଃ ବ୍ୟବହାର କରିବା । ଏ ହେଉଛି ନିଜର ସୃଜନଶୀଳତା ଏବଂ କୁଶଳୀ ହସ୍ତଶିଳ୍ପ ମାଧ୍ୟମରେ କୌଣସି ଏକ ସୁନ୍ଦର ଜିନିଷ ତିଆରି କରିବା କଳା । କୌଣସି
Read More...

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ ଅନୁଷ୍ଠିତ

ଭବାନୀ ସାହୁଙ୍କୁ ମିଳିଲା ରାଜ୍ୟ ସମ୍ପାଦକ (ସଂଗଠନ) ଦାୟିତ୍ୱ ବରଗଡ଼, (ନିରୋଜ କୁମାର ପାଣୀ) : ସାଧାରଣ ନିର୍ବାଚନ ସମାପ୍ତି ପରେ ଆମ୍ ଆଦମୀ ପାର୍ଟି ସଂଗଠନ ନିର୍ମାଣ ଉପରେ ଧ୍ୟାନ ଦେଇଛି । ନିର୍ବାଚନରେ ଆଶାନୁରୂପ ପ୍ରଦର୍ଶନ ହୋଇନଥିଲେ ବି ପାର୍ଟି ନିଜର ଆଦର୍ଶ ଓ କାର୍ଯ୍ୟକୁ ନେଇ ଆଗକୁ
Read More...