Daily Archives

ଓଡିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବୁଧବାର ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ଵର ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ତାଙ୍କୁ ସ୍ୱାଗତ
Read More...

ବଲାଙ୍ଗିର ମହାରାଣୀ ସାଗର କାମ ସମୀକ୍ଷା କଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାରାଣୀ ସାଗରର ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ସମୀକ୍ଷା କରିଛନ୍ତି ନବ ନିର୍ବାଚିତ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଆଜି ପୂର୍ବାହ୍ନରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ପୌର ଅଧିକାରୀଙ୍କ
Read More...

ରାଧାରାଣୀପଡ଼ା ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ ଶ୍ରଦ୍ଧାଳୁଙ୍କ ଜନ ସମୁଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଧାରାଣୀପଡ଼ା ଶୀତଳଷଷ୍ଠୀ ସାଂସ୍କୃତିକ ଶୋଭାଯାତ୍ରାରେ ବଲାଙ୍ଗିର ସହରରେ ଜନ ସମୁଦ୍ର ଭଳି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ନୀତିକାନ୍ତି ଅନୁସାରେ ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ସଂପନ୍ନ ପରେ ନିଜ ମନ୍ଦିରକୁ ଫେରୁଛନ୍ତି ଦେବ
Read More...

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ଶୀତଳ ଷଷ୍ଠୀ ଉତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ବହୁ ପୁରାତନ ପ୍ରତିଷ୍ଠିତ ରିକାପଲ୍ଲୀର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ଦେବ ଦମ୍ପତ୍ତି ଶିବ ଓ ପାର୍ବତୀଙ୍କ ଶୁଭ ବିବାହ ଏବଂ ଶୀତଳ ଷଷ୍ଠୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଦେବ ଦମ୍ପତ୍ତି ଶିବ ଓ
Read More...

ଉଦ୍ଭିଦ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଜ୍ଞା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ୨୦୨୪ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନର ଫଳ ପ୍ରକାଶ ପାଇଛି । ଉଦ୍ଭିଦ ବିଜ୍ଞାନ ବିଭାଗରେ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞ୍ୟା ପରୀମିତା ମାଝୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଗାଇସିଲଟ ବ୍ଲକ
Read More...

ଲୋକକଳାକୁ ଉଦ୍‌ଜୀବିତ କରିପାରିଛି ସଚେତନ ହେମାର ମାରଜିନାଲ୍‌ଇଜ୍‌ ଲୋକନାଟ୍ୟ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଚେତନ ହେମା ଢୋଲବନ୍ଧ ଦ୍ୱାରା ଓ ସଂସ୍କୃତି ବିଭାଗ ଭାରତ ସରକାରଙ୍କ ସହଯୋଗରେ ଆୟୋଜିତ ମାର୍ଜିନା ଫୋକ ଥିଏଟର୍‌ ମହୋତ୍ସବରେ ପ୍ରଥମ ସନ୍ଧ୍ୟାରେ ଅତିଥି ଭାବରେ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ କଳାକାର ଆନନ୍ଦ ବାଗ, ରାଜେଶ ବହିଦାର,
Read More...

ବୌଦ୍ଧ ଜିଲ୍ଲା ପୁରୁଣାକଟକରୁ ପୁରୀ ଗଲା ରଥକାଠ

ହରଭଙ୍ଗା, (ଜୟାନନ୍ଦ ମିଶ୍ର) : ଆଗାମୀ ଜୁଲାଇ ମାସ ସାତ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥନିର୍ମାଣ ପାଇଁ ବୁଧବାର ବୌଦ୍ଧ ବନଖଣ୍ଡ ଅଧିନସ୍ଥ ପୁରୁଣାକଟକ ବନାଞ୍ଚଳ ଅନ୍ତର୍ଗତ ଅଠରନଳାରୁ ପୁରୀ ରଥଖଳାକୁ ଶିମିଳି ଏବଂ ଚାଖୁଣ୍ଡା ଦୁଇପ୍ରକାର ରଥକାଠ ପୁରୀ
Read More...

ଡବଲ୍‌ ଇଂଜିନ୍‌ ସରକାରଙ୍କ ବୋବାଲ୍‌ ଧମାକା

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେଲା ଡବଲ୍‌ ଇଂଜିନ୍‌ ସରକାର । ଓଡ଼ିଶା ମାଟିରେ ଆରମ୍ଭ ହେଲା ଏକ ଐତିହାସିକ ଅଧ୍ୟାୟ । ଗତକାଲି ଅପରାହ୍ନରେ ଭୁବନେଶ୍ୱର ଜନତା ମଇଦାନରେ ବିଜେପିର ୧୬ ଜଣିଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ
Read More...

ଗୁଠୁର୍ଲା ଗ୍ରାମରେ ୧୭ତମ ଶୀତଳ ଷଷ୍ଠୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗୁଠୁର୍ଲା ଗ୍ରାମରେ ୧୭ତମ ଶୀତଳ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଯାଇଛି । ବହୁ ଧୁମ୍‌ଧାମ୍‌ରେ ଏ ବର୍ଷ ଶିବପାର୍ବତୀଙ୍କ ବାହାଘର, ମିନାବଜାର, ପରାୟଣ, ତାଡ଼କାସୁର ଦରବାର, ଅପେରା କାର୍ଯ୍ୟକ୍ରମ ହୋଇଥିଲା । ଏହି ପୂଜାରେ ପୁସ୍ତମ ଆମରି ଓ
Read More...

ଜେଏସ୍‌ଏମ୍‌ ମହାବିଦ୍ୟାଳୟ ଦ୍ୱାରା ଶୀତଳ ଷଷ୍ଠୀ ପାଳନ ଉପଲକ୍ଷେ ସରବତ ପାଣି ବଣ୍ଟନ କର୍ଯ୍ୟକ୍ରମ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ର ବାଣିଜ୍ୟ, କଳା ଓ ବିଜ୍ଞାନ ମହାବିଦ୍ୟାଳୟ ଦ୍ୱାରା ଶୀତଳ ଷଷ୍ଠୀ ପାଳନ ଉପଲକ୍ଷେ ସରବତ ପାଣି ବଣ୍ଟନ କର୍ଯ୍ୟକ୍ରମ ପ୍ରତିବର୍ଷ ବାଲାଙ୍ଗିର ଏବଂ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଶୀତଳ ଷଷ୍ଠୀ ପାଳନ କରାଯାଏ । ଏହି ଉତ୍ସବରେ ଭଗବାନ ଶିବ ଏବଂ ଦେବୀ
Read More...