Daily Archives

ଟିଟିଲାଗଡ ସହରରେ ବନବିଭାଗ ପକ୍ଷରୁ ତିନୋଟି ସ୍ଥାନରେ ଚଢାଉ : ଲକ୍ଷ ଲକ୍ଷ ଟଙ୍କାର କାଠ ସାମଗ୍ରୀ ଜବତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର କେତେକ ସ୍ଥାନରେ ବହୁ ମୂଲ୍ୟ ଶାଗୁଆନ, ଶାଳ ତଥା ଅନେକ କାଠ ନିର୍ମିତ ସାମଗ୍ରୀ ବେଆଇନ ଭାବେ ଗଚ୍ଛିତ ଥିବା ସୁଚନା ପାଇ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ନିର୍ଦ୍ଦେଶ ଅନୁଯାୟୀ ଟିଟିଲାଗଡ ଓ ସଇଁତଲା ବନବିଭାଗର ମିଳିତ
Read More...

ପ୍ରବାସୀ ଦାଦନ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ

ଜୟପାଟଣା, (ଶେଷଦେବ ବେହେରା) : ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଥିବା ଜଣେ ଦାଦନ ଶ୍ରମିକଙ୍କ ସଡକ ଦୁର୍ଘଟଣାରେ ଗତ ଶନିବାର ଦିନ ପୂର୍ବାହ୍ନରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ଶବ ଆଜି ପୂର୍ବାହ୍ନରେ ଜନ୍ମମାଟିକୁ ଫେରିଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ,
Read More...

ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦେଢ଼ ମାସର ଗ୍ରୀଷ୍ମଅବକାଶ ପରେ ବିଦ୍ୟାଳୟଗୁଡିକ ଆସନ୍ତା କାଲି ଖୋଲିବାକୁ ଯାଉଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସବୁ ବିଦ୍ୟାଳୟରେ ଶିକ୍ଷକମାନେ ସଫେଇ କରିବେ । ବିଦ୍ୟାଳୟ ଗୁଡିକର ଅବସ୍ଥା କିପରି ଅଛି ତାହା ତଦାରଖ କରିବା ପାଇଁ ଅଣ୍ଟା
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନାଗରିକ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂକଳ୍ପପତ୍ରରେ ଯାହା କୁହାଯାଇଛି, ତାହା ପାଳନ କରିବା ଆରମ୍ଭ କରିଦେଇଛି ବିଜେପି ସରକାର ବୋଲି ବଲାଙ୍ଗିର ସାମ୍ବାଦିକ ଭବନରେ ନାଗରିକ ସମ୍ବର୍ଦ୍ଧନା ଗ୍ରହଣ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି । ଦୁଲ୍‌ଦୁଲି କଳା ପରିଷଦ ପକ୍ଷରୁ
Read More...

ପାଇକମାଲ ସହରକୁ ସଜାଡିବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଏକ ପ୍ରାଚୀନ ସହର ଭାବରେ ବେଶ ପରିଚିତ । ପାଇକମାଲ ଆଖପାଖ ଅଞ୍ଚଳର ଏକ ବ୍ୟବସାୟ ସ୍ଥଳୀ । ପାଇକମାଲରେ ଅନେକ ସରକାରୀ ଅଫିସ ଓ ସମସ୍ତ ଅଧିକାରୀ ମାନେ ରହୁଛନ୍ତି । ଫଳରେ ପାଇକମାଲକୁ ଆଖପାଖ ଅଞ୍ଚଳର ଲୋକ ତଥା ଅନ୍ୟାନ୍ୟ ସହରରୁ
Read More...

ସହପାଠୀ ଲକ୍ଷ୍ମୀ ବରିହାଙ୍କ ସ୍ୱାମୀଙ୍କ ଚିକିତ୍ସା ପାଇଁ ସହାୟତାର ହାତବଢାଇଲେ ୧୯୮୩ ମାଟ୍ରିକ ବ୍ୟାଚ୍‌ର ସହପାଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିଗାଁ ଗ୍ରାମରେ ଲକ୍ଷ୍ମୀ ବରିହାଙ୍କ ସ୍ୱାମୀ ଦୁଆରୁ ବରିହା ରୋଗୀଣା ଅବସ୍ଥାରେ ଦୟନୀୟ ପରିସ୍ଥିତିରେ ତାଙ୍କ ଘରେ ପଡ଼ିରହୁଛନ୍ତି । ରାଜବୋଡ଼ାସମ୍ବର ୧୯୮୩ ବ୍ୟାଚ୍‌ର ପୁରାତନ ଛାତ୍ର ଦହିଗାଁ ଗ୍ରାମକୁ ଯାଇ ପୀଡ଼ିତ ଦୁଆରୁ ବରିହା ଏବଂ
Read More...

