Daily Archives

ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ସ୍ୱର୍ଗତ ଭଣ୍ଡାରେ ଓଡ଼ିଶାର ରାଜ୍ୟପାଳ ଭାବରେ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ
Read More...

ଭଦ୍ରକ ନାବାଳକ ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସାମାଜିକ ଗଣ ମାଧ୍ୟମରୁ ପାଇଲେ ସୂଚନାମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା
Read More...

କୁଟାସିଂହାରେ ମାଁ ଅଭୟା କାଳୀ ପୂଜା ଆରମ୍ଭ : ବିଶେଷ ଆକର୍ଷଣ ରାବଣ ଦରବାର ଓ କୀର୍ତ୍ତନ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର(ଡୁଡୁକା) ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ଅବସ୍ଥିତ । ବଲାଙ୍ଗିର ସହର ଠାରୁ ୪୦କି. ମି. ଦୂରରେ କୁଟାସିଂହା ଗ୍ରାମ । କାହିଁ କେତେ ଆବହମାନ କାଳରୁ ଏହି ଗ୍ରାମରେ ପୂଜାପାଇ ଆସୁଛନ୍ତି, 'ମାଁ ଅଭୟା କାଳୀ' । ଗ୍ରାମର
Read More...

ମାର୍‌ଜିନାଲ୍‌ଇଜ୍‌ ଫୋକ ଥିଏଟର ମହୋତ୍ସବ ଉଦ୍‌ଘାଟିତ

ରମେଶ ଗୁର୍ଲ୍ଲାଙ୍କୁ ସଙ୍ଗୀତ ତପସ୍ୱୀ ଓ ମୀନକେତନ ସାହୁଙ୍କୁ ପରିବେଶ ବନ୍ଧୁ ସମ୍ମାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ତରଫରୁ ଓ ସଂସ୍କୃତି ବିଭାଗ ଭାରତ ସରକାରଙ୍କ ସହାୟତାରେ ଦୀର୍ଘ ଚାରିଦିନ ଧରି
Read More...

ମନ୍ଦିର ଉପରେ ଯୁବକ : ମନ୍ଦିର ତଳେ ହଇଚଇ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ସକାଳେ ବୌଦ୍ଧ ଜିଲ୍ଲା ବନ୍ଧାପଥର ଗ୍ରାମ ପଞ୍ଚାୟତର ବନ୍ଧାପଥର ଗ୍ରାମ ସ୍ଥିତ ବାବା ଶ୍ରୀ ସିଦ୍ଧେଶ୍ଵର ମନ୍ଦିର ଚୂଡ଼ାରେ ଜଣେ ଯୁବକ ଛିଡାହୋଇଥିବାର ଦେଖି ଗ୍ରାମବାସୀଙ୍କ ଭିତରେ ହଇଚଇ ଖେଳି ଯାଇଥିଲା । ଗ୍ରାମବାସୀ ଯୁବକ ଜଣଙ୍କୁ ଯେତେ ବୁଝାସୁଝା କରି ତଳକୁ
Read More...

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦେହାନ୍ତ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ(୯୫)ଙ୍କ ଦେହାନ୍ତ ହୋଇଛି । ୨୦୦୭ ରୁ ୨୦୧୩ ଯାଏଁ ଓଡ଼ିଶାର ରାଜ୍ୟପାଳରେ ଥିଲେ ମୁରଲୀ ଚନ୍ଦ୍ରକାନ୍ତ ଭଣ୍ଡାରେ । ମହାରାଷ୍ଟ୍ରର ଏହି ବରିଷ୍ଠ କଂଗ୍ରେସ ନେତା ତୃତୀୟ ଥର ସାଂସଦ ଥିଲେ ଏବଂ ସୁପ୍ରିମକୋର୍ଟର ଆଇନଜୀବୀ
Read More...

ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ମଘାମରା ଅଞ୍ଚଳକୁ ସଇଁତଲା ରେଞ୍ଜ ଅଞ୍ଚଳରୁ ୧୨ ଟିକିଆ ହାତୀପଲ ଆସିଥିବା ଖବର ପାଇଲାପରେ ଲୋକଙ୍କ ଧନଜୀବନ କିପରି ନଷ୍ଟ ନହେବ ସେଥିପାଇଁ ବନବିଭାଗ ତୀକ୍ଷ୍ଣନଜର ରଖିଥିବା ବେଳେ ହାତୀ ମାନଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ
Read More...

ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ଥାନା ମୁକ୍ତାପଶି ଗାଁରେ ରବିବାର ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ମୁକ୍ତାପଶି ଗାଁରେ ରବିବାର ୮ଟାରେ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିଛି । ଏହାଫଳରେ ମହିଳାଜଣକ ଗୁରୁତର ହୋଇପଡ଼ିଥିଲେ । ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର
Read More...

ଭିଣୋଇର ବନ୍ଧୁକ ଗୁଳିରେ ଶଳା ମୃତ

ଗଜପତି : ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭିଣୋଇର ବନ୍ଧୁକ ଗୁଳିରେ ଚାଲିଯାଇଛି ଶାଳକର ଜୀବନ । ସୂଚନା ଅନୁଯାୟୀ, ଗାଁର ପ୍ରାୟ ୧୦ଜଣ ଲୋକ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ । ରଜ ପାଇଁ ଜଙ୍ଗଲକୁ ବାରହା ଶିକାର କରି ଗାଁରେ ଭୋଜି ଭାତର ଆସର
Read More...

ବଜ୍ରାଘାତରେ ୨୦ ଗାଈଗୋରୁ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତକାଲି ବଳମ୍ବିତ ରାତିରେ ବଡ଼ ଧରଣର ଅଘଟଣ ଘଟିଛି । ଜିଲ୍ଲାର ତଣ୍ଡିକି ପଞ୍ଚାୟତ ଚିଡିପାଲି ଗାଁରେ ବଜ୍ରାଘାତରେ ୨୦ ଗାଈଗୋରୁଙ୍କ ଜୀବନ ଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
Read More...