Monthly Archives

May 2024

ବଲାଙ୍ଗିର ସହର ୱାର୍ଡ ୧୧ ଓ ୧୨ରେ ବିଜେଡିର ଜନ ସଂପର୍କ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଓ ବିକାଶମୂଳକ କାର୍ଯ୍ୟ ଏବଂ କଳିକେଶଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତା ନିର୍ବାଚନରେ ସଫଳତା ପ୍ରଦାନ କରିବ ବୋଲି ବିଶ୍ୱାସ ରଖିଛନ୍ତି ଶ୍ରୀମତୀ ମେଘ୍‌ନା ସିଂହଦେଓ । ତେବେ ଶ୍ରୀମତୀ
Read More...

ହନୁମାନ ପ୍ରତିମୂର୍ତ୍ତି – ଜମି ଜାଗାକୁ ନେଇ ବିବାଦ ଗାଳିଗୁଲଜ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧୀନସ୍ଥ ଦାମୋରପୁର ଗ୍ରାମର ହନୁମାନଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ଆଲୋଚନା ଚାଲିଥିବା ବେଳେ ବସନ୍ତ ଦାସ ତାଙ୍କ ସ୍ତ୍ରୀ ଓ ପୁଅ ତଥା ରାଧା ଦାମୋଦର ମନ୍ଦିରର ମାଲିକ ବୋଲାଉଥିବା ଜ୍ୟନିକ ମହିଳା ଜଣକ ଅଶ୍ଳୀଳ ଭାଷାରେ ଜାତୀ
Read More...

ଡିଭାଇଡରରେ ପିଟିହେଲା ବୋଲେରୋ

ରାଉରକେଲା : ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଧାନନଗର ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ୧୦ଜଣ ଆହତ ହୋଇଥିବା ଜ?ଣାପଡ଼ିଛି । ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୋଲେରୋଟି
Read More...

ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ୱଲପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଆସିବେ । ପୂର୍ବରୁ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବାବେଳେ ଶୁକ୍ରବାର ସମ୍ବଲପୁର ଓ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ଦଳୀୟ
Read More...

ବାରିପଦା ସହରରେ ବୁଲୁଛି ବାଘ

ବାରିପଦା : ବାରିପଦା ସହରରେ ବୁଲୁଛି ବାଘ । ବନ ବିଭାଗ ହାତରୁ ଖସିଯାଇଥିବା ବାଘ ବାରିପଦା ସହର ମୁହାଁ ହୋଇଛି । ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ବାଘଟି ସହର ଭିତରକୁ ପଶି ଆସିଥିବା କୁହାଯାଉଛି । ତେବେ ସହରରେ ବାଘ ଖବର ଶୁଣି ଲୋକେ ଆତଙ୍କିତ ହୋଇଯାଇଛନ୍ତି ।
Read More...

ଆଜି ଓଡ଼ିଶା ଗସ୍ତରେ ହେମା ମାଳିନୀ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଦିନ କେଇଟା ପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହାରି ଭିତରେ ବିଜେପିର ହେଭିୱେଟ୍ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ହେମା ମାଳିନୀ । ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ଚତୁର୍ଥ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧତା ଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଚତୁର୍ଥ ବାର୍ଷିକୋତ୍ସବ ସେକ୍ଟର ୫ ସ୍ଥିତ ଆଶୀର୍ବାଦ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀଙ୍କ
Read More...

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଉଚ୍ଚ ରକ୍ତଚାପ' ପ୍ରାୟତଃ ଏକ ନିରବ ଘାତକ ବୋଲି କୁହାଯାଏ । କାରଣ ଏଥିରେ ପୀଡିତ ବ୍ୟକ୍ତି ଲକ୍ଷଣ ଅନୁଭବ କରିପାରନ୍ତି ନାହିଁ । ସେ ଯାହା ହେଉ, ଉଚ୍ଚ ରକ୍ତଚାପ ଶରୀରର ବିଭିନ୍ନ ପ୍ରକ୍ରିୟାରେ କ୍ଷତି ପହଞ୍ଚାଇ ପାରେ । ଯଥା: ହୃତପିଣ୍ଡର ଦକ୍ଷତା
Read More...

ଫମ୍ପା ଯୋଜନାରେ ଲୋକଙ୍କ ବିକାଶ ହୁଏ ନାହିଁ : ସମରେନ୍ଦ୍ର

ସ୍କୁଲରେ ଶିକ୍ଷକ ଏବଂ ରୋଜଗାର ପାଇଁ କଳ କାରଖାନା ବସାଇବ କଂଗ୍ରେସ ବଲାଙ୍ଗିର, (କେପିଏନ୍‌ଏସ୍‌) : ଫମ୍ପା ଯୋଜନାରେ ଲୋକଙ୍କ ବିକାଶ ହୁଏ ନାହିଁ ବୋଲି କହିଛନ୍ତି ସମରେନ୍ଦ୍ର । ସେ ଆହୁରି କହିଛନ୍ତି ଯେ, ରାଜ୍ୟର ବିଜେଡି ସରକାର କେବଳ ନିର୍ବାଚନ ଆସିଲେ ମାଳ ମାଳ ଯୋଜନା ଘୋଷଣା କରି
Read More...

ପ୍ରଚାରରେ କମ୍ପୁଛି ଗାଁରୁ ସହର : ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମେ ୨୦ ତାରିଖରେ ହେବାକୁ ଥିବା ମତଦାନ ପାଇଁ ଜୋର୍‌ଦାର୍‌ ଚାଲିଛି ପ୍ରଚାର । ସମୟ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଓ ସମର୍ଥକ ମାନଙ୍କ
Read More...