Daily Archives

ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ କେନ୍ଦ୍ର ଠାରେ ୬୫. ୭୯% ମତଦାନ ହାର ରେକର୍ଡ

ସାଧାରଣ ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ୬୩.୮୮% ମତଦାନ ହାର ରେକର୍ଡ ଭୁବନେଶ୍ୱର, (ପିଆଇବି) : ସାଧାରଣ ନିର୍ବାଚନ ୨୦୨୪ର ସପ୍ତମ ପର୍ଯ୍ୟାୟରେ ଦେଶର ୫୭ଟି ସଂସଦୀୟ କ୍ଷେତ୍ରରେ ମତଦାନ କେନ୍ଦ୍ରଗୁଡ଼ିକରେ ୬୩.୮୮% ମତଦାନ ହାର ରେକର୍ଡ କରାଯାଇଛି । ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧
Read More...

ଗଞ୍ଜେଇ ଜବତ : ୨ ଗିରଫ

କଣ୍ଟାମାଳ : କଣ୍ଟାମାଳ ଅବକାରୀ ବିଭାଗ ଚଢଉ କରି ୩ କେଜି ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ସାନଅଙ୍କରିଆ ଗ୍ରାମର ସୁଧୀର ଭୋଇ ଓ ଜାମଗାଁର ବିକାଶ ଡାଙ୍ଗ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ
Read More...

ଟିଟିଲାଗଡ କିରାନା ଆସୋସିଏସନ୍ ପକ୍ଷରୁ ନବ ନିର୍ବାଚିତ ବିଧାୟକ ନବିନ ଜୈନଙ୍କୁ ଭେଟି ଜଣାଇଲେ ଶୁଭେଚ୍ଛା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ୨୦୨୪ ପାଇଁ ପ୍ରଥମ ଥର ପାଇଁ ବିଜେପି ପ୍ରାର୍ଥୀ ନବୀନ ଜୈନ୍ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି । ଏହା ପରେ ସହରର ବିଭିନ୍ନ ବର୍ଗର ଲୋକଙ୍କ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ କିରାନା
Read More...