Monthly Archives

May 2024

ବିଶ୍ୱ ତମାଖୁ ବର୍ଜନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବିଶ୍ୱ ତମାଖୁ ବର୍ଜନ ଦିବସ' (ଡବ୍ଲୁଏନ୍‌ଟିଡି)ରେ, ଚଳିତ ବର୍ଷ ପୁଣି ଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏବଂ ବିଶ୍ଵର ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ସଂଗଠନ ଏକତ୍ରିତ ହୋଇ ତମାଖୁ ଶିଳ୍ପର ଯୁବକମାନଙ୍କ ଉପରେ ହେଉଥିବା
Read More...

କୁକୁର କାମୁଡ଼ାରେ ଶିଶୁ ଓ ବୃଦ୍ଧ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ଗାଁ ଗୁଡିକରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାର ପ୍ରଭାବ ଲୋକଙ୍କ ଉପରରେ ପଡୁଛି । ଏବଂ ଏହା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଇଁଟପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଛୋଟଦର୍ଲିପଡ଼ାରେ ।
Read More...

ଜଙ୍ଗଲରେ ପଡିଛି ଯୁବକଙ୍କ ମୃତଦେହ : ହତ୍ୟା ସନ୍ଦେହ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ସୋସେଙ୍ଗ ପଞ୍ଚାୟତ ଗୋତମା ନିକଟ ନାଥନିସିଲ ଜଙ୍ଗଲରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖାଯାଇଛି । ହେଲେ ସୁନାବେଡ଼ା ଅଭୟାରଣ୍ୟ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଭୟରେ ପୋଲିସ ଘଟଣାସ୍ଥଳରେ
Read More...

ପୂର୍ବ ଶତୃତା ଓ ରାଜନୀତିକୁ କେନ୍ଦ୍ର କରି ବାଇକ ଜାଳିଦେଲେ ଦୃର୍ବୃତ୍ତ

ଢେଙ୍କାନାଳ : ପୂର୍ବ ଶତୃତା ଓ ରାଜନୀତିକୁ କେନ୍ଦ୍ର କରି ତିନୋଟି ବାଇକ ଜାଳିଦେଲେ ଦୃର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ହିନ୍ଦୋଳ ଏନ୍‌ଏସିର ୫ ନମ୍ବର ୱାର୍ଡ ଧୁଣ୍ଡିନାଳୀ ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ରାଜେଶ ପାଲଙ୍କ ଘରେ ପଶି ଏଭଳି କାଣ୍ଡ
Read More...

ରାସ୍ତାରେ ଗୋଡ଼ଖସି ଜଣେ ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତର ତାଲାବେଳା ଗ୍ରାମ ନିକଟ ଗିରିବାବନ ଦର୍ଶନ କରିବାକୁ ସପରିବାର ଯାଇଥିବା ଧନେଶ୍ଵର ମାଝୀ (୩୪)ଙ୍କ ଝରଣା ନିକଟ ପାହାଡିଆ ରାସ୍ତାରେ ଗୋଡ଼ ଖସିଯିବାରୁ ମୃତ୍ୟୁ ଘଟିଥିବା ଜଣାପଡିଛି । ଧନେଶ୍ଵରଙ୍କ
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ସୁବର୍ଣ୍ଣପୁର : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିକଟ ଘାଟି ଜାମପାଲି ଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ବିନିକା ବ୍ଳକ୍ କମିରା ଗାଁର ପ୍ରସନ୍ନ ବାବୁ ଖବର ମିଳିଛି । ତେବେ ପୋଲିସର ତଦନ୍ତ ଜାରୀ ରହିଥିବା
Read More...

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା : ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡ

ସୁନ୍ଦରଗଡ଼ : ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା । ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡ । ସୂଚନା ଅନୁଯାୟୀ ୨୦୧୭ ମସିହା ତଳସରା ଥାନା କଣ୍ଟାବାହାଲ ଗାଁର ଜଣେ ୧୧ ବର୍ଷିଆ ନାବାଳିକାଙ୍କୁ ଧର୍ଷଣ ଉଦ୍ୟମ ପରେ ହତ୍ୟା କରିଥିଲେ ଅଭିଯୁକ୍ତ ସୁମିତ ମିଞ୍ଜ । ଅଭିଯୁକ୍ତ ସୁମିତ ମିଞ୍ଜକୁ
Read More...

ଘର ଉପରେ ବଜ୍ରପାତ : ଝିଅ ମୃତ, ବାପା ଓ ମା ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଗୁରୁବାର ଅପରାହ୍ନରେ ଘଡଘଡ଼ି ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିବା ସହିତ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଟିକାବାଲି ଥାନା ଅନ୍ତର୍ଗତ ବପଲମେଣ୍ଡି
Read More...

ଆଇଇଡି ଉଦ୍ଧାର କରି ନିଷ୍କ୍ରିୟ କଲେ ଯବାନ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପାହିରାଜୁ ପଞ୍ଚାୟତ ତିଲକାପଙ୍ଗା ଜଙ୍ଗଲରୁ ଏକ ଶକ୍ତିଶାଳୀ ଆଇଇଡି ଉଦ୍ଧାର କରି ନିଷ୍କ୍ରିୟ କଲେ ଯବାନ ବୋଲି ଖବର ମିଳିଛି । ନକ୍ସଲ ଦ୍ଵାରା ଏହି ଆଇଇଡି ଖଞ୍ଜା ଯାଇଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଏସଏଫ ୯୯ ବାଟାଲିୟନ ଏବଂ ପୋଲିସ
Read More...

ପଦ୍ମପୁରରେ ଘନ ଘନ ବିଜୁଳି କାଟ : ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ପଦ୍ମପୁର ଅଞ୍ଚଳ ପ୍ରବଳ ଖରା ଓ ଝାଞ୍ଜି ପବନରେ ସିଝୁଥିବା ବେଳେ ଘନ ଘନ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜନଜୀବନ ଅତିଷ୍ଠ ହୋଇ ପଡିଛି । ଫଳରେ ଟାଟା ପାୱାର ବିରୁଦ୍ଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗୁଛି । ବରଗଡ଼ ଜିଲ୍ଲାରେ ତାପମାତ୍ରା ୪୬ ଡିଗ୍ରୀରୁ ଅଧିକ
Read More...