Daily Archives

ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବା ଅସ୍ଥାୟୀ ବାଚସ୍ପତି । ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବରେ ସେ ଶପଥ ନେଇଛନ୍ତି । ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସେ ୧୭ ଓ ୧୮ ତାରିଖରେ ବିଧାନସଭାରେ ନିର୍ବାଚିତ ବିଧାୟକଙ୍କୁ ଶପଥ
Read More...

ଫକୀର ମୋହନଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଦ୍ୱାରା ଓଡିଆ ଭାଷା ସାହିତ୍ୟର ରକ୍ଷକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ମଞ୍ଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣ : ୨ ଯବାନ ଆହତ

ମାଲକାନଗିରି : ଛତିଶଗଡ଼ ନାରାୟଣପୁର ଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି । କୋହକାମେଟା ଥାନା ଅନ୍ତର୍ଗତ କୁତୁଲ ଗାଁ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଳଜଣାପଡ଼ିଛି । ଏଥିରେ ଆଇଟିବିପିର ୨ ଯବାନ ଆହତ ହୋଇଥିବାର ସୂଚନା ରହିଛି । ଆହତମାନଙ୍କୁ ନାରାୟଣପୁର
Read More...

୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର : ଆସନ୍ତା ୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସୂଚନା ରହିଛି । ଆସନ୍ତା ୧୮ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବ । ମୌସୁମୀ ବର୍ତ୍ତମାନ କୋରାପୁଟରେ ସକ୍ରିୟ ରହିଥିବା ବେଳେ ଆଗାମୀ ୩ ରୁ ୪ ଦିନ ଭିତରେ ଆଗକୁ ଅଗ୍ରସର ହେବ । ଆଜି ଉପକୂଳରେ
Read More...

କବିତା ଆସର ଓ ରଜ ମହୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗଡ଼ ମୋଟରୀ ସ୍ଥାନୀୟ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ତରଫରୁ କବିତା ଆସର ଓ ରଜ ଉତ୍ସବ ପାଳନ କରାଯାଇଛି । ରଜର ପ୍ରଥମ ଦିନରେ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ମନୋରଞ୍ଜନ ପ୍ରତିଯୋଗୀତା
Read More...

ସିରିଜିନା, ସମ୍ବଲପୁରୀ ଦିନ ଓ ନାଟ୍ୟ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ କଚେରୀ ପ୍ରାଙ୍ଗଣରେ ସଭାପତି ରାଜୁ ଘିବେଲାଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ସମ୍ପଦନାରେ ସିରଜିନା ମହୋତ୍ସବ, ସମ୍ବଲପୁରୀ ଦିନ, ବନ ମହୋତ୍ସବ ଓ ନାଟ୍ୟ ମହୋତ୍ସବ ପାଳନ କରିବାକୁ ସ୍ଥିର କରାଯାଇଛି । ଆସନ୍ତା
Read More...

ଜାମ୍ମୁ-କାଶ୍ମୀର ରିୟାସୀଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ବଜରଙ୍ଗଦଳର ବିକ୍ଷୋଭ ସହ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଜମ୍ମୁ-କାଶ୍ମୀରର ବୈଷ୍ଣଦେବୀ କଟରାରୁ ଶିବଖୋଡ଼ି ଯିବା ସମୟରେ ରିୟାସୀଠାରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଉପରେ ଜୁନ୍ ୯ ତାରିଖରେ ପାକିସ୍ତାନ ଦ୍ୱାରା ପାଳିତ ଇସ୍‌ଲାମିକ ଜିହାଦୀ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ । ଏହାଦ୍ଵାରା ୧୦ ଜଣ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରା ମାଡ଼ : ଯୁବକ ଗୁରୁତର

ଜୟପୁର : ପ୍ରସାଦରାଓ ପେଟା ଆଦର୍ଶନଗର ଅଂଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭା‌ବେ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଟାଉନଥାନାରେ ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତ ଓ ଅନ୍ୟ ଜଣେ ନାବାଳକ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଗତ କାଲି ରାତିରେ ଢ଼େପଗୁଡାର
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ଜଣ ମୃତ

ରାୟଗଡ଼ା : ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍କୁଟିରେ ଯାଉଥିବା ମହିଳା ଓ ପୁରୁଷଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର୍‌ ଧକ୍କା ।ଦଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସ୍ଥାନୀୟ ଚାନ୍ଦିଲି ଥାନା
Read More...

ଦୋକାନ ଉପରେ ମାଡିଗଲା ଟ୍ରକ୍‌ : ଜଣେ ମୃତ, ୨ ଗୁରୁତର

ଆସିକା : ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଛକ ଚାନ୍ଦିନୀରେ ବସିଥିବା ବେଳେ ମାଡ଼ିଗଲା ଟ୍ରକ୍‌ । ଚାପି ହୋଇ ଜଣେ ମୃତ, ୨ ଗୁରୁତର । ଗୁରୁତରମାନଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ମୃତକ ଜଣକ ହେଲେ ମହେନ୍ଦ୍ର ବିଷୋୟୀ(୪୫) ଓ ଗୁରୁତରମାନେ
Read More...