Daily Archives

ସଲଡିହି ଗାଁରେ ହାତୀ ଆକ୍ରମଣରେ ତିନି ମୃତ ଘଟଣା : ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଲେ ବିଜେପି ନେତା ଗୋବର୍ଦ୍ଧନ ଭୁଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଗୋଠୁଗୁଡା ଗ୍ରାମପଞ୍ଚାୟତ ସଲଡ଼ିହି ଗ୍ରାମ ସ୍କୁଲ ପଡାର ବିପିନ ବରିହାଙ୍କ ସ୍ତ୍ରୀ ଏବଂ ଝିଅ ଓ ପୁଅ ଗତ ୧୭ ତାରିଖ ସୋମବାର ଦିନ ମଧ୍ୟ ରାତ୍ରୀରେ ହାତୀ ଆକ୍ରମଣରେ ଦୁଃଖଦ ମୃତ୍ୟୁ ଘଟଣା ଘଟିଥିବା ବେଳେ ନିଜେ ବିପିନ ବରିହା
Read More...

ସିନ୍ଦୁର ପାଇଁ ପ୍ରେମିକଙ୍କ ଦାଣ୍ଡ ଦୁଆରେ ପ୍ରେମିକା : ନିଷ୍ଠୁର ପ୍ରେମିକର ବ୍ୟବହାରରେ ଅତିଷ୍ଟ ହୋଇ ଥାନାର ଦ୍ୱାରସ୍ଥ…

ପାଟଣାଗଡ଼, (ଅଶୋକ କୁମାର ବାଗ) : ସିନ୍ଦୂର ପାଇଁ ଦାଣ୍ଡ ଦୁଆରେ ପ୍ରେମିକା । ପ୍ରେମିକା ଜଣକ ପ୍ରେମିକଙ୍କ ପରିବାର ଲୋକ ଗ୍ରହଣ କରିବେ ବୋଲି ଦାଣ୍ଡ ଦୁଆରେ ଧାରଣାରେ ବସିଥିଲେ ଏବଂ ବୋହୂର ସ୍ୱୀକୃତି ପାଇଁ ଗୁହାରୀ କରିଥିଲେ କିନ୍ତୁ ନିଷ୍ଠୁର ପ୍ରେମିକ ମାଡ ମାରି ତଡି ଦେଇଥିଲେ
Read More...

ଟିଟିଲାଗଡ ରେଳ ଓଭର୍‌ ବ୍ରିଜ୍‌ ପାଲଟିଛି କୁକୁରଙ୍କ ଝାଡା ଫେରିବା ସ୍ଥାନ : ଦୂଷିତ ହେଉଛି ପରିବେଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ରେଳ ଓଭର୍‌ ବ୍ରିଜ୍‌ ଏବେ ସହରର ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଖାସ କରି ସକାଳ ଏବଂ ସନ୍ଧ୍ୟାରେ ସହରର ବହୁତ ଲୋକ ଏଠାକୁ ପ୍ରାନ୍ତ ଓ ସନ୍ଧ୍ୟା ଭ୍ରମଣରେ ଆସିଥାନ୍ତି । ବହୁତ ଲୋକଙ୍କ ଜନ୍ମ ଦିନ କେକ କଟା, ବାହାରୁ ଆସୁଥିବା
Read More...

ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ଵାଗତ ସମାରୋହ ସଭା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଆଦିବାସୀ ସଂଘ ପକ୍ଷରୁ ନବନିର୍ବାଚିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ଵାଗତ ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି । ବୁରାଟ ସ୍ଥିତ ସେବା ଜଗତ ସଭା ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତର ଯଶସ୍ୱୀ
Read More...

ଟିଆରା ମିସ୍ ଇଣ୍ଡିଆ ଓ ମିସେସ୍ ଇଣ୍ଡିଆ ଆସନ୍ତା ୩୦ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଟିଆରା ମିସ୍ ଇଣ୍ଡିଆ ଓ ମିସେସ୍ ଇଣ୍ଡିଆ ଆସନ୍ତା ୩୦ରେ ଅନୁଷ୍ଠିତ ହେବ । ଏହି ସମ୍ପର୍କରେ ସ୍ଥାନୀୟ ପାନ୍ଥନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତାଗଣ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଲେ ଯେ, ଆସନ୍ତା ୩୦ରେ ସ୍ଥାନୀୟ
Read More...

୨୦୨୪-୨୫ ବିପଣନ ଋତୁ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି । କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ
Read More...

ଶିଶୁ ଶ୍ରମିକ ନିରାକରଣ ରଥ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ଶ୍ରମିକ ରୋକିବା ଉଦ୍ଦେଶ୍ୟରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସକାଳ ୮.୩୦ ସମୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ରାଳୟ ଠାରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବରେ
Read More...

ଇନ୍ଦ୍ରାବତୀ ଅପହଞ୍ଚ ଇଲାକାରେ ପାଞ୍ଚଜଣ ସଂକ୍ରମିତ ଶିଶୁ ଚିହ୍ନଟ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ହାଡ଼ଶିଲ ପଞ୍ଚାୟତର ମୁନସପଦର ଗ୍ରାମରେ କେତେକ ଶିଶୁଙ୍କ ରକ୍ତ ନମୁନାରୁ ଡିପଥେରିଆ ଭୁତାଣୁ ଚିହ୍ନଟ ହେବା ପରେ କଳାହାଣ୍ଡି ଜିଲ୍ଲାର ତତ୍ ସଂଲଗ୍ନ ସୀମାନ୍ତ ଅଞ୍ଚଳମାନଙ୍କରେ
Read More...

ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସିକିଲ୍ ସେଲ୍ ରୋଗ ଉପରେ ସଚେତନତା ସୃଷ୍ଟି ନିମନ୍ତେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ତୃଣମୂଳ ସ୍ତରରେ ସମନ୍ୱିତ ପ୍ରୟାସ ମାଧ୍ୟମରେ ଦେଶବ୍ୟାପୀ ସଚେତନତା ସୃଷ୍ଟି ଏବଂ ସ୍କ୍ରିନିଂ ଅଭିଯାନ ଆରମ୍ଭ କରି ଭାରତରୁ ସିକଲ୍ ସେଲ୍ ରୋଗର ମୂଳୋତ୍ପାଟନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ଜୁଏଲ ଓରାମପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ୨୦୪୭ ସୁଦ୍ଧା ଭାରତ ନିଶ୍ଚିତ
Read More...

ଅଷ୍ଟାଦଶ ଏମ୍‌ଆଇଏଫ୍‌ଏଫ୍‌ରେ ଚଳଚ୍ଚିତ୍ର ନିର୍ମାଣ ସମ୍ପର୍କରେ ଅଭିଜ୍ଞତା ବାଣ୍ଟିଲେ ଜାତୀୟ ପୁରସ୍କାର ବିଜେତା ନେମିଲ…

ଜୀବନକୁ ଏକ ଖେଳ ଭାବରେ ଖୋଜନ୍ତୁ, ଏହା ଆପଣଙ୍କ ନିର୍ମାଣ କ୍ଷେତ୍ରରେ ଆପଣଙ୍କୁ ସାହାର୍ଯ୍ୟ କରିବସୃଷ୍ଟିକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ଜଣେ ସ୍ରଷ୍ଟାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାନିଜ ପାଇଁ ଆବେଗପୂର୍ଣ୍ଣ ଫିଲ୍ମ ତିଆରି କରନ୍ତୁ, ପରିଶେଷରେ ଏହା ନିଜର ଭାଗ୍ୟକୁ ଖୋଜିନେବ
Read More...