Daily Archives

ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ଘୋଷଣା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ
Read More...

ଜୁନ୍ ୧୮ ଓ ୧୯ରେ ଉତ୍ତରପ୍ରଦେଶ ଓ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ କୃଷକ ସମ୍ମାନ ସମ୍ମିଳନୀରେ ଯୋଗଦେବେପିଏମ୍ କିଷାନ ଯୋଜନାର ୧୭ତମ କିସ୍ତି ଆକାରରେ ୨୦,୦୦୦ କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥରାଶି ହସ୍ତାନ୍ତର କରିବେ ପ୍ରଧାନମନ୍ତ୍ରୀସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବେ ସାର୍ଟିଫିକେଟ
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଡାକ୍ତରଖାନାରେ ୬ଟି ଉନ୍ନତ ମାନର କୁଲର୍‌ ଦାନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ ଶନିବାର ଦିନ ଅଚାନକ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଡାକ୍ତରଖାନାର ଅନ୍ତେବାସୀମାନେ ପ୍ରବଳ ଗରମରେ ଅସହ୍ୟ ହୋଇପଡୁଥିବାର ଦେଖିବାକୁ
Read More...

୨୫ ଟିକିଆ ହାତୀପଲ ଆସି ନଷ୍ଟ କରିଦେଲେ ଲକ୍ଷାଧିକ ଟଙ୍କାର ଫସଲ

ଘୁ. ଉଦୟଗିରି : ଘୁ. ଉଦୟଗିରି କଳିଙ୍ଗା ମୁଖ୍ୟ ସଡକ କଡେ ଅବସ୍ଥିତ ରାଇପଦା ନିକଟସ୍ତ ନିଜ ପଦରରେ ରହି ଚାଷ କରି ପରିବାର ପ୍ରତିପୋଷଣ କରୁଥିବା କେତୋଟି ଅସହାୟ ଗରିବ ପରିବାରର ଜୀବନ ଜୀବିକା ଉଜାଡ଼ି ଦେଇଛନ୍ତି ୨୫ ଟିକିଆ ହାତୀପଲ । ସୂଚନା ଅନୁସାରେ ଗତକାଲି ରାତିରେ ୨୫ ଟିକିଆ ହାତୀପଲ ହଟାତ୍
Read More...

ଆହାର କେନ୍ଦ୍ର ବନ୍ଦ ହେବନାହିଁ : ଦୁର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଇସ୍ପାତ ନଗରୀର ଦୁଇଟି ଆହାର କେନ୍ଦ୍ରକୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ଅଚାନକ ପରିଦର୍ଶନ କରିଥିଲେ । ସେ ସର୍ବ ପ୍ରଥମେ ସେକ୍ଟର -୨ ବସ୍‌ଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ସଧାରଣ ଜନତାଙ୍କ
Read More...

ବାଲଗୋପାଳ ସେବା ନିକେତନରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ

ଜୟପାଟଣା, (ଶେଷଦେବ ବେହେରା) : ଭବାନୀପାଟଣା ସହର ଉପକଣ୍ଠରେ ଥିବା କଣ୍ଟାବାଞ୍ଜି ବାଲଗୋପାଳ ସେବା ନିକେତନରେ କଳାହାଣ୍ଡି କିସ୍‌ର ଶିକ୍ଷୟିତ୍ରୀ ସୁପ୍ରିୟା ପଣ୍ଡାଙ୍କ ଆୟୋଜନରେ ୧୧ତମ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବ୍ରହ୍ମାନନ୍ଦ
Read More...

ପ୍ରବଳ ଖରାରେ ଭାଜି ହେଉଛି ଓଡ଼ିଶା

ଭୁବନେଶ୍ୱର : ମୌସୁମୀ ଆଗମନର ୨ ସପ୍ତାହ ଅତିକ୍ରମ କରିଛି । କିନ୍ତୁ ଗ୍ରୀଷ୍ମ ପ୍ରବାହରେ ଲଗାମ ଲାଗୁ ନାହିଁ । ବରଂ ପ୍ରବଳ ଖରା ଓ ଗରମରେ ଓଡ଼ିଶା ଭାଜି ହେଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ତାପମାତ୍ରା ଆହୁରି ୩ ଦିନ କଲକଲ କରିବ । ପଶ୍ଚିମ ଓଡ଼ିଶାରେ
Read More...

କୃଷି ବିଭାଗର ଦାୟିତ୍ୱ ଗ୍ରହଣ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୃଷି ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । କୃଷି ବିଭାଗ ଦାୟିତ୍ୱ ନେବାପରେ କୃଷି ଭବନକୁ ଯାଇ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । ରାଜ୍ୟରେ କୃଷି
Read More...

ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ରଜ ପର୍ବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି ରଜ ପର୍ବ ଉପଲକ୍ଷେ ରାଉରକେଲାର ଜଗଦା ଅଞ୍ଚଳରେ ଥିବା ମାନବସେବା ପ୍ରତିଷ୍ଠାନରେ ଖାଦ୍ୟ, ଜଳଖିଆ, ସାଜସରଞ୍ଜାମ ଆଦି ସାମଗ୍ରି ବଣ୍ଟନ କରାଗଲା । ଏହାସହ
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟର ଉପଦେଷ୍ଟା ହେଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଏକ ଅଗ୍ରଣୀ ସେବା ସଂସ୍ଥା ଜନ କଲ୍ୟାଣ ସେବା ଟ୍ରଷ୍ଟର ସେବା କାର୍ଯ୍ୟ ପାଇଁ ସବୁ ସମୟରେ ସହଯୋଗ ତଥା ସେବା କାର୍ଯ୍ୟରେ ନିଜେ ଦୀର୍ଘ ବର୍ଷ ଧରି ରହି ସେବା କରୁଥିବା ସମସ୍ତଙ୍କର ପ୍ରିୟ ତଥା ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ଜନ କଲ୍ୟାଣ
Read More...