Daily Archives

କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ପତ୍ର ପୋଡି ନଷ୍ଟ

ମାଲକାନଗିରି : ଏମ୍‌ଭି-୩ ଗ୍ରାମରେ ଥିବା କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ । ଗତକାଲି ରାତିରେ ଅଚାନକ କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ସମ୍ପୂର୍ଣ୍ଣ ଗୋଦାମ ପୋଡିଯାଇଥିଲା । ଆଜି ସକାଳେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ । ଲକ୍ଷାଧିକ
Read More...

କୋରାଲ୍ ବା ପ୍ରବାଳ‌ ତ୍ରିକୋଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋରାଲ୍ ତ୍ରିକୋଣ ପ୍ରାୟ ୩୨ ଲକ୍ଷ ୧୮ ହଜାର ୭୦୦ କିଲୋ ମିଟରରୁ ଅଧିକ ଅଞ୍ଚଳ ବ୍ୟାପି ରହିଥିବା ଏକ ସାମୁଦ୍ରିକ ଦୃଶ୍ୟପଟ୍ଟ ଯାହା ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ । ପୃଥିବୀର ୭୫ %ରୁ ଅଧିକ ଜାତିର କୋରାଲ୍ ଏଥିରେ ବାସ କରନ୍ତି । ୧୯୫୦
Read More...