ଆଇ. ଆର୍‌. ଇ. ଏଲ୍.ରେ ସ୍ଥାୟୀ ନିଯୁକ୍ତି ନେଇ ଛତ୍ରପୁର ବିଧାୟକଙ୍କ ସହ ଆଲୋଚନା ଓ ଆନୁସଙ୍ଗିକ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଅବସ୍ଥାପିତ ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଆଇ. ଆର୍‌. ଇ. ଏଲ୍. (ଇଣ୍ଡିଆ) ପ୍ଲାଣ୍ଟରେ ଦୀର୍ଘ ବର୍ଷ ଧରି ବିଭିନ୍ନ ପଦବୀ ଖାଲି ପଡ଼ିଛି । ଯଥା ଅଣକୁଶଳୀ, କୁଶଳୀ, ସୁପରଭାଇଜର ପଦବୀରେ ନିଯୁକ୍ତି ଦେବାରେ ସ୍ଥାନୀୟ ଲୋକଙ୍କୁ
Read More...

ବଙ୍ଗୋମୁଣ୍ଡା ବ୍ଲକରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ୱ ସାରା ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଚଳିତ ବର୍ଷର ଥିମ୍‌ ରହିଛି ଲେଟ୍ସ ଆର୍ଟ ଅଫ ଗିଭିଙ୍ଗ । ଅର୍ଥାତ ଆର୍ଟ ଅଫ ଗିଭିଙ୍ଗ କ'ଣ ତାକୁ ଜାଣିବା ଓ ଅନ୍ୟ ମାନଙ୍କୁ ଜଣାଇବା । କିଟ ଓ କିସ
Read More...

‘ଅମୃତ କାଳରେ ଭାରତ’ ଅଧୀନରେ ୬ଟି ଚଳଚ୍ଚିତ୍ର ପ୍ରଦର୍ଶନ କରିବ ଏମ୍‌ଆଇଏଫଏଫ

ନୂଆଦିଲ୍ଲୀ, (ପିଆଇବି) : ବିକଶିତ ରାଷ୍ଟ୍ରର ବିଚାରକୁ ପ୍ରୋତ୍ସାହନ ଦେବା ଏବଂ ଏ ଦିଗରେ ଏକ ସହଭାଗୀ ପ୍ରତିବଦ୍ଧତା ଉଦ୍ଦେଶ୍ୟରେ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମ୍‌ଆଇଏଫଏଫ)ର ଅଷ୍ଟାଦଶ ସଂସ୍କରଣରେ ଚଳିତ ବର୍ଷର ସ୍ୱତନ୍ତ୍ର ବିଷୟବସ୍ତୁ ‘ଅମୃତ କାଳରେ ଭାରତ’ ଅଧୀନରେ ଛଅଟି
Read More...

ଟ୍ରାକ୍ଟର ଓ କାର ମଧ୍ୟରେ ଦୁର୍ଘଟଣା : ୪ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ଥାନା ଲଛିପୁର ଛକ ନିକଟରେ ଟ୍ରାକ୍ଟର ଓ କାର ମଧ୍ୟରେ ଦୁର୍ଘଟଣା ହୋଇଥିବା ବେଳେ ଦୁର୍ଘଟଣାରେ ଚାରିଜଣଙ୍କ ଜୀବନ ଚାଲିଯାଇଥିବା ଖବର ମିଳିଛି । ମୃତ ଚାରି ଜଣ ଯୁବକ ମାନେ ସମସ୍ତେ ଖଡିଆଳର ବୋଲି ଜଣାପଡିଛି । ଗତକାଲି ରାତ୍ରି ସମୟରେ ଏକ
Read More...