Daily Archives

୮୪ ଘର ଅଘରିଆ ସମାଜ ବଲାଙ୍ଗିର ଟ୍ରଷ୍ଟ ତରଫରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶୀତଳ ଷଷ୍ଠୀ ଶିବପାର୍ବତୀଙ୍କ ବିବାହ ମହୋତ୍ସବ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଟ୍ରଷ୍ଟ ତରଫରୁ ଯାତ୍ରାରେ ସାମିଲ ଥିବା ଦର୍ଶକ ଓ କଳାକାର ମାନଙ୍କ ପାଇଁ ଦହିପାଣି ବଣ୍ଟନ କରାଯାଇଥିଲା । ସଭାପତି ଶୁଭ୍ରାଂଶୁ
Read More...

କରାତଳି ଗ୍ରାମରେ ଦେବ ଦମ୍ପତ୍ତି ଶିବ ବିବାହ ସମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କରାତଳି ଗ୍ରାମରେ ଦେବ ଦମ୍ପତି ଶିବ ଓ ପାର୍ବତୀଙ୍କ ଶୁଭ ବିବାହ ଏବଂ ଶୀତଳ ଷଷ୍ଠୀ ଅବସରରେ କରାତଳି ଗ୍ରାମର ଲୋକନାଥ ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳନ କରାଯାଇଛି । ଠାକୁରଙ୍କୁ ଗ୍ରାମବାସୀ ମିଳିତରେ ଗ୍ନଗର ପରିକ୍ରମଣ କରାଯାଇଛି । ଗ୍ରାମର
Read More...

ମୁରିବାହାଲ ଶୀତଳ ଷଷ୍ଠୀ ମହୋତ୍ସବ ମହାଆଡମ୍ବରରେ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଚାଲିଥିବା ଚଳିତ ବର୍ଷର ଶୀତଳ ଷଷ୍ଠୀ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ପୁର୍ବରୁ ରାଧାକୃଷ୍ଣ ଓ ଶିବ ମନ୍ଦିରରେ ଶିବପାର୍ବତୀଙ୍କ ଥାଳ ଉଠାଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର
Read More...

ଗରିବ ସାନ୍ତାଳ ଆଦିବାସୀ ପୁଅ ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତୀ

ଭୁବନେଶ୍ୱର : ଗଣତନ୍ତ୍ରର ମହାନ୍‌ ଚମକ୍ରାରିତାରେ ଆଜି ଓଡ଼ିଶା ମାଟି ଚମକି ଯାଇଛି । ଗରିବ ସାନ୍ତାଳ ଆଦିବାସୀ ପୁଅ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ରାଜ୍ୟର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଗତକାଲି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ
Read More...

ଉପେନ୍ଦ୍ର ଦ୍ୱିବେଦୀ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ । ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ସରକାର ଏହି ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ଏବେ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନେରାଲ ମନୋଜ ପାଣ୍ଡେଙ୍କ
Read More...

ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ କଂପିଲା ବଲାଙ୍ଗିର ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ କଂପି ଉଠିଛି ବଲାଙ୍ଗିର ସହର । ରୀତିନୀତି ପରମ୍ପରା ଅନୁସାରେ ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ସଂପନ୍ନ ପରେ ନିଜ ମନ୍ଦିରକୁ ଫେରିଛନ୍ତି ଦେବ ଦମ୍ପତ୍ତି । ଏବିଏସ୍‌ଏସ୍‌ କ୍ଲବ ଶୀତଳ ଷଷ୍ଠୀ ପୂଜା କମିଟିର ଶୋଭାଯାତ୍ରା
Read More...

ଛତ୍ରପୁରର ମା’ ବ୍ୟାଘ୍ର ଦେବୀଙ୍କ ଯାତ୍ରା ବୁଧବାର ପାହାନ୍ତିରେ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ଲାଇନ୍‌ରେ ନବଦିନ ବ୍ୟାପୀ ବର୍ଣ୍ଣାଢ଼୍ୟ ସମ୍ଭାରରେ ପାଳିତ ହୋଇଆସିଥିବା ମା' କୁଲାଡ଼-ବ୍ୟାଘ୍ର ଦେବୀଙ୍କ ଯାତ୍ରା ମଙ୍ଗଳବାର ରାତ୍ରୀ ବୁଧବାର ପାହାନ୍ତିରେ ଉଦ୍‌ଯାପିତ ହେଇଯାଇଛି । ଗତ ୩
Read More...

ଆବାସ ଯୋଜନା ତାଲିକାରୁ ନାଁ କଟିଯିବାରୁ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହେଲେ ହିତାଧିକାରୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ଗ୍ରାମପଞ୍ଚାୟତ ଅଧିନ ଟିକ୍ରାପଡ଼ା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ଏକ ଏକ ଗରିବ ପରିବାରର ନାଁ କଟିଯାଇଥିବା ଅଭିଯୋଗ ହୋଇଛି । ଏବେ ବାସଗୃହ ପାଇଁ ପରିବାର ଲୋକେ ବାରଦୁଆର ହେଉଛନ୍ତି । ଆଜି ସେହି
Read More...

ଅଜା ଥିଲେ ମୁଖ୍ୟମନ୍ତ୍ରୀ : ଏବେ ନାତି ହେଲେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜା ଥିଲେ ମୁଖ୍ୟମନ୍ତ୍ରୀ, ଏବେ ନାତି ହେଲେ ଉପମୁଖ୍ୟମନ୍ତ୍ରୀ । ସ୍ୱର୍ଗତ୍‌ ପାଟଣା ମହାରାଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି ହେଉଛନ୍ତି ପାଟଣା ମହାରାଜା କନକବର୍ଦ୍ଧନ ସିଂହଦେଓ, ଯିଏ ଆଜି ଓଡ଼ିଶାର
Read More...