Monthly Archives

January 2024

କଳାହାଣ୍ଡି ଉତ୍ସବ ଘୁମରା ୨୦୨୪ରେ ଉଚ୍ଚକୋଟୀର କଳା ପ୍ରଦର୍ଶନ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜୁନାଗଡ଼ ବ୍ଲକ ଓ ଏନ୍‌ଏସିସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମରା ୨୦୨୪ ତା ୬/୧/୨୪ରୁ ୮/୧/୨୪ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଦିବସର ସାଂସ୍କୃତିକ ସନ୍ଧ୍ୟାରେ ଜୁନାଗଡ଼ ହାଇସ୍କୁଲ ଛାତ୍ରଛାତ୍ରୀ ଉଚ୍ଚକୋଟୀର କଳା ଅଭିନୟ ପ୍ରଦର୍ଶନ କରି
Read More...

ଦୁବୃର୍ତ୍ତଙ୍କ ଠେଙ୍ଗାମାଡ଼ରେ ଲହୁଲୁହାଣ ହେଲେ ଗୋବର୍ଦ୍ଧନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁବୃର୍ତ୍ତଙ୍କ ଠେଙ୍ଗାମାଡ଼ରେ ଲହୁଲୁହାଣ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଖଇରବାଡ଼ି ଗାଁର ଗୋବର୍ଦ୍ଧନ ଦାସ(୪୦) । ସୂଚନା ଅନୁସାରେ, ଗୋବର୍ଦ୍ଧନ ନିଜ ଗାଁରୁ ଜନକପୁର ଗାଁକୁ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ଜନକପୁର ଗାଁ ନିକଟରେ କିଛି ଦୁର୍ବୃତ୍ତ
Read More...

ସମ୍ବଲପୁର ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ରେ କେନ୍ଦ୍ରମନ୍ତ୍ରୀ

ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରି ଚଞ୍ଚକତା କରିବାରେ ଧୂରନ୍ଧର : ଧର୍ମେନ୍ଦ୍ର ପ୍ରଧାନଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ମାଗଣା ଚାଉଳ ଦେଉଥିବା ବେଳେରାଜ୍ୟ ସରକାର ନିଜସ୍ୱ ଯୋଜନା ନାଁରେ ମିଛ ପ୍ରଚାର କରୁଛନ୍ତି, ଗଣତନ୍ତ୍ରରେ
Read More...

ଅନ୍ତର୍ଦେଶୀୟ କରାଟେ ପ୍ରତିଯୋଗିତାରେ ଟିଟିଲାଗଡ଼ କରାଟେ ଆସୋସିଏସନ୍ ଓ ଗୁରୁକୃପା ମାର୍ଶାଲ ଆର୍ଟ ଛାତ୍ରଛାତ୍ରୀଙ୍କ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ଜାନୁୟାରୀ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଝାଡଖଣ୍ଡ ରାଜ୍ୟ ଗ୍ରିଡ଼ିହି ଜିଲ୍ଲା ଟାଉନହଲଠାରେ ହୋଇଥିବା ଅନ୍ତର୍ଦେଶୀୟ ଓପନ କରାଟେ ପ୍ରତିଯୋଗିତା ୨୦୨୪ରେ ଓଡିଶାକୁ ବଡ ସଫଳତା ମିଳିଛି । ପ୍ରଶିକ୍ଷକ ସଂସାଇ ଜିତୁ ପୃଷ୍ଟି, ଟିଟଲାଗଡ କରାଟେ ସଂଘ ସମ୍ପାଦକ ଓ
Read More...

ଅସହାୟଙ୍କ ବନ୍ଧୁ ଭାଗିରଥି ବେହେରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶୀତଋତୁରେ ଶୀତର ଲହରୀ ଚାଲିଥିବା ବେଳେ ଅନେକ ଗରିବ ଶ୍ରେଣୀର ଲୋକେ ଅସହ୍ୟ ଶୀତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଉମୁରି ଧର୍ମଶରଣପୁର ପଞ୍ଚାୟତର ବାରସିଂହପଲ୍ଲୀ ଗ୍ରାମରେ କଂଗ୍ରେସ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ
Read More...

ନିଆରା ଢଙ୍ଗରେ ଗୁରୁଙ୍କୁ ସମ୍ମାନ

ଯୋଗୀସର୍ଡା, (କେପିଏନ୍‌ଏସ୍‌) : ହରିହର ଉଚ୍ଚ ବିଦ୍ୟାଳୟ ଯୋଗୀସର୍ଡାର ୧୯୮୭ର ମାଟ୍ରିକ ବେଚ୍‌ର ବନ୍ଧୁ ମିଳନ ଗାଏଖାଇ ପର୍ଯ୍ୟଟନସ୍ଥଳୀରେ ହୋଇଯାଇଛି । ଦୀର୍ଘ ୩୬ ବର୍ଷ ପରେ ଏକାଠି ହୋଇଥିଲେ ଏହି ବେଚ୍‌ର ବନ୍ଧୁମାନେ । ସେହି ସମୟରେ ଶିକ୍ଷା ଦାନ କରୁଥିବା ପ୍ରଧାନ ଶିକ୍ଷକ ବ୍ରଜମୋହନ
Read More...

ପିଇଓଙ୍କ ଉପରେ ପେଟ୍ରୋଲ ଢାଳି ମାରି ଦେବାକୁ ଉଦ୍ୟମ

ବଡ଼ବିଲ : ବଡ଼ବିଲରେ ଚାଞ୍ଚଲ୍ୟ । ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ ହୋଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା । ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବଡ଼ବିଲ ପୌର କାର୍ଯ୍ୟାଳୟରେ ଏହି ଅଭାବନୀୟ ଘଟଣା
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ ସୋମବାର ଦିନ ଉପଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରକ୍ଷୀରେ ସମୁଦାୟ ୬୯ ଜଣସାଧାରଣ ଅଭିଯୋଗ ପଞ୍ଜିକରଣ ହୋଇଥିଲା । ଏଡିଏମ୍‌ ତଥା ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର
Read More...

ମଠଖାଇ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ପ୍ରଦର୍ଶିତ ହେଲା ନାଟକ ‘ଗୁଡ଼ମର୍ଣ୍ଣିଂ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଠଖାଇ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଆଜି କୋଶଳ କଳା ମଣ୍ଡଳରେ ପ୍ରଦର୍ଶିତ ହୋଇଛି ନାଟକ ‘ଗୁଡ଼ମର୍ଣ୍ଣିଂ’ । ନାଟକ ପ୍ରଦର୍ଶିତ ହେବା ପୂର୍ବରୁ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଆଜି ମଂଚାସୀନ ଥିଲେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗିର
Read More...

ଡୁଡୁକାପଡ଼ାରେ ପୂର୍ବ ଶତ୍ରୁତାରୁ ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ଜେଲ ଗଲେ ଆକ୍ରମଣକାରୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଅଁରେଇ ପଞ୍ଚାୟତ ଡୁଡୁକାପଡ଼ା ଗ୍ରାମରେ ପୂର୍ବ ଶତ୍ରୁତାରୁ ଦୁଇଜଣ ଯୁବକଙ୍କୁ ଜଣେ ଯୁବକ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଯୁବକଙ୍କୁ ଜେଲ ଯିବାକୁ ପଡ଼ିଥିବା ଜଣାପଡିଛି । ଥାନା ପୁଲିସ ଏସ୍‌ଆଇ ପ୍ରମୋଦ କୁମାର
Read More...