Daily Archives

ବଲାଙ୍ଗିର ସୁଦପଡ଼ାରେ ବୃଦ୍ଧା ମା’ଙ୍କ ଶବ ଉଦ୍ଧାର କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରାତିରେ ବଲାଙ୍ଗିର ଟାଉନ୍‌ ପୋଲିସ ଜଣେ ବୃଦ୍ଧା ମା’ଙ୍କ ଶବ ବସ୍ତ୍ରହୀନ ଅବସ୍ଥାରେ ସୁଦପଡ଼ା ନୂଆ ହନୁମାନ ମନ୍ଦିର ପଛପଟେ ରହିଥିବା ଏକ ଘରୁ ଉଦ୍ଧାର କରିଛି । ଏହି ଘଟଣା ବଲାଙ୍ଗିର ସହରରେ ଚାଂଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ମୃତ ବୃଦ୍ଧା ଜଣକ
Read More...

ଟିଟିଲାଗଡରେ ପର୍ଶୁରାମ ଜନ୍ମୋତ୍ସବ ଧୁମ୍‌ଧାମ୍‌ରେ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ଦିନ ଟିଟିଲାଗଡରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଟିଟିଲାଗଡ ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଦାସଙ୍କ ସଭାପତିତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଂଧ୍ୟାରେ ଏକ ଶୋଭାଯାତ୍ରା
Read More...

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୧ ମେ'ରେ ଭାରତରେ 'ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ' ପାଳନ କରାଯାଏ । ଭାରତରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର ଇତିହାସ ୧୯୯୮ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ଭାରତୀୟ ସେନା ରାଜସ୍ଥାନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ
Read More...

ତହଁକ୍ କୁଟୁମ୍ ତରଫରୁ ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠ୍‌ଙ୍କ ଜୟନ୍ତୀ ପାଳନ : କବିଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ୍ କୁଟୁମ୍ ତରଫରୁ ସ୍ଥାନୀୟ ଆମର୍ ପସରା ଠାରେ ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠ୍‌ଙ୍କ ୧୧୮ ତମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ କୋଶଲି ସଂସ୍କୃତି ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, ସାହିତ୍ୟିକ ଗୋପିନାଥ ଦଣ୍ଡସେନା କବି ଶୁସାନ୍ତ ବାଗ, କବି
Read More...

ଖଡିଆଳ ଠାରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ : ନିର୍ବାଚନକୁ ନେଇ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରିଛନ୍ତି । ଶସସ୍ତ୍ର ପୋଲିସ ସୁରକ୍ଷା ବାହିନୀ ଖଡିଆଳ ଥାନା ଛକଠାରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରି ଆଜାଦ ଚୌକ, ବୈଦେହୀ ଛକ, ଧୋବାପଡ଼ା, ଲାଲ ସାହେବ୍ ପଡ଼ା, ଗୁରୁନାନକ ଛକ, ବ୍ଲକ୍‌ ଛକଦେଇ ଥାନା
Read More...