Daily Archives

ବୌଦ୍ଧରେ ପାଳିତ ହେଲା ଜାତୀୟ ଡେଙ୍ଗୁ ଦିବସ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା ତାଲିମ୍ କେନ୍ଦ୍ର ଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି । ଡେଙ୍ଗୁ ରୋଗ କିପରି ଦୂର ହୋଇପାରିବ ସେଥିପାଇଁ କେବଳ ସାମୁହିକ ସ୍ତରରେ ନୁହଁ, ବ୍ୟକ୍ତିଗତ ସ୍ତରରେ ମଧ୍ୟ ସମାଷ୍ଟଙ୍କୁ କିପରି ସଚେତନ କରାଯାଇ ପାରିବ ସେଥିପାଇଁ ଏହି
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ଭୀମଭୋଇ ଥିଲେ ନବ ଧର୍ମର ପ୍ରଚାରକ ଓ ସ୍ୱଭାବ ସିଦ୍ଧକବି ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ସମ୍ପାଦକ
Read More...

ଖଲ୍ଲିକୋଟରେ ନିର୍ବାଚନୀ ହିଂସାକାଣ୍ଡ : ପୋଲିସ ବାହିନୀ ଓ ଜନତା ମଧ୍ୟରେ ଖଣ୍ଡ ଯୁଦ୍ଧ

ପରିସ୍ଥିତି ଅଶାନ୍ତି ଲାଗି ଉତ୍ତେଜନା : ୧୪୪ ଧାରା ଲାଗୁପୋଲସରାରେ ଯୁବକଙ୍କୁ ଗୁଳିମାଡ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ୨୦ ତାରିଖରେ ଦ୍ଵୀତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜନୈତିକ
Read More...

ବଲାଙ୍ଗିର ସହର ୱାର୍ଡ ୧୧ ଓ ୧୨ରେ ବିଜେଡିର ଜନ ସଂପର୍କ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଓ ବିକାଶମୂଳକ କାର୍ଯ୍ୟ ଏବଂ କଳିକେଶଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତା ନିର୍ବାଚନରେ ସଫଳତା ପ୍ରଦାନ କରିବ ବୋଲି ବିଶ୍ୱାସ ରଖିଛନ୍ତି ଶ୍ରୀମତୀ ମେଘ୍‌ନା ସିଂହଦେଓ । ତେବେ ଶ୍ରୀମତୀ
Read More...

ହନୁମାନ ପ୍ରତିମୂର୍ତ୍ତି – ଜମି ଜାଗାକୁ ନେଇ ବିବାଦ ଗାଳିଗୁଲଜ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧୀନସ୍ଥ ଦାମୋରପୁର ଗ୍ରାମର ହନୁମାନଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ଆଲୋଚନା ଚାଲିଥିବା ବେଳେ ବସନ୍ତ ଦାସ ତାଙ୍କ ସ୍ତ୍ରୀ ଓ ପୁଅ ତଥା ରାଧା ଦାମୋଦର ମନ୍ଦିରର ମାଲିକ ବୋଲାଉଥିବା ଜ୍ୟନିକ ମହିଳା ଜଣକ ଅଶ୍ଳୀଳ ଭାଷାରେ ଜାତୀ
Read More...

ଡିଭାଇଡରରେ ପିଟିହେଲା ବୋଲେରୋ

ରାଉରକେଲା : ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଧାନନଗର ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ୧୦ଜଣ ଆହତ ହୋଇଥିବା ଜ?ଣାପଡ଼ିଛି । ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୋଲେରୋଟି
Read More...

ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ୱଲପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଆସିବେ । ପୂର୍ବରୁ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବାବେଳେ ଶୁକ୍ରବାର ସମ୍ବଲପୁର ଓ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ଦଳୀୟ
Read More...

ବାରିପଦା ସହରରେ ବୁଲୁଛି ବାଘ

ବାରିପଦା : ବାରିପଦା ସହରରେ ବୁଲୁଛି ବାଘ । ବନ ବିଭାଗ ହାତରୁ ଖସିଯାଇଥିବା ବାଘ ବାରିପଦା ସହର ମୁହାଁ ହୋଇଛି । ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ବାଘଟି ସହର ଭିତରକୁ ପଶି ଆସିଥିବା କୁହାଯାଉଛି । ତେବେ ସହରରେ ବାଘ ଖବର ଶୁଣି ଲୋକେ ଆତଙ୍କିତ ହୋଇଯାଇଛନ୍ତି ।
Read More...

ଆଜି ଓଡ଼ିଶା ଗସ୍ତରେ ହେମା ମାଳିନୀ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଦିନ କେଇଟା ପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହାରି ଭିତରେ ବିଜେପିର ହେଭିୱେଟ୍ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ହେମା ମାଳିନୀ । ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ଚତୁର୍ଥ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧତା ଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଚତୁର୍ଥ ବାର୍ଷିକୋତ୍ସବ ସେକ୍ଟର ୫ ସ୍ଥିତ ଆଶୀର୍ବାଦ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀଙ୍କ
Read More...