Daily Archives

ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ : ୨ ମୃତ, ୧୦ରୁ ଅଧିକ ଗୁରୁତର

କାକଟପୁର : ଅସ୍ତରଙ୍ଗ କାକଟପୁର ନିକଟ ଜଗନ୍ନାଥପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏକ ପାନ ବୋଝେଇ ପିକ୍ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୫ ଜଣ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା
Read More...

ଜି- ୭ ଆପୁଲିଆ ଶିଖର ସମ୍ମିଳନୀ ପାଇଁ ଇଟାଲୀ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନକାଳୀନ ବକ୍ତବ୍ୟ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ, ମୁଁ ୧୪ ଜୁନ୍‌ ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୭ ଆଉଟରିଚ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଇଟାଲୀର ଆପୁଲିଆ ଅଞ୍ଚଳ ଗସ୍ତ କରୁଛି । ମୁଁ ଖୁସି ଯେ, ମୋର କ୍ରମାଗତ ତୃତୀୟ ପାଳିରେ ଜି-୭
Read More...

ନ୍ୟାସନାଲ ଜିଓଗ୍ରାଫିକ୍ର ‘ବିଲି ଆଣ୍ଡ ମୋଲ୍ଲି : ଆନ୍ ଅଟର ଲଭ୍ ଷ୍ଟୋରୀ’ ୧୮ତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର…

ପ୍ରେମର ଅସୀମ ଗଭୀରତା ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ନିବିଡ଼ ବନ୍ଧନକୁ ପ୍ରଦର୍ଶିତ କରିଛି ଫିଲ୍ମ 'ବିଲି ଏବଂ ମୋଲ୍ଲି' ନୂଆଦିଲ୍ଲୀ, (ପିଆଇବି) : ମୁମ୍ବାଇରେ ହେବାକୁ ଥିବା ୧୮ତମ ମୁମ୍ବାଇ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଏମ୍ଆଇଏଫ୍ଏଫ୍)ରେ ନ୍ୟାସନାଲ୍‌ ଜିଓଗ୍ରାଫିକର ବୃତ୍ତଚିତ୍ର
Read More...

ବିଶ୍ୱ ରକ୍ତଦାତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁନ୍ ୧୪ ରେ, ବିଶ୍ୱ ଏକତ୍ରିତ ହୋଇ 'ବିଶ୍ୱ ରକ୍ତଦାତା ଦିବସ' ପାଳନ କରିଥାଏ, ଯାହା ଏକ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେବା ପାଇଁ ଉତ୍ସର୍ଗୀକୃତ ଅଟେ । ରକ୍ତଦାନ ଏକ ମହତ୍ କାର୍ଯ୍ୟ । ତେବେ ଏହାକୁ
Read More...

ବଲାଙ୍ଗିର କୁଲୁତା ସମାଜ ଦ୍ୱାରା ଦହି ସରବତ ଓ ଥଣ୍ଡାପାଣି ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବରୁ ପ୍ରଚଳିତ ପରମ୍ପରା ପବିତ୍ର ଶିବ ପାର୍ବତୀ ବିବାହ ମହୋତ୍ସ ଶିତଳ ଷଷ୍ଠୀ ଶୋଭାଯାତ୍ରାରେ ସାମିଲ ଥିବା ଶ୍ରଦ୍ଧାଳୁ, ଭକ୍ତ, ଜଳ ପିପାସୁ, ଦର୍ଶକ ତଥା ଜନସାଧାରଣଙ୍କ ଆବଶ୍ୟକତାକୁ ଆକଳନ କରି ଦୀର୍ଘ ବର୍ଷ ଦହିପାଣି ବଣ୍ଟନ କରି ଆସୁଥିବା କୁଲୁତା ସମାଜ
Read More...