Daily Archives

ବିଶ୍ୱ ଉତ୍ପାଦକତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତ୍ୟେକ ଜୁନ୍ ୨୦ରେ 'ବିଶ୍ୱ ଉତ୍ପାଦକତା ଦିବସ' ପାଳନ ହୁଏ । କମ୍ ସମୟ ମଧ୍ୟରେ ଅଧିକ କାର୍ଯ୍ୟ ହାସଲ କରିବାର କୁଶଳ ଉପାୟ ଗୁଡ଼ିକୁ ଆଜିର ଦିବସ ପାଳନ ଅବସରରେ ଆଲୋକିତ କରାଯାଇଥାଏ । ଏହି ଦିନଟି କେବଳ କଠିନ ପରିଶ୍ରମ କରିବା ନୁହେଁ ବରଂ କର୍ମ
Read More...

ଟିଟିଲାଗଡ଼ର କାଳୀ ମନ୍ଦିର ପୂଜକଙ୍କ ଇହଧାମ ତ୍ୟାଗ : ଅଞ୍ଚଳରେ ଶୋକାକୁଳ ପରିବେଶ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମୁକ୍ତିଧାମ ପଛ ପଟେ ଥିବା କାଳୀ ମନ୍ଦିର ପୂଜକ ଅଦ୍ରିଶ୍ୱରା ନନ୍ଦ ମହାରାଜଙ୍କ ଆଜି ପାହାନ୍ତିଆରେ ତାଙ୍କର ଦେହାନ୍ତ ହୋଇଯାଇଛି । ଭୌତିକ ଶରୀର ତ୍ୟାଗକରି ପରମାତ୍ମାଙ୍କ ପାଖରେ ବିଲୀନ ହେଲେ ପୂଜକ । ଏହି କାଳୀ ମନ୍ଦିରର ସ୍ଥାନ ନିରୂପଣ,
Read More...

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସାଂସଦ ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଗାମୀ ବର୍ଷା ଋତୁରେ ବନ୍ୟା, ବାତ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ସହ ଶୂନ୍ୟ
Read More...

ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରୁ ଚୋରି ମାମଲା : ଦୁଇ ଗିରଫ, ଚୋରି ସାମଗ୍ରୀ ଜବତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ସ୍ଥିତ ଷ୍ଟେସନ ରୋଡ଼ ଠାରେ ଥିବା ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରୁ ଗତ ଦୁଇଦିନ ତଳେ ବିଦ୍ୟାଳୟରେ ଇନ୍‌ଭଟର୍‌ ବ୍ୟାଟେରୀ, ସି.ସି କ୍ୟାମେରା ଆଦି ଚୋରି ହୋଇଥିଲା । ଏନେଇ ସୋମବାର ସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଯାନୀ ଗଞ୍ଜାମ
Read More...

ଭୁବନେଶ୍ୱରରେ ମୁକୁଳା ଡ୍ରେନ୍‌ରେ ପଡି ବାଳକର ମୃତ୍ୟୁ ଘଟଣା :
ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ ଓ ୪ ଲକ୍ଷ ଟଙ୍କା

ଭୁବନେଶ୍ୱର : ଭୁବନେଶ୍ୱରର ୟୁନିଟ୍‌-୩ ଅଞ୍ଚଳର ମସ୍‌ଜିଦ କଲୋନୀରେ ମୁକୁଳା ଡ୍ରେନ୍‌ରେ ପଡି ଆବୁ ବକର ସାହା ନାମକ ଏକ ବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବାଳକଙ୍କ
Read More...

ବରଗଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲୋକଙ୍କ ଭିତରେ ଅଭୁତପୂର୍ବ ଉତ୍ସାହ, ହଜାର ହଜାର ଲୋକଙ୍କ ଗହଣରେ ରୋଡ ସୋ’ରେ ଗଲେ କାର୍ଯ୍ୟକ୍ରମ ସ୍ଥଳକୁ, ଲୋକଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ବରଗଡକୁ ଆଉ ଥରେ ଖୁବଶୀଘ୍ର ଆସିବିକୃଷକମାନେ ପାଇଲେ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ
Read More...

କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ଜାତୀୟ ଫରେନସିକ୍ ଭିତ୍ତିଭୂମି ବୃଦ୍ଧି ଯୋଜନା’ (ଏନ୍‌.ଏଫ୍‌.ଏଲ୍‌. ଇ.ଏସ୍‌.)କୁ…

କ୍ୟାମ୍ପସ, ପରୀକ୍ଷାଗାର ଏବଂ ଭିତ୍ତିଭୂମି ବିକାଶ ପାଇଁ ୨୨୫୪.୪୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ମୋଟ ୨୨୫୪.୪୩ କୋଟି ଟଙ୍କାର
Read More...

ବିହାରର ରାଜଗିର ଠାରେ ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

‘ନାଳନ୍ଦା ଭାରତର ଶୈକ୍ଷିକ ଐତିହ୍ୟ ଓ ଜୀବନ୍ତ ସାଂସ୍କୃତିକ ବିନିମୟର ପ୍ରତୀକ’’‘ନାଳନ୍ଦା କେବଳ ଏକ ନାମ ନୁହେଁ, ବରଂ ନାଳନ୍ଦା ହେଉଛି ଏକ ପରିଚୟ, ଏକ ସମ୍ମାନ, ଏକ ମୂଳଦୁଆ, ଏକ ମନ୍ତ୍ର, ଏକ ଗୌରବ ଏବଂ ଏକ ଗାଥା‘ଏହି ପୁନରୁଦ୍ଧାର ଭାରତ ପାଇଁ ଏକ ସୁବର୍ଣ୍ଣ ଯୁଗ ଆରମ୍ଭ କରିବାକୁ
Read More...