Daily Archives

୭ ଟିକିଆ ହାତୀପଲ ପଶି ନଷ୍ଟ କରିଦେଲେ ପରିବା ଚାଷ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୀମକାଣ୍ଡ ଗ୍ରାମରେ ମାସେ ହେଲା ହାତୀପଲଙ୍କ ଉତ୍ପାତ ଜାରି ରହିଛି । ବିଳମ୍ବିତ ରାତିରେ ୭ଟିକିଆ ହାତୀପଲ ପଶି ଆମ୍ବ, ପଣସ, କାଜୁ, କଦଳୀ, ନଡ଼ିଆଗଛ ଭାଙ୍ଗିବା ସହ ପରିବାଚାଷକୁ ମାଡ଼ିଦଳି ନଷ୍ଟ କରିଦେଉଛନ୍ତି ।
Read More...

ଜମିକୁ ନେଇ ଛୁରାମାଡ଼ ଆକ୍ରମଣ : ଝିଅ ମୃତ, ମା’ ଗୁରୁତର

ସମ୍ବଲପୁର : ଗତ ୧୪ ତାରିଖର ଛୁରାମାଡ଼ ଘଟଣାରେ ଗୁରୁତର ଭାବରେ ଆହତ ପାୟଲ ଦାସଙ୍କର ଗତ ରାତି ପ୍ରାୟ ୧ଟାରେ ବୁର୍ଲାର ଏକ ବେସରକାରୀ ଡାକ୍ତରଖାନାରେ ପରଲୋକ ଘଟିଛି । ମା' ଇନ୍ଦୁ ଦାସ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ସୂଚନାଯୋଗ୍ୟ, ଫାଟକ ମହାମାୟା ମନ୍ଦିର ସମ୍ମୁଖରେ
Read More...

ଫକୀର ମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବ୍ୟାସକବି ଫକୀର ମୋହନ ତିରୋଧାନ ଦିବସ ଓ ରଜ…

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖାର ସଭାପତି ମନୋରଞ୍ଜନ ଦାସଙ୍କ ସଭାପତିତ୍ୱରେ ବ୍ୟାସକବିଙ୍କ ତିରୋଧାନ ଦିବସ ବ୍ୟାସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭ ପୂର୍ବରୁ ସଭାପତି ଦାସ ବ୍ୟାସକବି ଫକୀର ମୋହନଙ୍କ
Read More...

ନିରନ୍ତର ଗ୍ୟାଷ୍ଟ୍ରୋନମି ବା ପୁଷ୍ଟିକର ଖାଦ୍ୟ ସେବନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ୟାଷ୍ଟ୍ରୋନମିକୁ ବେଳେବେଳେ ଖାଦ୍ୟର କଳା କୁହାଯାଏ । ଅନ୍ୟ ଅର୍ଥରେ, ଗ୍ୟାଷ୍ଟ୍ରୋନମି ପ୍ରାୟତଃ ସ୍ଥାନୀୟ ଖାଦ୍ୟ ଏବଂ ରୋଷେଇକୁ ବୁଝାଏ । ନିରନ୍ତର ବା ସ୍ଥିରତା ହେଉଛି ଏକ ଅବସ୍ଥା ଯେ, କିଛି (ଯଥା କୃଷି, ମତ୍ସ୍ୟଚାଷ କିମ୍ବା ଖାଦ୍ୟ ପ୍ରସ୍ତୁତି)
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ମଣିପୁର ସୁରକ୍ଷା ସ୍ଥିତିର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମଣିପୁରର ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ : କେନ୍ଦ୍ର ଗୃହମନ୍ତ୍ରୀମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ରୀୟ ବାହିନୀର ରଣନୀତିକ ମୁତୟନ ଉପରେ ଗୁରୁତ୍ୱାରୋପ କଲେ ଅମିତ
Read More...

ସ୍ୱରାଜ୍‌ ହସ୍‌ପିଟାଲ୍‌ ନାଁରେ ସାଂଘାତିକ ଅଭିଯୋଗ : ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗର୍ଭବତୀ ମହିଳାଙ୍କୁ ସିଏସ୍‌ କରିବା ପରେ ଚିକିତ୍ସାରେ ଅବହେଳା କରି ମୃତ୍ୟୁ ମୁଖକୁ ଠେଲିଦେଲା ବଲାଙ୍ଗିର ସ୍ୱରାଜ୍‌ ହସ୍‌ପିଟାଲ୍‌ । ଏକଥା ଆମେ କହୁନୁ, ନିଜ ଭଉଣୀଙ୍କୁ ଅକାରଣେ ହରାଇଥିବା ଜଣେ ବଡ଼ ଭଉଣୀ କହୁଛନ୍ତି । କେବଳ ସେ ମିଡ଼ିଆ ସାମ୍ନାରେ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା

ଏନ୍‌ଏସ୍‌ଏ ସୁଲିଭାନ୍ ଦ୍ୱିପାକ୍ଷିକ ସହଯୋଗରେ ଅଗ୍ରଗତି, ବିଶେଷ କରି ଆଇସିଇଟି ଅଧୀନରେ ହୋଇଥିବା ପ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଲେନୂଆ କାର୍ଯ୍ୟକାଳରେ ଭାରତ-ଆମେରିକା ବ୍ୟାପକ ବୈଶ୍ୱିକ ରଣନୀତିକ ଭାଗିଦାରୀକୁ ଅଧିକ ଉଚ୍ଚତାରେ ପହଞ୍ଚାଇବା ପାଇଁ ନିଜ ପ୍ରତିବଦ୍ଧତାକୁ
Read More...

ବାଲେଶ୍ଵର ଗୋଷ୍ଠୀ ଉତ୍ତେଜନା : ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ

ଶାନ୍ତି, ସୌହର୍ଦ୍ୟ ବଜାୟ ରଖିବା ପାଇଁ ନିବେଦନ ଭୁବନେଶ୍ୱର, (ପିଆଇବି) : ବାଲେଶ୍ଵରରେ ଆଜି ଘଟିଥିବା ଗୋଷ୍ଠୀ ଗତ ଉତ୍ତେଜନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ଵର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ।
Read More...

ଡିକେଏମ୍‌ସି ଦ୍ୱାରା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଆଙ୍କର ରାଇରଙ୍ଗପୁର ସହରସ୍ତ ଅଗ୍ରଣୀ କ୍ରୀଡା ଓ ସାଂସ୍କୃତିକ କ୍ଲବ ଡିକେଏମ୍‌ସି ଆନୁକୂଲ୍ୟରେ ନବନିର୍ବାଚିତ ସାଂସଦ ନବଚରଣ ମାଝୀ ତଥା ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କୁ ନେଇ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନବଚରଣ ମାଝୀ
Read More...

ଛତ୍ରପୁର ପ୍ରେସ କ୍ଲବ୍ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବନିର୍ବାଚିତ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଆମନ୍ତ୍ରଣ କରି ଛତ୍ରପୁର ପ୍ରେସ କ୍ଲବ ପରିସରରେ କ୍ଲବ୍ ତରଫରୁ ସମୂହ ଶୁଭେଚ୍ଛା ଜଣାଇ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରେସ କ୍ଲବ ସଭାପତି ରବିନ୍ଦ୍ର ନାଥ ପଣ୍ଡା,
Read More...