Monthly Archives

January 2024

ଜି. ଉଦୟଗିରିରେ ହାଡଭଙ୍ଗା ଶୀତ

ଜି.ଉଦୟଗିରି : ଜି. ଉଦୟଗିରି ଅଞ୍ଚଳରେ ଚାରି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ଆଜିର ତାପମାତ୍ରା ସର୍ବନିମ୍ନ ୭.୫ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଶନିବାର ୬.୨ଡିଗ୍ରୀ ସେଲ୍‌ସିୟସ ରହିଥିଲା । ପ୍ରବଳ ଶୀତ ଯୋଗୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଘରୁ ବାହାରିବା କଷ୍ଟକର ହେଉଛି । ସନ୍ଧ୍ୟା
Read More...

ସହରକୁ ଗିଳି ଦେଲାଣି ପ୍ରଦୂଷଣ

ଭୁବନେଶ୍ୱର : ଟ୍ୱିନ୍‌ ସିଟି ପବନରେ ମାଡ଼ିଗଲାଣି ପ୍ରଦୂଷଣ । ଏୟାର କ୍ୱାଲିଟି ଇନଡେକ୍ସ ୩୦୦ ପାର୍‌ କରିଗଲାଣି । ଅପରାହ୍ନ ୪ଟା ସୁଦ୍ଧା ଭୁବନେଶ୍ୱରରେ ଏକ୍ୟୁଆଇ ୩୧୧ ଥିବାବେଳେ କଟକରେ ଥିଲା ୩୨୦ । ଉଭୟ ମହାନଗରରେ ବାୟୁ ପ୍ରଦୂଷଣ ସ୍ତର ଅତି ଖରାପ ଶ୍ରେଣୀର । ନିଜେ କେନ୍ଦ୍ର ପ୍ରଦୂଷଣ
Read More...

ଆହୁରି ଦୁଇ ଦିନ ଘନ କୁହୁଡି

ଭୁବନେଶ୍ୱର : ରାଜ୍ୟରେ ଆହୁରି ଦୁଇ ଦିନ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼,
Read More...

ହାତୀ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ରାଉରକେଲା : ହାତୀ ପାଇଁ ରାତି ଅନିଦ୍ରା । ସୁନ୍ଦରଗଡ଼ ବଣାଇ ରେଞ୍ଜର ଧରଣୀଧରପାଲି, ତଳିତା ସେକ୍ସନର ସିଂଟୋଲ୍ଲା, ଦେଓଗାଁ, ଜୀବିକା, ତଳିତା, ନୂଆପାଲି, ବଣ୍ଡ ଡ଼ିହି, ସମତେ ପ୍ରାୟ ୨୦ରୁ ଅଧିକ ଗାଁରେ ଦୁଇଟି ଦନ୍ତାହାତୀ ଦୀର୍ଘ ଏକମାସ ଧରି ଉତ୍ପାତ ଚଳାଇଥିବା ସୂଚନା ମିଳିଛି । ଗାଁରେ ପଶି
Read More...

ବିଦ୍ୟୁତ୍ ତାର ଛିଡ଼ି ମହିଳାଙ୍କ ମୃତ୍ୟୁ

ଦଶରଥପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ମଙ୍ଗଳପୁର ଥାନା ଅନ୍ତର୍ଗତ କମାରଡ଼ିହି ପଞ୍ଚାୟତ ଇଟ୍ଟାପଡା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଲକ୍ଷ୍ମୀ ବାରିକ (୬୬)ଙ୍କ ମୃତ୍ୟୁ ଘଟିଛି । ଏଥିନେଇ ନାତି ସୁଜିତ କୁମାର ବାରିକ ଟାଟା କମ୍ପାନୀ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ
Read More...

ଜୟପୁର ବ୍ଲକର ବିଭିନ୍ନ ଗାଁରେ ଭାଲୁ ଆତଙ୍କ

ଜୟପୁର : ଜୟପୁର ବ୍ଲକର ବିଭିନ୍ନ ଗାଁରେ ଭାଲୁ ଆତଙ୍କ । ଗାଁରେ ପଡିଛି ତାଟି କବାଟ । ଗୋଟିଏ କି ୨ଟି ନୁହେଁ ୪ଟି ବଡ ବଡ ଭାଲୁ ଆତଙ୍କ ଏବେ ଗାଁରେ । ଦିନ ହେଉ କି ରାତି କେତେବେଳେ ରାସ୍ତା ଉପରେ ତ ଆଉ କେତେବେଳେ ଗାଁ ଭିତରେ ପଶୁଛନ୍ତି ଭାଲୁ । ଭୟରେ ଗ୍ରାମବାସୀ ସନ୍ଧ୍ୟା ହେଉ ହେଉ ଘରେ ତାଟି
Read More...

ଭୁବନେଶ୍ୱରର ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ । କଳ୍ପନା ଛକରେ ଥିବା ତୃପ୍ତି ରେଷ୍ଟୁରାଣ୍ଡରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ କଳ୍ପନା ଛକରେ ଥିବା ତୃପ୍ତି ରେଷ୍ଟୁରାଣ୍ଡରେ ନିଆଁ
Read More...

ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ…

୧୦୦% କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ ମୋଟ ୧୦୮.୯୧ କୋଟି ଟଙ୍କା ବ୍ୟୟ ଅଟକଳର ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତିମାଛଧରା ପୋତାଶ୍ରୟର ଆଧୁନିକୀକରଣ ଦ୍ୱାରା ଜୀବିକା ପାଇଁ ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ମତ୍ସ୍ୟଜୀବୀ ଓ ଆନୁସଙ୍ଗିକ ଶ୍ରମିକଙ୍କ ଜୀବନରେ ଉନ୍ନତି
Read More...

ବେଲପାହାଡ଼ରେ ଦୁର୍ଘଟଣା : ୩ ମୃତ

ଝାରସୁଗୁଡ଼ା : ଆଜି ସକାଳୁ ୪୯ ନଂ ଜାତୀୟ ରାଜପଥର ବେଲପାହାଡ଼ ଥାନା ଅନ୍ତର୍ଗତ ଗୌଡପଡ଼ାଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଖବର ପାଇ ବେଲପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଖବର ଅନୁସାରେ, ଲଖନପୁର
Read More...

ଜାନୁଆରୀ ୮ରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୮, ୨୦୨୪ ଦିନ ୧୨. ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର
Read More...