Daily Archives

କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର୍‌ ଫେଷ୍ଟିଭାଲ୍‌ ପାଳିତ

କ୍ୟାନ୍‌ସର୍‌ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦିନକୁ ଦିନ ବୃଦ୍ଧି ପାଉଛି କର୍କଟ ରୋଗାକୋମଳ ମତି ଶିଶୁ ଠାରୁ, ଯୁବକ ଯୁବତୀମାନେ ଏବଂ ବୟସ୍କ ବ୍ୟକ୍ତିମାନେ ଏହି ରୋଗରେ ଶିକାର ହେଉଛନ୍ତି । ଏପରି ସ୍ଥଳେ ସଚେତନ ହିଁ ଏକମାତ୍ର
Read More...

ଅବସର ଦିନ ହିଁ ପେନ୍‌ସନ୍‌ ପ୍ରଦାନ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୫ ଜଣ ଶିକ୍ଷକ ଓ କର୍ମଚାରୀ ଆଜି ସେମାନଙ୍କର ସରକାରୀ ଚାକିରିରୁ ଅବସର ନେଇଛନ୍ତି । ସୋନପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ସର୍ବମୋଟ ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜି ଅବସର ଦିନ ହିଁ ଫାଇନାଲ୍‌
Read More...

ବିଶ୍ୱ ସାଇକେଲ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଇକେଲଗୁଡିକ ପ୍ରଦୂଷଣ ମୁକ୍ତର ଏକ ନିରନ୍ତର ଧାରା ମାଗଣା ପରିବହନ । ସାଇକେଲ ପରିବେଶ ଅନୁକୂଳ ଏବଂ ବ୍ୟାୟାମ ପାଇଁ ଉତ୍ତମ । ପ୍ରତିଦିନ ସାଇକେଲ ଚଲାଇବା ଦ୍ୱାରା ହୃଦୟର ସ୍ୱାସ୍ଥ୍ୟ ଏବଂ ମାଂସପେଶୀର ଶକ୍ତି ବୃଦ୍ଧି ପାଇଥାଏ । ସାଇକେଲ ଚଲାଇବା
Read More...

ଶିକ୍ଷା ହିଁ ସଂସାରର ଶ୍ରେଷ୍ଠ ବିଭୂତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷା ହିଁ ଏ ସଂସାରର ଶ୍ରେଷ୍ଠ ବିଭୂତି ଓ ଏହା ଦ୍ୱାରା ଜଣେ ସମାଜରେ ପୂର୍ଣ୍ଣାଙ୍ଗ ମଣିଷ ଭାବେ ପରିଚିତ ହୋଇପାରିବ ବୋଲି ଗୋଡିପୁଟମାଟିଆପଡା ଗ୍ରାମ ପଞ୍ଚାୟତ ଅଧୀନ ଗୋପିନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କ୍ଷିରୋଦିନୀ ଶତପଥୀଙ୍କ
Read More...

ମା’ ପାଦୁକାଇ ପୀଠରେ ବାଦୀ ପାଲା ମହୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ପଂଚାୟତର ଜଗଦଳପୁର ଗ୍ରାମର ଅଧିଷ୍ଠାତି ଦେବୀ ମା' ପାଦୁକାଇଙ୍କ ପୀଠରେ ୭ଦିନ ଧରି ବାଦୀ ପାଲା ଅନୁଷ୍ଠିତ । ଓଡ଼ିଶାର ସୁନାମ ଧନ୍ୟ ପାଲା ଗାୟକ ବେଦବ୍ୟାସ ରମେଶ ଚନ୍ଦ୍ର ପଣ୍ଡା ଓ ଗାୟକ ରତ୍ନ ଗାୟକ ପ୍ରଶାନ୍ତ ନାଥ
Read More...

