Daily Archives

ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

କୋରାପୁଟ : କୋରାପୁଟ ଜ଼ିଲ୍ଲା ନାରାୟଣପାଟଣା ବ୍ଲକ ସଲପଗୁଡା ଗ୍ରାମରେ ବଜ୍ରାଘାତରେ ଜଣେ ବ୍ୟକ୍ତି ମୃତ୍ୟୁ କରିଥିବାେ ଖବର ମଳିଛି । ନିଜ ଚାଷ ଜମିରେ କାମ କରୁଥିବା ବେଳେ ବ୍ୟକ୍ତି ଜଣକ ବଜ୍ରଘାତ ହେବାରୁ ଘଟଣା ସ୍ଥଳରେ ତାଙ୍କର ପ୍ରାଣ ଚାଲିଯାଇଥିବା ସୂଚନା ରହିଛି ।
Read More...

ଆୟୁଷ ଡ଼ାକ୍ତର ଏସୋସିଏସନ୍‌ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଆୟୁଷ ଡ଼ାକ୍ତର ଏସୋସିଏସ୍‌ନ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପର ତଥା ବ୍ୟଦ୍ୟୁତିକ ଓ ସୂଚନା ବେଷୟିିକ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
Read More...

ଏମ୍‌ଆଇଏଫଏଫ ୨୦୨୪ରେ ପ୍ରଥମ ପ୍ରାମାଣିକ ଚଳଚ୍ଚିତ୍ର ବଜାର ଉଦ୍‌ଘାଟିତ

ଡକ୍ୟୁ ଫିଲ୍ମ ବଜାର ଏକ ଇଣ୍ଟରଆକ୍ଟିଭ୍ ହବ୍ ହେବାକୁ ଚାହୁଁଛି, ଯାହା ପ୍ରତିଷ୍ଠିତ ପେସାଦାର ଏବଂ ଉଦୀୟମାନ ପ୍ରତିଭାମାନଙ୍କ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରୁଛି ନୂଆଦିଲ୍ଲୀ, (ପିଆଇବି) : ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମ୍‌ଆଇଏଫଏଫ)ରେ ପ୍ରଥମ
Read More...

କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ଠାରେ ଜାମ୍ମୁ-କାଶ୍ମୀରର ସୁରକ୍ଷା…

ଜାମ୍ମୁ ଡିଭିଜନ୍‌ରେ କ୍ଷେତ୍ର ପ୍ରଭୂତ୍ୱ ଯୋଜନା ଏବଂ ଶୂନ୍ୟ ଆତଙ୍କବାଦ ଯୋଜନା ଜରିଆରେ କାଶ୍ମୀର ଉପତ୍ୟକାରେ ହାସଲ ହୋଇଥିବା ସଫଳତାକୁ ଦୋହରାଇବାକୁ ଏଜେନ୍ସିଗୁଡ଼ିକୁ କେନ୍ଦ୍ର ଗୃହ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିଅଭିନବ ଉପାୟରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି
Read More...

ବର୍ଷେ ପରେ ମଧ୍ୟ ଶ୍ରମିକଙ୍କ ପାରିଶ୍ରମିକ ମିଳିନି : ବନବିଭାଗ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ

ଆଗାମୀ ୧୫ ଦିନ ମଧ୍ୟରେ ପାରିଶ୍ରମିକ ନମିଳିଲେ ରେଞ୍ଜ ଅଫିସ ସମ୍ମୁଖରେ ଧାରଣ ଦେବାକୁ ଚେତାବନୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅଧିନସ୍ଥ ନୃସିଂହନାଥ ଫରେଷ୍ଟ ରେଞ୍ଜ ବୋଡାସମ୍ବର ସେକ୍ସନ୍‌ ମାଝୀ ପାଲି ବିଟ୍ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ରସମୁଣ୍ଡା ନିକଟରେ
Read More...

ଶପଥ ନେଲେ ସୋମନାଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନ ପରିସରରେ ବଲାଙ୍ଗିର ଜିଲ୍ଲା ମେଡିକାଲ୍‌ କର୍ମଚାରୀ ସଂଘର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତାଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଲଳିତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ
Read More...

ଲୋକଙ୍କ ମୁଖ୍ୟମନ୍ତ୍ରୀ : ଲୋକଙ୍କ ସରକାର

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ନିଜ ହାତରେ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀଗତ ୫ ଦିନ ମଧ୍ୟରେ ପ୍ରାୟ ଏକ ଲକ୍ଷ ଲୋକ ଭେଟିଲେଣିଲୋକଙ୍କ ସମସ୍ୟା ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ, ବିଶ୍ୱାସ, ଭରସା ଓ ଖୁସିରେ ଫେରୁଛନ୍ତି ସମସ୍ତେଲୋକଙ୍କ ସରକାର ଭାବେ
Read More...