ଲୋକକଳା ଉତ୍ସବ ଉ୍ଦଯାପିତ
ଟିଟିଲାଗଡ଼, (କେପିଏନ୍ଏସ୍) : କଳା ସଂସ୍କୃତି ପରମ୍ପରାକୁ ନେଇ ପଶ୍ଚିମ ଓଡ଼ିଶା ବେଶ ପରିଚିତ । ରସର୍କେଲି, ମାଏଲାଜଡ଼, ଡାଲଖାଇ, ଘୁଡକା ନୃତ୍ୟ, ଘୁମୁରା ନୃତ୍ୟକୁ ନେଇ ଅନେକ କଳାକାର ମଞ୍ଚରେ ତାଙ୍କର କଳା ପରିବେଷଣ କରିଥାଆନ୍ତି । ତେବେ ଦୀର୍ଘ ବର୍ଷ ହେବ ଏହି କଳାସଂସ୍କୃତିକୁ ନେଇ!-->…
Read More...
Read More...