Daily Archives

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର : ବୃଦ୍ଧା ଗୁରୁତର

ବୌଦ୍ଧ : ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଗାଁରେ । ବିଳମ୍ବିତ ରାତିରେ ଗ୍ରାମର ନିଧି ବଗର୍ତ୍ତିଙ୍କ ଘରେ ହଠାତ୍ ନିଆଁ ଲାଗି ଦୁଇ ବଖରା ଘର ପୋଡ଼ି ହେବା ସହ ଘରେ ଥିବା ନିଧିଙ୍କ ବୃଦ୍ଧା ମା'କୌଶଲ୍ୟା ବଗର୍ତ୍ତି ଅଦ୍ଧଦଗ୍ଧ
Read More...

ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା କାର : ଅଳ୍ପକେ ବର୍ତ୍ତିଲେ ୩ ଜଣ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : କରଞ୍ଜିଆରୁ ଭୁବନେଶ୍ଵର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡରେ ହୁତୁହୁତୁ ହେଇ ଜଳିଯାଇଛି । କାରରେ ଥିବା ୩ ଜଣ ଯୁବକ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ ୩ ଜଣକୁ
Read More...

ସତେଜ ପନିପରିବା ଦିବସ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସତେଜ ପନିପରିବାର ପୁଷ୍ଟିକର ମୂଲ୍ୟ ଏବଂ ମାନବ ସ୍ୱାସ୍ଥ୍ୟ ପାଇଁ ଏହାର ମହତ୍ତ୍ୱକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଜୁନ୍ ୧୬ରେ 'ସତେଜ ପନିପରିବା ଦିବସ' ପାଳନ କରାଯାଏ । ସତେଜ ପନିପରିବା ହେଉଛି ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ରର ସର୍ବୋତ୍ତମ ଉତ୍ସ ଯାହା ଜୈବ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ମୃତ , ୨୪ ଆହତ

ଗାଜିଆବାଦ : ରାତି ୨ଟା ସମୟରେ ମୁରାଦନଗର ପୂର୍ବାଞ୍ଚଳ ପେରିଫେରାଲ୍ ଏକ୍ସପ୍ରେସୱେରେ ଥିବା ରେୱାରି ରେଭଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପଛରୁ ଆସୁଥିବା ଏକ ଟ୍ରକ୍ ପାର୍କିଂ କ୍ୟାଣ୍ଟରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ
Read More...

ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୬ ନମ୍ବର ୱାର୍ଡ ଓଡ଼ିଆ ଢମଣା ସାହି ସ୍ଥିତ ରାମଲିଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ପାଇଁ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା
Read More...