Daily Archives

ବିଶ୍ୱ ବୟସ୍କଙ୍କ ପ୍ରତି ଅତ୍ୟାଚାର ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୧୫ ଜୁନ୍ ଦିନ 'ବିଶ୍ଵ ବୟସ୍କଙ୍କ ପ୍ରତି ଅତ୍ୟାଚାର ସଚେତନତା ଦିବସ' (ଡବ୍ଲୁଇଏଏଡି) ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ବର୍ଷର ଥିମ୍ ହେଉଛି 'ଜରୁରୀକାଳୀନ ପରିସ୍ଥିତିରେ ବୟସ୍କ ବ୍ୟକ୍ତିଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଆଲୋକପାତ
Read More...

ଜବତ ବାଣ ନିଷ୍କ୍ରିୟ ବେଳେ ବିସ୍ଫୋରଣ : ହାବିଲଦାର ମୃତ

ଫୁଲନଖରା : କାଠଯୋଡ଼ି ପଠାରେ ବାଣ ନିଷ୍କ୍ରିୟ କରିବାକୁ ଯାଇ ଜଣେ ପୁଲିସ ହାବିଲଦାରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ହାବିଲଦାର ହେଉଛନ୍ତି କଟକ ଜଗତପୁର ପୀର ବଜାର ଅଞ୍ଚଳର ପ୍ରଦୀପ ମଲ୍ଲିକ (୪୫) । ସୂଚନା ଅନୁଯାୟୀ, କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ନିକଟ କାଠଯୋଡ଼ି ନଦୀ
Read More...

‘କୋଶଲ ପ୍ରବାହ’ର ମହାପ୍ରଭାବ : ଦୁଆରୁ ବରିହାଙ୍କୁ ସାହାଯ୍ୟର ହାତ ବଢାଇଲେ ବିଭିନ୍ନ ଅନୁଷ୍ଠାନ ଓ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁର ଦାଦନ ଶ୍ରମିକ ଦୁଆରୁ ବରିହାଙ୍କ କରୁଣ କାହାଣୀ 'କୋଶଳ ପ୍ରବାହ'ରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ପ୍ରଶାସନ ସାହାଯ୍ୟର ହାତ ବଢାଇଛନ୍ତି । ପଦ୍ମପୁର ବିଡ଼ିଓ ଶ୍ରୀ ନାଗଙ୍କ
Read More...

ପ୍ରଥମ ରଜରେ ରାମ ଦୋଳି ଓ ମୀନାବଜାର ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଚାଲିଥିବା ଗଣ-ପର୍ବ ଠାକୁରାଣୀ ଯାତ୍ରା ଅବସରରେ ପ୍ରଥମ ରଜରେ ରାମଦୋଳି ଓ ମୀନାବଜାର ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ନେତା ତଥା ପୂର୍ବତନ ବିଧାନସଭା ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ନବନିର୍ବାଚିତ
Read More...

ଇସ୍ପାତ ନଗରୀରେ ପହିଲିରଜ ଧୁମ୍‌ଧାମ୍‌ରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାରେ ଗଣପର୍ବ ରଜ ମହୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହେଉଛି । ସହରର ପ୍ରତ୍ୟେକ ଗଳିକନ୍ଦି ସହ ବିଭିନ୍ନ ଅନୁଷ୍ଠାନ ତରଫରୁ ପହିଲି ରଜ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଦୋଳି, ପୋଡପିଠା, ବିଭିନ୍ନ ପ୍ରକାରର ପିଠାପଣା ସହ ମିଷ୍ଟାନ୍ନ
Read More...