Monthly Archives

January 2024

ଆପଲ୍ ବା ସେଓ ବୃକ୍ଷ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସମଗ୍ର ବିଶ୍ୱରେ ଆପଲ୍ ବା ସେଓ ଚାଷ କରିବାର ମହାନ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ଆମେ ଜାନୁଆରୀ ୬ ରେ “ଆପଲ୍ ବୃକ୍ଷ ଦିବସ” ପାଳନ କରିଥାଉ । ୧୭ଶ ଶତାବ୍ଦୀରେ ଉପନିବେଶବାଦୀମାନେ ଯୁକ୍ତରାଷ୍ଟ୍ର ଆମେରିକାରେ ସେଓ ଚାଷ ଆରମ୍ଭ କରି ଫଳ ଉତ୍ପାଦନ
Read More...

ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗିର ସହରରେ ବିଶାଳ ସଚେତନତା ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାନୁଆରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ବଲାଙ୍ଗିର ସହରରେ ଆୟୋଜିତ ହୋଇଛି ଛାତ୍ରଛାତ୍ରୀମାନଙ୍କ ଏକ ବିଶାଳ ରାଲି । ସ୍ଥାନୀୟ ପିଆର୍‌ ହାଇସ୍କୁଲ୍‌ରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର
Read More...

ଭଞ୍ଜନଗର RMC ସଭା ଗୃହରେ ଧାନର ଗୁଣବତ୍ତା ଉପରେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ RMC ସଭାଗୃହରେ ଧାନର ଗୁଣବତ୍ତା ନିର୍ଣ୍ଣୟ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଆଠ ଗୋଟି ବ୍ଲକରେ ଥିବା ପ୍ରାଥମିକ କୃଷି ସମବାୟ
Read More...

ବରିଷ୍ଠ ପାଲା ଗାୟକ ପ୍ରଫୁଲ୍ଲ ମହାରଣାଙ୍କ ଏକାଦଶାହରେ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଖେଳାଉରୀ ଗ୍ରାମର ବରିଷ୍ଠ ପାଲା ଗାୟକ ସ୍ୱର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ମହାରଣାଙ୍କ ଏକାଦଶାହ ଉତ୍ସବରେ ଏକ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଦିବଙ୍ଗତ ମହାରଣାଙ୍କ ବାସଭବନ ସମ୍ମୁଖରେ ଶୁକ୍ରବାର ଅନୁଷ୍ଠିତ
Read More...

ପାଣି ପଞ୍ଚାୟତ ପକ୍ଷ ପାଳନ ନିମିତ୍ତ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଅଣ ଧାନ ଚାଷ ଦିଗରେ ପ୍ରୋତ୍ସାହିତ ପାଣି ପଞ୍ଚାୟତ ପୁରସ୍କୃତ ହେବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପାଣି ପଞ୍ଚାୟତ ପକ୍ଷ ଚଳିତ ମାସ ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ଏବଂ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଦିବସ ୩୦ ତାରିଖରେ ରାଜ୍ୟସ୍ତରରେ
Read More...

ଗୋପାଳପୁର ଏସ୍ଇଜେଡ୍ ଶିଳ୍ପ ନିମନ୍ତେ ପ୍ରସ୍ତାବିତ ଜଳ ଯୋଗାଣ ହିତାଧିକାରୀଙ୍କ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଏସ୍ଇଜେଡ୍ ଶିଳ୍ପ ସକାଶେ ଆବଶ୍ୟକ ହେବାକୁ ଥିବା ଜଳଯୋଗାଣ ଘଟକେଶ୍ୱର ପ୍ରକଳ୍ପଠାରୁ ଯୋଗାଇ ଦିଆଯିବ । ଏଥି ସକାଶେ ପୂର୍ବରୁ ପ୍ରସ୍ତାବ ରହିଥିଲା ତାହା କାର୍ଯ୍ୟକାରୀ କରିବା ନିମନ୍ତେ ଘଟକେଶ୍ୱର ପ୍ରକଳ୍ପଠାରୁ ଗୋପାଳପୁର ଶିଳ୍ପ ପାର୍କ
Read More...

ହିଆଁଲ ଅନ୍ୱେଷା ଛାତ୍ରଛାତ୍ରୀ ନିବାସରେ ସୁନେତ୍ର କାର୍ଯ୍ୟକ୍ରମ ଆୟୋଜିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନ୍ୱେଷା ଛାତ୍ରଛାତ୍ରୀ ନିବାସରେ ଗତ ଶୁକ୍ରବାର ଦିନ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୩୦୦ ଶଯ୍ୟା ବିଶିଷ୍ଟ ଏହି ଅନ୍ୱେଷା ଆଦିବାସୀ/ହରିଜନ ଛାତ୍ରଛାତ୍ରୀ ନିବାସରେ ୨୬୧
Read More...

ଦ୍ୱିତୀୟ ଦିନରେ ପହଂଚିଲା ଡ୍ରାଇଭର୍‌ମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦ୍ୱିତୀୟ ଦିନରେ ପହଂଚିଛି ଡ୍ରାଇଭର୍‌ମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ସରକାରଙ୍କ ହିଟ୍‌ ଏଣ୍ଡ ରନ୍‌ ଆଇନକୁ ବିରୋଧ କରି ଡ୍ରାଇଭର୍‌ ସମୁଦାୟ ଆନ୍ଦୋଳନକୁ ଓହ୍ଲାଇବା ପରେ ଗମନା ଗମନ ବେଶ୍‌ ବାଧାପ୍ରାପ୍ତ ହୋଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳଙ୍କ
Read More...

ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳମାନଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳଙ୍କ ଆଲୋଚନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଏକକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ସକାଶେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଅବିରତ ଚାଲିଛି । ଭୋଟର ତାଲିକାର ଚୂଡାନ୍ତ ପ୍ରକାଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳ
Read More...

ପ୍ରସିଦ୍ଧ ବଳି ଯାତ୍ରା ଶୁଲିଆ ଆସନ୍ତା ୧୬ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୬ ତାରିଖ ଦିନ ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରାର ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ପ୍ରଭାସ
Read More...