Daily Archives

ବିଶ୍ୱ ରକ୍ତ ଶିକୁଳି ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ବିଶ୍ୱ ରକ୍ତ ଶିକୁଳି ଦିବସ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରକ୍ତ ଶିକୁଳି ଏକ ମାରାତ୍ମକ ବଂଶଗତ ରୋଗ, ରକ୍ତ ତିଆରି କରୁଥିବା ଜିନର ଦୋଷ ତ୍ରୁଟି
Read More...

ବିଜୁ ପକ୍କା ଘର ନାଁରେ ଦୋକାନ ନିର୍ମାଣ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନସାଧାରଣଙ୍କୁ ସୁବିଧା ଏବଂ ଗରିବ ହିତାଧିକାରୀଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ମିଳିବା ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଥିବା ବେଳେ ବିଗତ ବର୍ଷ ମାନଙ୍କରେ ଓଡ଼ିଶାରେ ଏହି ଯୋଜନାର ନାମ ପରିବର୍ତ୍ତନ କରିଦେଇ ନିଜ ସରକାରର ପ୍ରଚାର
Read More...

ତ୍ରିଦିବସୀୟ ଅଭିମୁଖୀକରଣ ପ୍ରଶିକ୍ଷଣ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟର ସହଯୋଗରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ଯୋଗଦାନ କରିଥିବା ଜୁନିଅର ଆସିଷ୍ଟାଣ୍ଟ ମାନଙ୍କର ତ୍ରିଦିବସୀୟ
Read More...

ଶଙ୍ଖ ନଦୀରେ ବୁଡ଼ି ଦୁଇ ଟ୍ରକ୍ ଚାଳକ ମୃତ

ରାଉରକେଲା : ଶଙ୍ଖ ନଦୀରେ ବୁଡ଼ି ଦୁଇ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଦୁଇ ଜଣ ଟ୍ରକ ଡ୍ରାଇଭର ବୋଲି ଖବର ମିଳିଛି । ଜଣେ ହେଲେ ଜାଭେଦ ଅଲ୍ଲୀ (୨୧) । ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନଥିବା କୁହାଯାଉଛି । ବ୍ରାହ୍ମଣୀ ତରଙ୍ଗ ପୁଲିସ ଦୁଇ ଶବକୁ ଜବତ କରି ରାଉରକେଲା
Read More...

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ପାଳିତ ହେଲା ରକ୍ତ ଶିକୁଳି ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ରକ୍ତ ଶିକୁଳି ଦିବସ । ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ସୁପରିନ୍‌ଟେଣ୍ଡେଣ୍ଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା
Read More...

ବଲାଙ୍ଗିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ତଥା
Read More...

ଚାଷୀଙ୍କୁ ୧୭ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ କିଷାନ ଉତ୍ସବ ଦିବସରେ ପିଏମ୍‌ କିସାନ ସମ୍ମାନ ନିଧିର ୧୭ତମ କିସ୍ତି ପ୍ରଦାନ କରି ଦେଶର ଚାଷୀଙ୍କୁ ସମ୍ମାନ ଦେଲେ ହିଁ ଆମର ଜୀବନ ଧାରଣର ମାନ ବଢିବ ବୋଲି କହିଛନ୍ତି । ଉତ୍ତର ପ୍ରଦେଶର ବାରାଣାସୀ ଠାରେ
Read More...

ନିଷାନ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆମର୍ ପରବ୍ ଶୀତଲ୍ ଷଷ୍ଠୀ ଓ ପିତୃ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଗତ ରବିବାର ଅପରାହ୍ନ ପାଞ୍ଚଟା ସମୟରେ ଆମର୍ ପରବ୍ ଶୀତଲ୍ ଷଷ୍ଠୀ ଓ ପିତୃ ଦିବସ ଶୀର୍ଷକ ଏକାଦଶ ଅଠାରି କବିତା ଆସର୍ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ
Read More...

ଓଭର୍‌ବ୍ରିଜ୍‌ ଉପରୁ ଓଲଟିଲା ଆଇଚର୍‌ : ୨ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ହନୁମାନ ମନ୍ଦିର ନିକଟରେ ଓଭର୍‌ବ୍ରିଜ୍‌ ଉପରୁ ଏକ ଥଣ୍ଡା ପାନୀୟ ବୋଝେଇ ଆଇଚର୍‌ ଓଲଟି ପଡ଼ିଛି । ବୁଧବାର ଭୋର ସମୟରେ ଗାଡ଼ିଟି ବାଲେଶ୍ଵର ପଟୁ କଟକ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା
Read More...

ଦୁଇ ମନ୍ତ୍ରୀଙ୍କୁ ଜୋର୍‌ଦାର୍‌ ସ୍ୱାଗତ କଲେ ମୟୂରଭଞ୍ଜବାସୀ

ମୟୁରଭଞ୍ଜ, (ଶ୍ୟାମଳେନ୍ଦୁ ପରିଡା) : ମୟୂରଭଞ୍ଜରରେ ବିଜେପି ନେତା ଓ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବା ଜଣାପଡ଼ିଛି । ବାରିପଦାରେ ବିଜେପିର ୭ ଜଣ ବିଧାୟକ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଦଳୀୟ
Read More...