Monthly Archives

January 2024

ବଙ୍ଗୋମୁଣ୍ଡା କପ୍‌ ଦିବାରାତ୍ରି ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସ୍ୱାମୀ ବିବେକାନନ୍ଦ ଆଥଲାଟିକସ୍‌ ଏସୋସିଏସନ୍‌ ବଙ୍ଗୋମୁଣ୍ଡା ପକ୍ଷରୁ ବଙ୍ଗୋମୁଣ୍ଡା ଖେଳପଡ଼ିଆଠାରେ ଦିବାରାତ୍ରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ
Read More...

୨୨ରୁ ଆମ ଓଡିଶା ନବୀନ ଓଡିଶା ସହରୀ

ଗୃହ ଓ ନଗର ଉନ୍ନୟନ ବିଭାଗ ଜାରିକଲା ନିର୍ଦ୍ଦେଶାବଳୀପୌରାଚଂଳ ଗୁଡ଼ିକର କାର୍ଯ୍ୟସୂଚୀ ଆସନ୍ତାକାଲି ସୁଦ୍ଧା ପହଞ୍ଚିବା ଆବଶ୍ୟକ ଭୁବନେଶ୍ୱର : ସମାଜର ସମସ୍ତ ବର୍ଗଙ୍କ ପାଇଁ ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ୫-ଟି ପଦକ୍ଷେପ ଅଧୀନରେ ଅନେକ ଯୋଜନା ଏବଂ
Read More...

ବଲାଙ୍ଗିର ମୁଖ୍ୟ ପ୍ରାଣୀଚିକିତ୍ସା କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ପ୍ରାଣୀ ଚିକିତ୍ସକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାଣୀଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀଚିକିତ୍ସା ସେବା ସଂଘ ତରଫରୁ ବିଗତ ବର୍ଷ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିବାବେଳେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବାରୁ
Read More...

ଯୁବ ଟିପିଡବ୍ଲୁଓଡିଏଲ୍‌ ବିଭାଗ କର୍ମଚାରୀଙ୍କ ଅକାଳ ବିୟୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପୁର ଗାଁ ପ୍ରତିଭାଶାଳୀ ତୀକ୍ଷ୍ଣ ବୁଦ୍ଧି ସଂପୂର୍ଣ୍ଣ ଯୁବ ଉଦୟମାନ୍ ଯୁବକ ଚିନ୍ମୟ ବଗର୍ତ୍ତୀଙ୍କର ତାଙ୍କ ବିଜେପୁର ସ୍ଥିତ ବାସଭବନରେ ଅକାଳ ବିୟୋଗ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳେକୁ ୨୪ ବର୍ଷ ବୟସ
Read More...

ବରଗଡ଼ ଜିଲ୍ଲାର ସୋହେଲା ବ୍ଲକର କନାପାଲି ଗ୍ରାମଠାରେ ପ୍ରଥମ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

ସୋହେଲା/ବରଗଡ, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା “ଓଡିଶା ମିଲେଟ୍ସ୍ ମିଶନ” ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସଂପ୍ରତି ବରଗଡ ଜିଲ୍ଲାର ସୋହେଲା ବ୍ଲକରେ ଇତି ମଧ୍ୟରେ ଦ୍ୱିତୀୟ ବର୍ଷର ପ୍ରଥମ ମାଣ୍ଡିଆ ମଣ୍ଡି
Read More...

ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବ୍ୟଙ୍ଗ କବି ଅଚ୍ୟୁତ ପୁରୋହିତ, ସମ୍ମାନିତ
Read More...

ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟରେ ‘ନୂଆ-ଓ’ର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟ ଜୟପାଟଣାଠାରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅବସରରେ ଉତ୍କଳୀୟ ପରମ୍ପରାର ପୁନଃଜାଗରଣ ତଥା ଓଡ଼ିଆ ସାହିତ୍ୟକୁ ସୁଦୂର ପ୍ରସାରୀ କରିବାର ମହତ୍ ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ କ୍ରୀଡା
Read More...

ବାତିଲ୍‌ ହେଲା ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ଜାନୁଆରୀରେ ହେବାକୁ ଥିବା ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ବାତିଲ୍‌ କରାଯାଇଛି । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଚିଠି ନମ୍ବର ୧୯୯୯ ଅନୁସାରେ ଏହି ଦିନକୁ ରାଜ୍ୟ ସରକାର ଦିବା ୨.୩୦ ଯାଏ ଛୁଟି
Read More...

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗୁରୁବାର ଦିନଠାରୁ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅଧ୍ୟକ୍ଷ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳ ଆନୁଷ୍ଠାନିକ
Read More...

ଟିଟିଲାଗଡ଼ ହେଲୋ କିଡ୍‌ସ୍‌ ସ୍କୁଲର ୧୧ତମ ବାର୍ଷିକୋତ୍ସବ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ପ୍ଲେ ସ୍କୁଲ ହେଉଛି ହେଲୋ କିଡ୍‌ସ୍‌ । ଏହି ପ୍ଲେ ସ୍କୁଲରେ ଛୋଟ ଛୁଆମାନଙ୍କୁ ପ୍ରଥମ କରି ଖେଳ ଖେଳାଇବା ସହ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯାଇଥାଏ । ଦୀର୍ଘ ଦଶବର୍ଷ ହେଲା ସହରର ବିଭିନ୍ନ ଛାତ୍ରଛତ୍ରୀଙ୍କ ପସନ୍ଦର
Read More...