Monthly Archives

January 2024

ଭବାନୀପାଟଣାଠାରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍‌ ସେବା ଆରମ୍ଭ : ଶ୍ରଦ୍ଧାଳୁଙ୍କ ପାଇଁ ପୁରୀକୁ ହେବ ସହଜ ଓ ସୁଗମ…

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନା ଅନ୍ତର୍ଗତ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ର ଶୁଭାରମ୍ଭ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସନ୍ଧ୍ୟା ୫ଟା ସମୟରେ ଭର୍ଚୁଆଲ ମୋଡରେ ସମ୍ପନ୍ନ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ
Read More...

ସାମ୍ବାଦିକଙ୍କୁ ପେନ୍‌ସନ୍ ଓ ସୁରକ୍ଷା ଆଇନ ଦାବି କଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ୍‌

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାମ୍ବାଦିକମାନଙ୍କୁ ଅବସର ପରେ ପେନ୍‌ସନ୍‌ ଯୋଗାଇଦେବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଲାଗି ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ଜିଲ୍ଲା ଶାଖା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ୍‌
Read More...

ଇଭିଏମ୍ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଇଭିଏମ୍ ଓ ଭିଭିପାଟ ସଚେତନ ରଥକୁ ଗୁରୁବାର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ । ଆସନ୍ତା ସାଧାରଣ ନିର୍ବାଚନରେ ଅନେକ ନୂଆ ଓ ଯୁବବର୍ଗର ଭୋଟର୍‌ ଭୋଟ ଦେବାକୁ ଯାଉଥିବା ବେଳେ ଇଭିଏମ୍‌ର ବ୍ୟବହାର ଓ ଭିଭିପାଟର
Read More...

ବଲାଙ୍ଗିର ଜିଲ୍ଲାରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା । ଆଜି ସନ୍ଧ୍ୟାରେ ସ୍ଥାନୀୟ ନୂତନ ବସ୍‌ ଟର୍ମିନାଲଠାରେ ଏହି ସେବା ଆରମ୍ଭ ହୋଇଯାଇଛି । ସବୁଜ ପତାକା ଦେଖାଇ ଏହି ସେବା ଆରମ୍ଭ କରାଯାଇଥିଲା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
Read More...

ଗଜବନ୍ଧର ଆଦର୍ଶ ଶିକ୍ଷକ ବାସୁଦେବ ଭୋଇଙ୍କ ପରଲୋକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଗ୍ରାମର ଆଦର୍ଶ ଶିକ୍ଷକ ବାସୁଦେବ ଭୋଇଙ୍କ ୪୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଶ୍ୱାସ ଓ ହୃଦ୍‌ଜନିତ ସମସ୍ୟାରେ ପୀଡିତ ଥିଲେ । ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଶିକ୍ଷକତା ପରେ ବୈରାଗୀମୁଣ୍ଡା ଉଚ୍ଚ
Read More...

ବିଶିଷ୍ଟ ସମାସେବୀ ଲଳିତ ନାୟକଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀରେ ଅନାଥାଶ୍ରମ ଓ ବୃଦ୍ଧାଶ୍ରମରେ ଶ୍ରଦ୍ଧାଞ୍ଜଳି ସଭା ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶିଷ୍ଟ ସମାଜସେବୀ ତଥା ଅନନ୍ୟ ଶ୍ରମିକ ନେତା କୋଟି ହୃଦୟର ଗୋଟିଏ ନାୟକ ସ୍ୱର୍ଗତ ଲଳିତ ନାୟକଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଲଳିତ ନାୟକ ଫାଉଣ୍ଡେସନ୍‌ ତରଫରୁ ପାଳନ କରାଯାଇଛି । ଦେଓଗାଁ ବ୍ଲକ ସଲେପାଲିଠାରେ ଥିବା ଗ୍ରାମମଙ୍ଗଳ ପାଠାଗାର ଶିଶୁଯତ୍ନ
Read More...

ଗମ୍ଭାରୀଖୋଲା ଗ୍ରାମରେ ସ୍ଥାୟୀ ଖେଳପଡିଆ ପାଇଁ ଗାଁର ଯୁବଗୋଷ୍ଠୀ ତହସିଲଦାରଙ୍କ ଦ୍ୱାରସ୍ଥ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଗମ୍ଭାରୀଖୋଲା ଗ୍ରାମରେ ଏକ ସ୍ଥାୟୀ ଖେଳପଡିଆ ଯୋଗାଇ ଦେବାକୁ ଗ୍ରାମର ଯୁବଗୋଷ୍ଠୀ ମୁରିବାହାଲ ତହସିଲଦାର ଆୟୁବ ମଣ୍ଡଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ଏ ସମ୍ପର୍କରେ ତହସିଲଦାରଙ୍କୁ ଏକ
Read More...

ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦର ମହକୁମାରେ ଥିବା ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ
Read More...

ସମଲେଇ ପ୍ରକଳ୍ପ ପାଇଁ ପହଞ୍ଚିଲା ନିମନ୍ତ୍ରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୭ ତାରିଖରେ ସମ୍ବଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହା ଉଦ୍‌ଘାଟନ ହେବ । ଏହି ଉପଲକ୍ଷେ ପୀଠ ତରଫରୁ ନିମନ୍ତ୍ରଣ ଆଜି ବଲାଙ୍ଗିରର ୧୦ଟି ମନ୍ଦିରକୁ ଦିଆଯାଇଛି ।
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

ଜାନୁଆରି ୨୬ ପରେ ମଧ୍ୟ ଯାତ୍ରା ଜାରି ରହିବଯାତ୍ରାର ବିକାଶ ରଥ ବିଶ୍ୱାସ ରଥରେ ପରିଣତ ହୋଇଛି ଏବଂ ଏଥିରୁ କେହି ବାଦ୍ ପଡ଼ିବେ ନାହିଁ ବୋଲି ବିଶ୍ୱାସ ରହିଛିସମସ୍ତଙ୍କ ଦ୍ୱାରା ଅବହେଳିତ ହୋଇଥିବା ଲୋକଙ୍କୁ ମୋଦୀ ସମ୍ମାନ ଓ ଗୁରୁତ୍ୱ ଦିଅନ୍ତି"ଭିବିଏସ୍‌ୱାଇ ହେଉଛି ଶେଷ ମାଇଲ ଡେଲିଭରିର ଏକ
Read More...