Daily Archives

ବିଶ୍ୱ ପରିବେଶ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବିଶ୍ୱ ପରିବେଶ ଦିବସ' ହେଉଛି ପରିବେଶ ପାଇଁ ଏକ ଆନ୍ତର୍ଜାତୀୟ ପାଳନ ଦିନ । ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଦ୍ୱାରା ପରିଚାଳିତ ଏବଂ ୧୯୭୩ ପରଠାରୁ ପ୍ରତିବର୍ଷ ଆୟୋଜିତ ହୋଇ ଏହା ପରିବେଶ ବିସ୍ତାର ପାଇଁ ସର୍ବ ବୃହତ
Read More...

ବିଧାନସଭା ନିର୍ବାଚନ ଫଳାଫଳ : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ,…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ଆସନରେ ବିଜେପି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ, ଲାଭ କରିଥିବା ବେଳେ ବିଜେଡ଼ି ଓ କଂଗ୍ରେସ ଦଳ ତରଫରୁ ଗୋଟିଏ ଆସନରେ ବିଜୟୀ ହୋଇଥିବା ଖବର ମିଳିଛ । ତେବେ ବାଜିମାତ୍‌ କରିଥିବା ଭାରତୀୟ
Read More...

ପଞ୍ଚ ଦିବସୀୟ ଓଡିଶୀ ନୃତ୍ୟ କର୍ମଶାଳାର ସମାବର୍ତ୍ତନ ଦିନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ୍‌ ହଲ୍‌ ଠାରେ ଚାଲିଥିବା ପଞ୍ଚ ଦିବସୀୟ ଓଡିଶୀ ନୃତ୍ୟ କର୍ମଶାଳାର ସମାବର୍ତ୍ତନ ଦିବସରେ ଡ. ପ୍ରମୋଦ କୁମାର ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିଥିଲେ । ଏହା ପରେ
Read More...

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଦିନ ୧୧ଟା ୩୫ ମିନିଟ ସମୟରେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସୂଚନା ରହିଛି ।
Read More...

ଓଡ଼ିଶାରେ ମୋଦି ସୁନାମୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୦୨୪ ନିର୍ବାଚନରେ ଓଡ଼ିଶାରେ ଦେଖିବାକୁ ମିଳିଛି ମୋଦି ସୁନାମୀ । ବିଜେଡ଼ିକୁ ଓଡ଼ିଶା ମାଟିରୁ ନିଶ୍ୱିହ୍ନ କରି ଦେଇଛି ମୋଦି ଲହର୍‌ । ଶଙ୍ଖ ବାଜିଲାନି, ପଦ୍ମ ଫୁଟିଲା ଓଡ଼ିଶାରେ । କୋରାପୁଟ ସଂସଦ କ୍ଷେତ୍ରରେ ପୁଣି କଂଗ୍ରେସ ଆସନ ଅକ୍ତିଆର୍‌ କରିଥିବା
Read More...