Daily Archives

ରାଉରକେଲା ବିମାନ ଯାତ୍ରୀ ହନ୍ତସନ୍ତ ବିକାଶ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତକାଲି ହଠାତ ଶେଷ ମୁହୂର୍ତ୍ତରେ ରାଉରକେଲା - ଭୁବନେଶ୍ୱର ଓ କଲିକତାକୁ ଚଳାଚଳ କରୁଥିବା ଏଲାଇନ୍ସ ଏଆର୍‌ଲାଇନ୍ସର୍‌ ବିମାନରେ ଯାନ୍ତ୍ରିକ ତ୍ରୁଟି ଘୋଷଣା କରି ଏଆର୍‌ଲାଇନ୍ସ କର୍ତ୍ତୃପକ୍ଷ ଚୁପ୍‌ ହୋଇ ବସିଯିବାରୁ ବିମାନରେ ଯାତ୍ରା କରିବାକୁ ଥିବା ଶହଶହ
Read More...

୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ମେ – ୧୩ରେ ଭୋଟ୍‌ ଗ୍ରହଣ

ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ଆସନ ନିମନ୍ତେ ୧୧ ଲକ୍ଷ ୨୭ ହଜାର ୯୧୩ ଜଣ ଭୋଟର୍‌ ନିଜ ନିଜର ମତଦାନ ସାବ୍ୟସ୍ତ କରିବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ସଂଗଠିତ ହେଉଥିବା ୪ର୍ଥ
Read More...

ବିଭୂତିଭୂଷଣ ମହାଖୁଡ଼ଙ୍କ ବିୟୋଗରେ ଓକିଲ ସଂଘର ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : କଂଗ୍ରେସର ଯୁବ ନେତା ତଥା ଓକିଲ ସଂଘ ସଦସ୍ୟ ବିଭୂତିଭୂଷଣ ମହାଖୁଡ଼ଙ୍କ ବିୟୋଗରେ ଆଜି ମ.ରାମପୁର ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘ ସଭାପତି ଜୟ କୁମାର ସିଂହଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ ନୀରବ ପ୍ରାର୍ଥନା ସହିତ ସ୍ୱର୍ଗତ
Read More...

ଗଞ୍ଜାମ ସହରରେ ବିଜେଡି ଦଳର ଜନଜାଗରଣ ସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବଡବଜାରରେ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ଜନଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । ଯୁବନେତା ସୁଦାମ ଚରଣ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ନେତାମାନେ ମଞ୍ଚାସୀନ ହୋଇ ବିଜେଡି ସପକ୍ଷରେ ଯୋଡି ଶଙ୍ଖରେ ଆସନ୍ତା ୧୩
Read More...

ଚଢ଼ିଗଲା ତେଲ ଟ୍ୟାଙ୍କର : ଡାକ୍ତରଖାନାରେ ଆହତ ମୃତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଦିନ ୩.୧୫ ସମୟରେ ଟିଟିଲାଗଡ଼ ପୁରୁଣା ବ୍ୟାଙ୍କ ଛକଠାରେ ତେଲ ଟ୍ୟାଙ୍କର ଗାଡ଼ିର ପଛ ଛକରେ ପଶିଗଲେ ସର୍ଗିଗୁଡ଼ାର କୈଳାଶ ସାହୁ । କୈଳାଶଙ୍କ ବାମ ଗୋଡ ଉପରେ ଚକ ମାଡ଼ି ଯାଇଥିବା ବେଳେ ଗୋଟିଏ ଗୋଡ ପୁରା ଚକଟି ହୋଇଯାଇଥିବା କୁହାଯାଉଛି । ଉପସ୍ଥିତ
Read More...

ଧର୍ମପରାୟଣ ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାଗରପଡା ସ୍ଥିତ ଧର୍ମପରାୟଣ ମହିଳା ଶକୁନ୍ତଳା ମିଶ୍ରଙ୍କ (୭୮) ପରଲୋକ ହୋଇଯାଇଛି । ସେ ଥିଲେ ଜଣେ ଭାବ ଭକ୍ତିରସର ମହିଳା ସେ ତାଙ୍କ ଜୀବନ ମଧ୍ୟରେ ଚାରିଧାମ ଦର୍ଶନ କରିବା ସଙ୍ଗେ ସଙ୍ଗେ ନେପାଲ ଭ୍ରମଣ ମଧ୍ୟ କରିଥିଲେ ସେ ଏମିତି ଭକ୍ତିରେ ବାନ୍ଧି
Read More...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ବିଜେପିରୁ ଇସ୍ତଫା ଦେଲେ ତିନି ବିଜେପି ନେତା : ବିଜେଡିରେ କଲେ ଯୋଗଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗୋଟିଏ ପଟେ ଆଜି ବଲାଙ୍ଗିରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଥିବା ବେଳେ ଅନ୍ୟ ପଟେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ବଡ ଝଟ୍‌କା ଲାଗିଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ବିଜେପି ବରିଷ୍ଟ ନେତା ବିଜେପି ଛାଡ଼ି
Read More...

ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ମାତୃ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି ସମ୍ପୂର୍ଣ୍ଣା ଅନୁଷ୍ଠାନରେ ମାତୃ ଦିବସ ପାଳନ କରାଯାଇଛି । ଏହାସହ ସମ୍ପୂର୍ଣ୍ଣା ଅନୁଷ୍ଠାନରେ ଥିବା ମହିଳା ମାନଙ୍କ ସହ ମାତୃ ଦିବସ ପାଳନ କରାଯିବା ସହ
Read More...

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ

ବାଲେଶ୍ୱର : ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି । ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ରୋଷେଇ ଘରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ
Read More...

ଘାଟିରେ ଓଲଟିଲା ଅଟୋ : ୧୮ ଜଣ ଆହତ

ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଅଟୋ । ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବା ଜଣାପଡିଛି । ଝରିଗାଁର ଚନ୍ଦାହାଣ୍ଡି ଘାଟିରେ ଅଟୋ ନିଜର ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମଳିଛି । ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସମସ୍ତଙ୍କୁ ନିକଟତର
Read More...