Monthly Archives

May 2024

ତାତିର ତାଣ୍ଡବ : ଆକାଶରୁ ବର୍ଷୁଛି ନିଆଁ

ଭୁବନେଶ୍ୱର : ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ବର୍ଷୁଛି ନିଆଁ । ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା ସମ୍ବଲପୁର । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ାରେ ୪୪.୬, ହୀରାକୁଦରେ ପାରଦ ରହିଛି ୪୪.୫ ଡିଗ୍ରୀ ସେଲସିୟସ୍
Read More...

ରାତ୍ରି ଭୋଜନ ଦେବାକୁ ମନାକରିବାରୁ ମୁଣ୍ଡ କାଟି ଅଲଗା କରିଦେଲା ସ୍ୱାମୀ

କର୍ଣ୍ଣାଟକ : କର୍ଣ୍ଣାଟକର ତୁମାକୁରୁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ରାତ୍ରି ଭୋଜନ ପରସିବାକୁ ମନା କରିବାରୁ ବ୍ୟକ୍ତି ଜଣକ ପତ୍ନୀଙ୍କ ସହ ଅତ୍ୟନ୍ତ ଅମାନବୀୟ କାଣ୍ଡ ରଚିଛନ୍ତି । ତାଙ୍କ ପତ୍ନୀଙ୍କ ଶରୀରର ମୁଣ୍ଡ କାଟି ଅଲଗା କରି ଦେବା
Read More...

ମୁକ୍ତିଲାଭ କଲା ସମ୍ବଲପୁରୀ ସର୍ଟଫିଲ୍ମ ‘ଆସମାନତାରା’

ବାଲାଙ୍ଗିର, (କେପିଏନ୍‌ଏସ୍‌) : ଆର୍‌. କେ. ମିଡିଆ ପ୍ରସ୍ତୁତ ନାଟ୍ୟକାର ଚନ୍ଦ୍ରାବତୀ ପାଣ୍ଡେଙ୍କ ଲିଖିତ, ନିର୍ଦ୍ଦେଶିତ ଓ ଅଭିନୀତ ସମ୍ବଲପୁରୀ ସର୍ଟଫିଲ୍ମ ‘ଆସମାନତାରା’ ଇତିମଧ୍ୟରେ ମୁକ୍ତିଲାଭ କରି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି । ୟୁଟୁବ୍‌ରେ ଅପ୍‌ଲୋଡ୍‌ ହୋଇଥିବା ଏହି ଫିଲ୍ମକୁ ଖୁବ
Read More...

ଶିକ୍ଷକ ଡ. ନାରାୟଣ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଖଇରା ସ୍ଥିତ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ସହକାରୀ ଶିକ୍ଷକ ଡ. ନାରାୟଣ ମିଶ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀଙ୍କ
Read More...

କ୍ରାନ୍ତି ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ମାନବ ଶୃଙ୍ଖଳ ମାଧ୍ୟମରେ ତମାଖୁ ମୁକ୍ତ ଭାରତ ପାଇଁ ବଜ୍ର ଶପଥ ନେଲେ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ଥାନୀୟ ବ୍ରହ୍ମାନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ସରକାରୀ ଆଇଟିଆଇ ମିଳିତ ସହଯୋଗରେ ବିଶ୍ୱ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ
Read More...

ବାଇକ୍ ଲୁଟେରାଙ୍କୁ ଗିରଫ କଲା ଲୋଇସିଂହା ପୋଲିସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଏକ ଆନ୍ତଃଜିଲ୍ଲା ବାଇକ୍ ଲୁଟେରାଙ୍କୁ ଲୋଇସିଂହା ପୋଲିସ କାବୁ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି । ସୂଚନା ମତେ, ଲୋଇସିଂହା ଥାନା ସାଲେଭଟା ସାପ୍ତାହିକ ବଜାର ନିକଟରେ ରାତ୍ରୀକାଳୀନ ପେଟ୍ରୋଲିଂ କରୁଥିବା ବେଳେ ଏଏସ୍‌ଆଇ ଚିତ୍ରସେନ ସାହୁ ସନ୍ଧିଗ୍ଧ
Read More...

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୁଡାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ଗତ ଦଶମ ଶ୍ରେଣୀ ପରୀକ୍ଷାରେ ଉଚ୍ଚ ମାର୍କ ରଖିଥିବା ୪ ଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି
Read More...

ଅଘୋଷିତ ବିଜୁଳି କାଟ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ପୌର ପରିଷଦ ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନ ଧରି ବଲାଙ୍ଗିର ସହରରେ ଅସମ୍ଭାଳ ଅଘୋଷିତ ବିଜୁଳି କାଟ ସମସ୍ୟା ଲାଗି ରହିଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେଉଛନ୍ତି ସହରବାସୀ । ୪୭ ଡିଗ୍ରୀ ଖରାର ତାତି ଅସହ୍ୟ ହେଉଥିବା ବେଳେ ଘର ଭିତରେ ରହି ଟିକିଏ ପଙ୍ଖା, କୁଲର୍‌ କି ଏସି
Read More...

ପରକୀୟା ପ୍ରୀତି ସନ୍ଦେହରେ ଶାଶୁ ଓ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ : ସ୍ୱାମୀ ଗିରଫ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ତେଲସରାଇ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ପରକୀୟା ପ୍ରୀତି ସନ୍ଦେହରେ ଶାଶୁ ଓ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ୱାମୀ ଗିରଫ । ଘଟଣାନୁଯାଇ ତେଳସରାଇ ଗ୍ରାମର ନିଲୁ ଅଦା ପ୍ରାୟ ୫ ବର୍ଷ ତଳେ ନିଜ
Read More...

ଝାରମୁଣ୍ଡା ସାପ୍ତାହିକ ବଜାରରେ ଏଥ୍‌ଲେଟିକ୍‌ ଏସୋସିଏସନ୍ ଝାରମୁଣ୍ଡା ପକ୍ଷରୁ ଦହି ପାଣି ବଣ୍ଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଚଳିତ ସପ୍ତାହରେ ଗ୍ରୀଷ୍ମ ପ୍ରକୋପ ପ୍ରଚଣ୍ଡ ମାତ୍ରାରେ ଅନୁଭୁତ ହେଉଛି । ଯାହା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଲୋକେ ତ୍ରାହି ତ୍ରାହି ଭଯୁଛନ୍ତି । ତେବେ ପ୍ରଚଣ୍ଡ ତାତିରୁ ସାମାନ୍ୟ ତୃପ୍ତି ପାଇବା ପାଇଁ ଲୋଇସିଂହା ବ୍ଲକ ଅନ୍ତର୍ଗତ
Read More...