ଅଜଣା ମହିଳାଙ୍କ ଗଳିତ ମୃତଦେହ ଲାନ୍ଥ ନଦୀରୁ ଠାବ କଲା ପୋଲିସ

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କେନକେବା ନିକଟସ୍ଥ ଲାନ୍ଥ ନଦୀରେ ଏକ ମୃତଦେହ ପଡିଥିବାର ଖବରପାଇ ବେଲପଡା ପୋଲିସ ପହଞ୍ଚି ଶବଟିକୁ ଜବତ କରି ତଦନ୍ତ ଚଳାଇଛି । ସୂଚନା ଅନୁସାରେ ବେଲପଡା ଥାନା ମଧ୍ୟପୁର ପଞ୍ଚାୟତ ଅନ୍ତର୍ଗତ କେନକେବା ଲାନ୍ଥ ନଦୀରେ ଶବଟିଏ
Read More...

ଏସ୍‌ ଏନ୍‌ ଡିଜାଇନ୍ସ କାର୍ଯ୍ୟାଳୟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆୟୁର୍ବେଦିକ ମହାବିଦ୍ୟାଳୟ ପଛପଟେ ବିନାୟକ ନଗରରେ ଉଦ୍‌ଘାଟିତ ହୋଇଯାଇଛି । ଅତ୍ୟାଧୁନିକ ସ୍ଥାପତ୍ୟ କଳା ପାଇଁ ଏସ୍‌ ଏନ୍‌ ଡିଜାଇନ୍ସର କାର୍ଯ୍ୟାଳୟ । ଏସ୍‌ ଏନ୍‌ ଡିଜାଇନ୍ସର ସତ୍ୱାଧିକାରୀ ହେଉଛନ୍ତି ଯୁବ ଆର୍‌ଚିଟେକ୍‌ଟ ଇଂଜିନିଅର୍‌ ଶୁଭମ୍‌
Read More...

ଟିପିଡବ୍ଲୁଓଡିଏଲ୍‌ ବିରୋଧରେ ପ୍ରତୀକ ଧର୍ମଘଟକୁ ଓହ୍ଲାଇଲା ବଲାଙ୍ଗିର ସିଟିଜନ୍‌ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩ ଦଫା ଦାବି ନେଇ ବଲାଙ୍ଗିର ପେଲେସ ଲାଇନ୍‌ ସ୍ଥିତ ଟିପିଡବ୍ଲୁଓଡିଏଲ୍‌ କାର୍ଯ୍ୟାଳୟରେ ପ୍ରତୀକ ଧର୍ମଘଟକୁ ଓହ୍ଲାଇଛି ବଲାଙ୍ଗିର ସିଟିଜନ୍‌ କମିଟି । କମିଟି ପକ୍ଷରୁ କୁହାଯାଇଛି ଯେ, ଘନ ଘନ ବିଦ୍ୟୁତ କାଟ ଯୋଗୁଁ ବଲାଙ୍ଗିର ସହରରେ ଜନଜୀବନ ଅସ୍ତବ୍ୟସ୍ତ
Read More...

ଆଜି ଦିଲ୍ଲୀରେ ହୋଇପାରେ ବର୍ଷା

ନୂଆଦିଲ୍ଲୀ : ଦେଶରେ ପ୍ରବଳ ଗରମ ପ୍ରଭାବରେ ଲୋକେ ହସ୍ତସନ୍ତ ହେଉଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି ଯେ, ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତରେ ଉତ୍ତାପର ତୀବ୍ରତା ଆସନ୍ତା ତିନି ଦିନ ମଧ୍ୟରେ ହ୍ରାସ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଜୁନ୍ ୩ ଏବଂ ଜୁନ୍
Read More...

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ଗଞ୍ଜାମ : ବାଇକ୍ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ଗଞ୍ଜାମ ଜିଲ୍ଲା କୋଟିନଡା ଥାନା କଲେଜଛକ ସୂତାକଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଯୁବକ ହରିଡ଼ାପଦର ପଞ୍ଚାୟତ ମାଗୁରା ଗ୍ରାମର ବାଦଲ ନାୟକ ବୋଲି ଜଣାପଡ଼ିଛି । ବାଦଲ ନିଜ ବାଇକ ଯୋଗେ ଗାଁଁକୁ ଫେରିବା ସମୟରେ ସୂତାକଳ ନିକଟରେ
Read More...