Monthly Archives

May 2024

ଧରଣୀ ମହୋତ୍ସବ ପୋଢମରା ଯାତ୍ରା ପାଇଁ ଉତ୍ସବମୁଖର ବଡଗମଡା ଗାଁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଆଦିବାସୀ ବହୁଳ ବେଲପଡା ପଞ୍ଚାୟତ ବଡଗମଡା ଗ୍ରାମରେ ଧରଣୀ ମହୋତ୍ସବ ତଥା ପୋଢମରା ଯାତ୍ରା ତିନିଦିନ ବ୍ୟାପୀ ପାଳିତ ହୋଇଛି । ଏଥି ପାଇଁ ଗାଁରେ ବର୍ତ୍ତମାନ ଉତ୍ସବ ମୁଖର ହୋଇ ପଡିଛି । କନ୍ଧ ସମ୍ପ୍ରଦାୟର
Read More...

ଦେଶୀ ମଦ ଜବତ : ୩ ଅଭିଯୁକ୍ତ ଗିରଫ

ରାଉରକେଲା : ଝାଡ଼ଖଣ୍ଡରୁ ରାଉରକେଲାକୁ ଦେଶୀ ମଦ ଚୋରାଚାଲାଣ କରୁଥିବାବେଳେ ଜଣେ ଅଭିଯୁକ୍ତକୁ ରାଉରକେଲା ଅବକାରୀ ପୁଲିସ ଗିରଫ କରିଥିଲା । ଏହି ଘଟଣାକୁ ୫ ଦିନ ବିତିନି, ଆଜି ପୁଣି ଜଣେ ମଦ ମାଫିଆକୁ ଅବକାରୀ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ମାଫିଆଠାରୁ ଦେଶୀ ମଦ କିଣି ସହରରେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ, ୯ ଜଣ ଯାତ୍ରୀ ଆହତ

ଯାଜପୁର : ଯାଜପୁର ଜିଲ୍ଲା ତଥା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ବାରିପଦାରୁ ଭୁବନେଶ୍ୱର ଯାଉଥିବା ବସ୍‌ ଏକ ଟ୍ରକ୍‌ ସହ ଧକ୍କା ହେବାରୁ ଘଟଣାସ୍ଥଳରେ ବସ୍‌ ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ଏହି
Read More...

ମହାତ୍ମା ଗାନ୍ଧୀ କଲେଜର ଛାତ୍ରଛାତ୍ରୀ ଜିଲ୍ଲା ଟପ୍ପର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖରିଆଳ ଠାରେ ଥିବା ମହାତ୍ମା ଗାନ୍ଧୀ ବିଜ୍ଞାନ କଲେଜର ସଫଳତା, ଜିଲ୍ଲାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାପାଇଁ ଗୌରବ ଆଣିଛନ୍ତି ଛାତ୍ରଛାତ୍ରୀ । ମହାତ୍ମା ଗାନ୍ଧୀ କଲେଜର ୯୫% ପିଲା ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ
Read More...

ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ

ଭୁବନେଶ୍ୱର : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ରାଜ୍ୟରେ ଆଗାମୀ ଦୁଇ ଦିନ କଲବଲ କରିବ ତାତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବଢିବା ସମ୍ଭାବନା ରହିଛି । ପ୍ରବଳ ଗରମ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ ।
Read More...

ବୋଡ଼େନ ବ୍ଲକକୁ ଫେରିଲା ଦାଦନ ଝିଅର ଶବ

ନୂଆପଡା, (ନିରାକାର ମେହେର) : ଆମ ଦେଶ ସ୍ୱାଧୀନ ହେବାର ୭୭ ବର୍ଷ । କିନ୍ତୁ ବର୍ତ୍ତମାନ୍ ମଧ୍ୟ ଆମେ ନିଜ ହକ୍‌ ଅଧିକାର ମୌଳିକ ଅଧିକାରରୁ ବଞ୍ଚିତ । ଏହାର ଦୋଷୀ କିଏ ଉତ୍ତର ଦାୟୀ କିଏ ? ଓଡିଶାରେ ଦାଦନ ସମସ୍ୟାର ସମାଧାନ କେବେ ହେବ ବର୍ଷକୁ ସହ ସହ ସବ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଛି
Read More...

ଜିଙ୍କ ସମୃଦ୍ଧ ବାୟୋଫୋର୍ଟିଫାଏଡ ଧାନ ସଶ୍ୟକାଟ ପରୀକ୍ଷଣ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଝୁଲପିଆପାଲି, ମହଦା ଏବଂ ଅଇଁଠାପାଲି ଗ୍ରାମରେ ହାରଭେଷ୍ଟପ୍ଲସ ତରଫରୁ ଜିଙ୍କ ସମୃଦ୍ଧ ଧାନ ଶସ୍ୟକାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଙ୍କ ସମୃଦ୍ଧ ଧାନ
Read More...

ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତଥା ଶ୍ରଦ୍ଧା ଅନୁଷ୍ଠାନ, ଆଶାଦୀପ ଅନୁଷ୍ଠାନ, ମାନବ ସେବା ପ୍ରତିଷ୍ଠାନ ଅନୁଷ୍ଠାନ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଗଲା
Read More...

ପୁଣି ଫେରିଲା ତାତି : ୪୫.୯ ଡିଗ୍ରୀରେ ସିଝିଲେ ବୌଦ୍ଧବାସୀ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ତାତି । ଦେଶର ପଶ୍ଚିମ ଓ ଉତ୍ତରରେ ଥିବା ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ପ୍ରବଳ ଖରା ଜନଜୀବନ ଅସ୍ତବ୍ୟସ୍ତ କରିଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ସାଧାରଣ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହୋଇଛି । ବୌଦ୍ଧରେ ତାପମାତ୍ରା ୪୫.୯
Read More...

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବିଳମ୍ବ ନେଇ ରାଉରକେଲା ଓକିଲ ସଂଘର ଉଦ୍‌ବେଗ : ପ୍ରତିକାର ଦାବିରେ ଡି ଆର୍‌ଏମ୍‌ଙ୍କୁ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣ ନିର୍ଭର କରୁଥିବା ଯାତ୍ରୀବାହୀ ଟ୍ରେନ୍ ଯଥା ତପସ୍ଵିନୀ ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ, ଭୁବନେଶ୍ଵର - ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ୍‌ ଗୁଡ଼ିକର ଯାତାୟାତରେ
Read More...