Monthly Archives

May 2024

୧୫୦ ଫୁଟ୍‌ ଘାଟି ତଳକୁ ଖସିଲା ବସ୍‌ : ୧୫ ଜଣ ମୃତ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର ଅଖନୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । କୁରୁକ୍ଷେତ୍ରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଘାଟି ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ, ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଶ୍ରଦ୍ଧାଳୁ ହରିୟାଣାର କୁରୁକ୍ଷେତ୍ରର ବାସିନ୍ଦା ।
Read More...

ମହାନଦୀରେ ବୁଡ଼ି ଜଣେ ନିଖୋଜ

ବାରଙ୍ଗ : ମହାନଦୀରେ ପୁଣି ଅଘଟଣ । ଗାଧୋଇବାକୁ ଯାଇ ଜଣେ ଯୁବକ ନିଖୋଜ । ନିଖୋଜ ଯୁବକ ହେଲେ ଅନିଲ ସେଠୀ (୧୮) । ଅଶୋକ ସେଠୀଙ୍କ ପୁଅ ଅନିଲ ଆଜି ନରାଜ ଆନିକଟର ବୁଢା ବନ୍ଧ ଠାରେ ସାଙ୍ଗମାନଙ୍କ ସହିତ ଗାଧୋଉଥିଲେ । ଅଚାନକ୍‌ ସେ ବୁଡ଼ିଯାଇଥିଲେ । ବୁଡ଼ିଯିବା ପରେ ଅଗ୍ନିଶମ ବାହିନୀଙ୍କୁ
Read More...

ଭୋଟ ଗଣତି ପାଇଁ ଅଧିକାରୀଙ୍କୁ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଏକକାଳୀନ ସାଧାରଣ ନିର୍ବାଚନରେ ସମସ୍ତ ଆଶାୟୀ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଗ୍ରହଣ ୨୦ ମେ'ରେ ହୋଇଥିବା ବେଳେ ଆସନ୍ତା ଜୁନ୍‌ ୪ରେ ଭୋଟ ଗଣତି ହେବ । ଏଥିପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତରଫରୁ ଅଧିକାରୀଙ୍କ ତାଲିମ
Read More...

ମା’ ରାମାୟଣାମ୍ମା ଦ୍ୱିତୀୟ ସନ୍ଧ୍ୟାର ଘଟଯାତ୍ରା

ଜଗମାଲ୍ ରାଜ୍‌ଙ୍କ ଘର ଦ୍ୱାରେ ମାଆ ସାନ୍ତାଆଣୀ ରାଜଭୋଗ ସାରିଲେ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଆରାଧ୍ୟ ଦେବୀ ମା' ରାମାୟଣାମ୍ମାଙ୍କ ଦ୍ୱିତୀୟ ସନ୍ଧ୍ୟାର ଘଟଯାତ୍ରା ଏକ ନିଆରା ଅଟେ । ଆଜି ମା' ଅପରବସ୍‌ଷ୍ଟାଣ୍ଡ ଅଭିମୁଖେ ବାହାରିଛନ୍ତି । ପ୍ରକାଶ ଥାଉକି
Read More...

ଶହେଟି ଦାଦନ ଓ ଅତି ଗରିବ ଆଦିବାସୀ ପରିବାରଙ୍କ ଜୀବନ ଜୀବିକା ନିମନ୍ତେ ଛେଳି ପାଳନ ସହାୟତା ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡା ସ୍ଥିତ ଜନମୁକ୍ତି ଅନୁଷ୍ଠାନ ଆନୁକୁଲ୍ୟରେ ତଥା ଅଜୀମ୍‌ ପ୍ରେମଜୀ ଫାଉଣ୍ଡେସନ୍‌ ସହାୟତାରେ 'ପ୍ରବାସୀ ତଥା ଆଦିବାସୀ ସମୁଦାୟର ଚିରନ୍ତନ ଜୀବିକା ବିକାଶ ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରଣ' କାର୍ଯ୍ୟକ୍ରମ
Read More...

ପୁରୀ ବାଣ ବିସ୍ଫୋରଣ ଘଟଣା : ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ…

ଭୁବନେଶ୍ୱର : ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତକଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ପୂର୍ବରୁ ଗୁରୁବାର ସକାଳେ ପୁରୀ ବାଣ ବିସ୍ଫୋରଣ ଘଟଣାରେ
Read More...

ବରଗଡ଼ ଜିଲ୍ଲା ଚାଷୀ ପୁଅ ନୂଆପଡା ଜିଲ୍ଲାରେ ଟପ୍ପର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ ର୍ବୋଡ ପରିକ୍ଷା ଫଳ ପ୍ରକାଶ ପାଇଛି । ନୂଆପଡା ଜିଲ୍ଲାର ବେଲଟୁକ୍ରି ହାଇସ୍କୁଲର ଜୟପ୍ରକାଶ ସାହୁ ମାଟ୍ରିକ ପରୀକ୍ଷା ମୋଟ ୬ ଶହରୁ ୫୫୨ ନମ୍ବର ମାର୍କ ରଖି ନୂଆପଡା ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଜୟପ୍ରକାଶ
Read More...

ପାଗଳ ମାଙ୍କଡ଼ କାମୁଡାରେ ଚାରି ଗୁରୁତର ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମରେ ଏକ ପାଗଳ ମାଙ୍କଡ଼ କାମୁଡାରେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଘୋରଡ଼ିଆ ଗ୍ରାମର ନିରଞ୍ଜନ ସାହୁ, ରେଣୁବାଳା କୁଣ୍ଡୁ, ମଞ୍ଜୁଲତା ସାହୁ, ବେଙ୍ଗ ପୃଷ୍ଟି ପ୍ରମୁଖ ଗୁରୁତର ଆହତ ହୋଇ ଚିକିତ୍ସାଧୀନ
Read More...

କେନ୍ଦୁପତ୍ର ବିଭାଗରେ ଭତ୍ତା ପାଉଥିବା ବୟସ୍କ ମହିଳାମାନଙ୍କୁ କାମରେ ଲଗାଇ ମାଲେ ମାଲ୍‌ ଅଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ ସାନସାହାଜବାହାଲ କେନ୍ଦୁପତ୍ର ଫଡ଼ିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରଚଣ୍ଡ ଖରାରେ ବୟସ୍କ ବୃଦ୍ଧା ମହିଳା ଯେଉଁମାନେ ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଉଛନ୍ତି
Read More...

ବାଇକ୍‌କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ : ପୁଅ ମୃତ, ବାପା ଆହତ

ଦେବଗଡ଼ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ରାଞ୍ଚି-ବିଜୟୱାର୍ଡା ରାସ୍ତା ବାଘବର ପତ୍ରଫଡ଼ି ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ କୋଇଲା ବୋଝେଇ ଟ୍ରକ୍ ଏକ ବାଇକ୍ ଉପରେ ଚାପି ଦେଇଛି । ଦୁର୍ଘଟଣାରେ ବାଇକ୍‌ରେ ବସିଥିବା ବିଏସି ନର୍ସିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ
Read More...