Monthly Archives

January 2024

କୁମୁରିଆ ସାନ ଶୁଲିଆ ପୀଠର ମଣ୍ଡପ ଉଦ୍‌ଘାଟନ କଲେ ନରସିଂହ

ଆଦିବାସୀଙ୍କ ପରଂପରାକୁ ଅଗ୍ରାଧିକାର ଦିଆଯିବା ଦରକାର - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁଲୁତାପଡା ପଂଚାୟତର କୁମୁରିଆ ସ୍ଥିତ ସାନ ଶୁଲିଆ ପୀଠର ଶୁଲିଆବାବାଙ୍କ ଏକ ପୂଜାମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ
Read More...

କୁଟାସିଂହା ଖେଳ ପଡିଆ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ଅନ୍ତର୍ଗତ କୁଟାସିଂହା ଖେଳ ପଡିଆରେ ସନ୍ଧ୍ୟା ପରେ ଦଳ ଦଳ ହୋଇ ଯୁବକମାନେ ନିଶା ସେବନର ଆସର ଜମାଉ ଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଅଂଚଳରେ ଦେଶୀ ମଦ, ଗଂଜେଇ ସମେତ ଏମ୍‌ଏସ, କରେକ୍ସ ଭଳି ବିଭିନ୍ନ ବ୍ରାଣ୍ଡର ନିଶା ଦ୍ରବ୍ୟ
Read More...

ସମ୍ଭାଗସ୍ତରୀୟ ଖେଳକୁଦ ସମାରୋହ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ସ୍ଥାନୀୟ ଧୂମାଭଟା ପଡ଼ିଆରେ ସମ୍ଭାଗସ୍ତରୀୟ ଖେଳକୁଦ ସମାରୋହ ୨୦୨୩-୨୪ ଆଜି ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପ୍ରିତେଶ କୁମାର ବହିଦାର ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଯୋଗଦେଇ
Read More...

ବରଗଡ଼ ବ୍ଲକରେ ସ୍ୱତନ୍ତ୍ର ସନ୍ଦେହ ମୋଚନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୮୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ସନ୍ଦେହ ମୋଚନ ପାଇଁ ଏକ ସ୍ୱତନ୍ତ୍ର ଶିବିର ବରଗଡ଼ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ
Read More...

ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଭ୍ରମଣ ଶିକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ପ୍ରୟାସରେ ଏବଂ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱରେ ଆଜି ବିଦ୍ୟାଳୟର ୯୭ ଜଣ ଛାତ୍ରୀଙ୍କ ସହିତ ୧୧୫ ଜଣ "ବଡ଼ ପଣ୍ଡା ଟ୍ରାଭେଲ"ରେ ବିଭିନ୍ନ ଐତିହାସିକ ସ୍ଥଳୀ ପରିଭ୍ରମଣ କରି
Read More...

ସଇଁତଲା କନ୍ୟାଆଶ୍ରମ ଏସ୍‌ଏସ୍‌ଡି ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସ୍ଥାନୀୟ କନ୍ୟା ଆଶ୍ରମ (ଏସ୍‌ଏସ୍‌ଡି) ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତାଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଧୁମ୍‌ଧାମ୍‌ ସହ ପାଳନ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପ୍ରଫେସର
Read More...

ବାଙ୍କେଲ ବିଦ୍ୟାଳୟର ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୁକ୍ତ ସୁରେନ୍ଦ୍ର କୁମ୍ଭାରକୁ ଗିରଫ କରି କୋର୍ଟ ଚାଲାଣ କଲା…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ମୁରିବାହାଲ ବ୍ଲକ ବାଙ୍କେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶନିବାର ଦିନ ଗ୍ରାମର ସୁରେନ କୁମ୍ଭାର ମଦ୍ୟପାନ କରିଥିବା ଅବସ୍ଥାରେ ବାଡ଼ିରେ ସ୍କୁଲ ଛାତ୍ର ମାନଙ୍କୁ ପିଟିଥିଲା । ତେବେ ଗୁରୁତର ୬ ଜଣ ଛାତ୍ରଙ୍କୁ ଟିଟିଲାଗଡ ସରକାରୀ
Read More...

ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଋତୁଙ୍ଗିଆ ଗ୍ରାମପଞ୍ଚାୟତର ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ
Read More...

ମାଗଣା କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଓଡ଼ିଆର୍‌ପି କଲୋନୀର ସଭାଗୃହରେ ଭିୟୁଷ ଅନୁଷ୍ଠାନ ପକ୍ଷରୁ ଏକ ବର୍ଷ ଧରି ଚାଲିଥିବା ମାଗଣାରେ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠାନର ଇଓ ଏସ୍‌. ଭୀମା ରାଓଙ୍କ ନେତୃତ୍ୟରେ
Read More...

ଆରମ୍ଭ ହେଲା ମକର ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ପେନ୍ଦିମୁଣ୍ଡାରେ ବଡ଼ ଧୁମ୍‌ଧାମରେ ଆଜି ଆରମ୍ଭ ହୋଇଯାଇଛି ମକର ଉତ୍ସବ । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମକର ଉତ୍ସବରେ ୪୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ନେଇ
Read More...