Monthly Archives

May 2024

ମଦ ଜବତ : ୨ ଜଣ ଗିରଫ

ବିନିକା : ବିନିକା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମଦ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତକାଲି ସନ୍ଧ୍ୟା ୮ ଟା ବେଳେ ଅବକାରୀ ଅଧିକାରୀ ବଳବୀର ଗଡ଼ନାୟକ ନିଜ ଟିମ୍ ସହ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ସମ୍ବଲପୁର ଜିଲ୍ଲା ବଡ଼ବେଣ୍ଡା ଗ୍ରାମର ବସନ୍ତ
Read More...

ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଅଜଣା ଯୁବକଙ୍କ ମୃତ ଶରୀର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଜଣେ ଅଜଣା ଯୁବକଙ୍କ ମୃତଦେହ । ଘଟଣାସ୍ଥଳରେ ବଲାଙ୍ଗିର ସଦର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତନ୍ନ ତନ୍ନ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।
Read More...

ଅର୍କେଶଙ୍କ ନାମରେ ଫେକ୍‌ ଚିଠି ପ୍ରସ୍ତୁତ ଆରୋପ ଆଣିଲା ବଲାଙ୍ଗିର କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜପରିବାରର ସଦସ୍ୟ ଅର୍କେଶ ନାରାୟଣ ସିଂହଦେଓ ଫେକ୍‌ ଚିଠି ପ୍ରସ୍ତୁତ କରି ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ କରିଥିବା ଅଭିଯୋଗ ଆଣିଛି ଆଜି ବଲାଙ୍ଗିର କଂଗ୍ରେସ । ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି କଂଗ୍ରେସ
Read More...

ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ବିଜେପି କର୍ମୀଙ୍କୁ ଧମକ ଅଭିଯୋଗ

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ଥାନାରେ ଭାରତୀୟ ଜନତା ପାର୍ଟି ସମର୍ଥକ ଏବଂ କର୍ମୀଙ୍କ ପକ୍ଷରୁ ଖଡିଆଳ ଥାନାରେ ଏକାଧିକ ଲିଖିତ ଅଭିଯୋଗ କରିଛନ୍ତି । ଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗ କରିଥିବା ବେଳେ ଜୀବନ ପ୍ରତି ଭୟ ଥିବା
Read More...

ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର

ମୁନିଗୁଡା : ମୁନିଗୁଡା ଫାୟାର୍‌ ଷ୍ଟେସନ୍‌ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ କ୍ୱାଇଁ ଓ ଶଳା ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ପାଜୀବାଲି ଗ୍ରାମର ଉତ୍ତମ ବଡିଗା ଓ ୱନେଶୁ ମେଣ୍ଢା । ସୂଚନାଯୋଗ୍ୟ ଯେ, ଉଭୟ ବାଇକ୍ ଯୋଗେ ଶୁକ୍ରବାର
Read More...

ଲୋକଙ୍କ ପାଇଁ ପାଣି ନାମରେ ଧଳା ଜହର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅଞ୍ଚଳରେ ଆଜି ବି ଅନେକ ଗ୍ରାମରେ ବାଲିଚୁଆ ଉପରେ ନିର୍ଭର କରି ତୃଷା ମେଣ୍ଟାଉ ଥିବା ବେଳେ କେତେକ ଗାଁ ପଡୋଶୀ ଜିଲ୍ଲା ନବରଙ୍ଗପୁର ସୀମାନ୍ତକୁ ପାନୀୟ ଜଳ ପାଇଁ ଯାଉଥିବା ନଜରକୁ ଆସୁଛି । ଏବେ ଏକ ନଳକୂଅରୁ ବର୍ଷ ବର୍ଷ ଧରି କ୍ଷୀର ଭଳିଆ
Read More...

ବ୍ରହ୍ମାକୁମାରୀ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ କଳ୍ପ ବାସିନୀ ନଗର ସ୍ଥିତ ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ମୁଖ୍ୟ ଆଶ୍ରମ ଠାରୁ ପ୍ରଜାପିତା
Read More...

ବୌଦ୍ଧରେ ପାଳିତ ହେଲା ଜାତୀୟ ଡେଙ୍ଗୁ ଦିବସ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା ତାଲିମ୍ କେନ୍ଦ୍ର ଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି । ଡେଙ୍ଗୁ ରୋଗ କିପରି ଦୂର ହୋଇପାରିବ ସେଥିପାଇଁ କେବଳ ସାମୁହିକ ସ୍ତରରେ ନୁହଁ, ବ୍ୟକ୍ତିଗତ ସ୍ତରରେ ମଧ୍ୟ ସମାଷ୍ଟଙ୍କୁ କିପରି ସଚେତନ କରାଯାଇ ପାରିବ ସେଥିପାଇଁ ଏହି
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ଭୀମଭୋଇ ଥିଲେ ନବ ଧର୍ମର ପ୍ରଚାରକ ଓ ସ୍ୱଭାବ ସିଦ୍ଧକବି ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ସମ୍ପାଦକ
Read More...

ଖଲ୍ଲିକୋଟରେ ନିର୍ବାଚନୀ ହିଂସାକାଣ୍ଡ : ପୋଲିସ ବାହିନୀ ଓ ଜନତା ମଧ୍ୟରେ ଖଣ୍ଡ ଯୁଦ୍ଧ

ପରିସ୍ଥିତି ଅଶାନ୍ତି ଲାଗି ଉତ୍ତେଜନା : ୧୪୪ ଧାରା ଲାଗୁପୋଲସରାରେ ଯୁବକଙ୍କୁ ଗୁଳିମାଡ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ୨୦ ତାରିଖରେ ଦ୍ଵୀତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜନୈତିକ
Read More...