Monthly Archives

May 2024

ସ୍ଥଳଭାଗ ଛୁଇଁଲା ରେମାଲ : ଜଣେ ମୃତ, ୧୭ ଆହତ

ନୂଆଦିଲ୍ଲୀ : ସ୍ଥଳଭାଗ ଛୁଇଁଲା ରେମାଲ । ବାତ୍ୟା ରେମାଲ ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଆସାମର ଅନେକ ନଦୀର ଜଳସ୍ତର ବଢିଛି । ଡିମା-ହସାଓ ଜିଲ୍ଲାରେ ଲଗାଣ ବର୍ଷାରେ ହାଫଲଙ୍ଗ-ସିଲଚରକୁ ଯୋଡୁଥିବା ରାସ୍ତା ସଂପୂର୍ଣ୍ଣ ଧୋଇ ହୋଇଯାଇଛି । ଫଳରେ ସିଲଚେର-ହାଫଲଙ୍ଗକୁ ଯାତାୟତ ଠପ୍
Read More...

ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ : ୯ ଜଣ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ଏକ ପୁଲିସ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାର ଖବର ମିଳିଛି । ଏହି ଦୁର୍ଘଟଣାରେ ୯ ଜଣ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ବାଣୀବିହାର ସତସଙ୍ଗ ପାର୍କ ଆଗରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସମସ୍ତ ଆହତ ମହିଳା ପୁଲିସଙ୍କୁ
Read More...

ଓଡିଶା ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭାର ନିର୍ବାଚନ : ମନୋଜ ହେଲେ ଅଧ୍ୟକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ତେରାପନ୍ଥ ଭବନ ଠାରେ ମଙ୍ଗଳବାର ଓଡିଶା ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜୈନ ଧର୍ମର ଶ୍ରମଣୀ ନିର୍ଦ୍ଦେଶିକା ଜିନ ପ୍ରଜ୍ଞାଜୀ ଓ ଶ୍ରବଣୀ କ୍ଷତି ପ୍ରଜ୍ଞାଜୀଙ୍କ ଦ୍ୱାରା ନମସ୍କାର ମହାମନ୍ତ୍ର ସହ
Read More...

ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ଦେବୀ : ବୁଧବାର ସନ୍ଧ୍ୟାରୁ ଆରମ୍ଭ ହେବ ଦେବୀଙ୍କ ଘଟଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମ୍ମାଙ୍କ ପାରମ୍ପରିକ ଠାକୁରାଣୀ ଯାତ୍ରା ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଛି । ସନ୍ଧ୍ୟାରେ ନବନିର୍ମିତ ଅସ୍ଥାୟୀ ମଣ୍ଡପରେ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା ହୋଇ ବର୍ଣ୍ଣାଢ଼୍ୟ ସମାରୋହରେ
Read More...

ପ୍ରଜ୍ଞା ପୁରୁଷ ସାହିତ୍ୟ ସାଧକ ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମଙ୍ଗଳବାର ଦିନ ସକାଳ ୯ଟା ସମୟରେ ବିଶିଷ୍ଟ ବାଗ୍ମୀ କବି ସମ୍ପାଦକ ଶ୍ରୀ କୁବେର ପୁରୋହିତଙ୍କ ପଦ୍ମପୁର ସ୍ଥିତ ସିଂହନପୁର ବାସ ଭବନରେ ପ୍ରଜ୍ଞା ପୁରୁଷ ସାହିତ୍ୟ ସାଧକ ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତି ସୁଶ୍ରୀ ଜିତେଶ୍ୱରୀ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ଠାରେ ଶିକ୍ଷାବର୍ଷ ୨୦୨୩-୨୪ ମାଟ୍ରିକ ପରୀକ୍ଷାରେ ଏ୧ ପାଇଥିବା ମିତ୍ରାବରୁଣ ଦାଶ, ନମ୍ରତା ମଗର ଓ ପଲକ୍ ପାଠୀଙ୍କ ସମେତ ମେଧା ଓ ଭାରତୀକୃଷ୍ଣ ଗଣିତ ପ୍ରତୀଭା ପରୀକ୍ଷାରେ ଓଡ଼ିଶାର ଶ୍ରେଷ୍ଠ ଦଶମ ସ୍ଥାନ
Read More...

ଶୁଭଙ୍କର ବିଜ୍ଞାନରେ ବ୍ଲକ ଟପ୍ପର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ସହରର ଶୁଭଙ୍କର ପାଣିଗ୍ରାହୀ +୨ ବିଜ୍ଞାନ ବିଭାଗରେ ୮୮.୫ ପ୍ରତିଶତ ନମ୍ବର ରଖି ବ୍ଲକ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ବିଜେପୁର ମହା ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ । ଜୀବ ବିଜ୍ଞାନରେ ଶତ ପ୍ରତିଶତ
Read More...

ଖଇରା ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା : ଡ୍ରାଇଭର ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ୍‌ ଥାନା ଅନ୍ତର୍ଗତ ଖଇଁରା ବିଜୁ ଏକ୍ସପ୍ରେସ ୱେ ନିକଟରେ ଆଜି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି । ସୂଚନାନୁସାରେ ଗତ ରାତ୍ରି ଭୋର ସକାଳ ୪ଟା ସମୟରେ କିଛି ଟ୍ରକ୍ ଆଗ ପଛ ହୋଇ ଦୃତ ଗତିରେ ଆସୁଥିଲେ । ସେଥି ମଧ୍ୟରୁ ଗୋଟିଏ
Read More...

ଚମକିବ ବଲାଙ୍ଗିର ମହାରାଣୀ ସାଗର : ସୂଚନା ଦେଲେ ପୌର ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚମକିବ ବଲାଙ୍ଗିର ମହାରାଣୀ ସାଗର । ଜୋର୍‌ସୋର୍‌ରେ କାମ ଚାଲିଛି । ଆଜି ପରିଦର୍ଶନରେ ଆସି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏ ସଂପର୍କରେ ସୂଚନା ଦେଇଛନ୍ତି । ତେବେ ମୌସୁମୀ ଆସିବା ପୂର୍ବରୁ କାମ ସରିଯିବ ବୋଲି ଆଶା ରଖିଛନ୍ତି ଲିକା । ମହାରାଣୀ ସାଗରର
Read More...

ବିବିଏସ୍‌ଏସ୍‌ ଶୀତଳ ଷଷ୍ଠୀ ଯାତ୍ରାର ଦେବ ନିମନ୍ତ୍ରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରକୁ ଆସିବେ ମା' ଆଦିଶକ୍ତି ଓ ଦେବ ଦେବ ମହାଦେବ । ବେଦୀରେ ବସିବେ । ମଙ୍ଗଳ ବାଜା ବାଜିବ । ବରବେଶରେ ସଜେଇ ହୋଇ ମାଆ ପାର୍ବତୀଙ୍କୁ ନେବାକୁ ଆସିବେ ଦେବ ଦେବ ମହାଦେବ । ଯିଏ ଏ ସାରା ଜଗତର ସୃଷ୍ଟି କର୍ତ୍ତା ସେମାନଙ୍କୁ ଆଜି ପୁଅ ଝିଅ ରୂପେ ପାଇ ବେଶ ଖୁସି
Read More...